• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Arson attack' on Hindu house in Bangladesh
ବାଙ୍ଗଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ : ୨୦ଘର ଜଳାଇ ଦେଲେ ଉପଦ୍ରବୀ

ସୋସିଆଲ ମିଡିଆ ପୋଷ୍ଟ ସହିତ ଏହି ମାମଲା ଜଡିତ ବୋଲି ପୋଲିସ୍ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ତଥା ପରିବାରକୁ ଜଗିଥିଲା

Air pollution in Delhi
ପ୍ରଦୂଷଣ ଉପରେ କେଜରିୱାଲ ସରକାରଙ୍କ ପ୍ରହାର : ’ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ

ଦିଲ୍ଲୀ ସରକାର ଆଜି ଠାର ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଫଳ ସ୍ୱରୂପ ରାଜଧାନୀରେ 'ରେଡ୍ ଲାଇଟ୍ ଅନ୍ କାର୍ ଅଫ୍' ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରେଡ୍ ଲାଇଟ୍ ଜଳିଳେ ତଥା ଟ୍ରାଫିକ୍‌ରେ ଅଟକିଲେ ଗାଡି...

manoj-kumar-sharma
ଟେମ୍ପୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଲେ ବାନ୍ଧବୀ : ପଢ଼ନ୍ତୁ ଆଇପିଏସ୍ ଅଫିସର ମନୋଜଙ୍କ ସଫଳତାର କାହାଣୀ

ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁନଥିଲେ । ନବମ, ଦଶମ ଏବଂ ଏକାଦଶରେ ତୃତୀୟ ଶ୍ରେଣୀରେ କୌଣସି ମତେ ପାସ୍ କରିଥିଲେ । ହେଲେ ଦ୍ୱାଦଶରେ କପି କରିପାରିଲେନି ବୋଲି ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ପାଢ଼...

Navjot Singh Sidhu
ଅମାନିଆ ସିଦ୍ଧୁ : ରାହୁଲଙ୍କୁ ଭେଟିବା ପରେ ବି ମନ ମାନିଲାନି, ସୋନିଆଙ୍କୁ ଲେଖିଲେ ଚିଠି

ପଞ୍ଜାବର କଂଗ୍ରେସ ହାଇକମାଣ୍ଡଙ୍କ ବେକରେ ନବଜୋତ ସିଂ ସିଦ୍ଧୁ କଣ୍ଟା । କାଢ଼ି ହେଉନି କି ଗିଳି ହେଉନି । କ୍ଷମତା କନ୍ଦଳ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସ କନ୍ଦଳ ଥମିବାର ନାଁ ନେଉନି ।

amlila-controversy
ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣ କଲେ ଦିଲ୍ଲୀ ଏମ୍ସର କିଛି ଛାତ୍ର : ଗିରଫଦାରୀ ଦାବି ପରେ କ୍ଷମାପ୍ରାର୍ଥନା କଲେ . . .

ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି।...

rape
ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କୁ ଦୁଷ୍କର୍ମ

ସର୍ବସମ୍ମୁଖରେ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କୁ ଦୁଷ୍କର୍ମ । ବୁଧବାର ଆମେରିକାର ଫିଲାଡେଲଫିଆ ସହରରେ ଦୁଷ୍କର୍ମର ଏଭଳି ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ମହିଳାଙ୍କୁ ଚଳନ୍ତା ଟ୍ରେନରେ ଆକ୍ରମଣ କରାଯାଇଥିଲା ଆଉ ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ହେଲେ ଦୁଃଖର କଥା ମହିଳାଙ୍କ ଚାରିପାଖରେ ଅନେକ...

Uttarakhand
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା : କେଦାରନାଥ ଯାତ୍ରା ଉପରେ ରୋକ୍

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି

nepal-flight-enters-indian-border
ଭାରତୀୟ ସୀମାକୁ ପଶିଆସିଲା ନେପାଳ ବିମାନ : ଚିନ୍ତାରେ ସୁରକ୍ଷା ଏଜେନ୍ସି

ଭାରତ ପ୍ରତି ବିପଦ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଚୀନ୍ ଆଉ ଏବେ ନେପାଳ । ପୁଣିଥରେ ଭାରତୀୟ ସୀମାକୁ ପଶିଆସିଛି ନେପାଳର ବିମାନ । ଆଉ ଏହା ପରେ ଭାରତୀୟ ସେନା ସମେତ ସୁରକ୍ଷା ଏଜେନ୍ସି ଆଲର୍ଟରେ...

Russian Crew To Return To Earth
ମହାକାଶରେ ଶେଷ ହେଲା ପ୍ରଥମ ଫିଲ୍ମ ସୁଟିଂ : ପୃଥିବୀକୁ ଫେରିଲେ ରୁଷୀୟ ଟିମ୍‌

ମହାକାଶରେ ନିର୍ମାଣ ହେଲା ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଇତିହାରେ ପ୍ରଥମ ଥର ପାଇଁ ମହାକାଶରେ ଶୁଭିଛି ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିଛନ୍ତି ଅଭିନେତା ଓ ଅଭିନେତ୍ରୀ

space capability with hypersonic missile
ଚୀନ୍ ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର : ନୂଆ ଅସ୍ତ୍ର ସମ୍ମୁଖରେ ସବୁ ସିଷ୍ଟମ୍ ଫେଲ୍, ଚିନ୍ତାରେ ଆମେରିକା

ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି ଚୀନ୍ । ଏହି କ୍ରମରେ ଦେଶକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ କରିବାରେ ଲାଗିଛି । ନିକଟରେ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି

hotel cook
ରୁଟିରେ ଛେପ ଲଗାଇ ଲୋକଙ୍କୁ ପରଷି ଦେଉଥିଲା ରୋଷେୟା : ଭିଡିଓ ଭାଇରାଲ୍ ହେବା ପରେ ବାନ୍ଧିଲା ପୋଲିସ୍

ଗ୍ରାହକଙ୍କ ବିଶ୍ୱାସରରେ ବିଷ । ଖାଇବା ନାଁରେ ଲୋକଙ୍କୁ ଧୋକା ଦେଉଥିଲେ ରୋଷେୟା । ଛେପ ଲଗାଇ ରୁଟି ସେକିବାର ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

gajiabad
ବାଲକୋନୀରେ ଖେଳୁଥିବା ସମୟରେ ୨୫ ମହଲା କୋଠାରୁ ଖସିପଡ଼ି ଯାଆଁଳା ଭାଇ ମୃତ

ଖେଳ ହେଲା କାଳ । ମା’ର କୋଳଶୂନ୍ୟ କରି ଆରପାରିକୁ ଚାଲିଗଲେ ଦୁଇ ପୁଅ । ବାଲକୋନୀରେ ଖେଳୁଥିବା ସମୟରେ ୨୫ ମହଲା ଉପରୁ ଖସିପଡ଼ିଲେ ଯାଆଁଳା ଭାଇ । ଉତ୍ତରପ୍ରଦେଶର ଗାଜିଆବାଦରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ।

delhi pollution
ଅଣନିଃଶ୍ୱାସୀ ଦିଲ୍ଲୀବାସୀ : ନୋଏଡା-ଗାଜିଆବାଦରେ AQI ୪୦୦ରୁ ଅଧିକ

ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ...

bus fare
ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍...

sonia
’ମୁଁ ହିଁ କଂଗ୍ରେସର ବସ୍ ’ : କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ସୋନିଆ ଗାନ୍ଧୀଙ୍କ ଜବାବ୍

ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି

dhenkanal
ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ନିରୀହ ଆଦିବାସୀ : ଅପହଞ୍ଚ ଇଲାକାରେ ପଡ଼ୁନି ପ୍ରଶାସନର ପାଦ ଚିହ୍ନ

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ...

Elon Musk
ରକେଟ୍ ବେଗରେ ବଢ଼ୁଛି ଏଲନ୍ ମସ୍କର ସମ୍ପତ୍ତି : ଟପ୍ ଟେନ୍‌ ଧନୀ ତାଲିକାରେ ସ୍ଥାନ ପାଇଲେନି ମୁକେଶ ଆମ୍ବାନୀ

ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍‌ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ...

dhenkanal
ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି

Manish Anurag Death Case
ମନୀଷ ମୃତ୍ୟୁ ମାମଲା : ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ଗିରଫ

ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ ।

david amess
ସର୍ବସମ୍ମୁଖରେ ବ୍ରିଟିଶ୍ ସାଂସଦଙ୍କୁ ଛୁରୀ ମାରି ହତ୍ୟା : ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କନଜରଭେଟିଭ୍ ପାର୍ଟି ସାଂସଦ ଡେଭିଡ ଅମିସଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ପୂର୍ବ ଇଂଲଣ୍ଡର ଏକ ଚର୍ଚ୍ଚରେ ସହକର୍ମୀଙ୍କ ସହ ବୈଠକ କରୁଥିବା ସମୟରେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ପୋଲିସ ୨୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।