• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

washim
ମା’ ଓ ନବଜାତକୁ ମଝି ରାସ୍ତାରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର : ଭାଇରାଲ୍ ହେଲା ଭିଡିଓ

ମା’ ଓ ନବଜାତକୁ ଅଧା ବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର । ରାସ୍ତା ଖରାପ କହି ଆଗକୁ ଯିବାକୁ ଅମଙ୍ଗ ହେଲା । ମହାରାଷ୍ଟ୍ରର ୱାଶିମରେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Cyber Fraud Alert!
ସାବଧାନ୍ ! ଫେଷ୍ଟିଭାଲ୍ ଗିଫ୍ଟ ପାଇଁ ଆସୁଥିବା ମେସେଜ ଲିଙ୍କରେ କରନ୍ତୁନି କ୍ଲିକ୍, ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ

ଚାଲିଛି ପାର୍ବଣ ଋତୁ । ଘର, ପରିବାର ତଥା ନିଜ ପାଇଁ ସପିଂ କରୁଛନ୍ତି ଲୋକେ । ବର୍ତ୍ତମାନ ଅଫଲାଇନ୍ ସପିଂ ଅପେକ୍ଷା ଅନିଲାଇନ୍ ସପିଂ ମାର୍କେଟ ନେଇଛି । କରୋନା କଟକଣା ଭିତରେ ବାହାରକୁ ନଯାଇ ଘରୁ ଗୋଟିଏ କ୍ଲିକରେ ହିଁ କରିବାକୁ ପସନ୍ଦ କରୁଛନ୍ତି ଲୋକେ...

taliban killed many people
ବିବାହ ଉତ୍ସବରେ ରକ୍ତର ହୋଲି ଖେଳିଲା ତାଲିବାନ୍ : ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି ମାରି ହତ୍ୟା

କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି

Olive Ridley turtles
ଅଚଳ ହୋଇ ପଡ଼ିଛି ବନ ବିଭାଗର ୨ଟି ହାଇସ୍ପିଡ ବୋଟ : କେମିତି ହେବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ?

ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧...

tree man
ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।

mamita murder case
ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି

ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ପୂର୍ବରୁ ପରୀ, ପିହୁ ପରି ଝିଅଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ...

rakesh-pratap-singh
ନେତା ହେବ ତ ଏମିତି ! ରାସ୍ତା ତିଆରି ନହେବାରୁ ଇସ୍ତଫା ଦେଲେ ବିଧାୟକ

ସଡ଼କ ତିଆରି ହୋଇ ପାରିଲାନି ବୋଲି ଇସ୍ତଫା ଦେଲେ ବିଧାୟକ । ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ କାମରେ ନଲାଗିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

TRAIN ACCIDENT
ଗତବର୍ଷ ୧୩ ହଜାରରୁ ଅଧିକ ରେଳ ଦୁର୍ଘଟଣା : ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ୩୨

ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ...

Primary School Students
ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା...

Father punished for marrying a Dalit youth
ଲଭ୍ ମ୍ୟାରେଜ୍ କରିବାରୁ ଶୁଦ୍ଧିକରଣ କରାଇଲେ ବାପା : ଅଇଁଠା ଖୁଆଇବା ସହ ଅର୍ଦ୍ଧ ଉଲଗ୍ନ କରାଇ ଝିଅର ଚୁଟି କଟାଇଲେ . . .

ମଧ୍ୟପ୍ରଦେଶର ବେତୁଲରେ ପଛୁଆ ବର୍ଗର ଜଣେ ନର୍ସିଂ ଛାତ୍ରୀ ଦଲିତ ଯୁବକଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ବାପା ନର୍ମଦା ନଦୀରେ ସ୍ନାନ କରାଇ ଶୁଦ୍ଧି କରାଯାଇଥିବା ପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅନର୍ କିଲିଂ ଭୟରେ ଦମ୍ପତି ବର୍ତ୍ତମାନ ପୋଲିସର ସୁରକ୍ଷା ଲୋଡିଛନ୍ତି...

Minor Girl Falls Into 15 Feet Deep Wal
ଦୁଇ କାନ୍ଥ ସନ୍ଧିରେ ଗଳି ପଡ଼ିଲା ଅଢ଼େଇ ବର୍ଷର ଶିଶୁ କନ୍ୟା : ଘଣ୍ଟାଏ କସରତ ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକ

ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା ।

kali puja
ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି...

rahul gandhi
ମୋଟର୍ ସାଇକେଲରେ ବସି ବୁଲିଲେ ରାହୁଲ ଗାନ୍ଧୀ : ଭିଡିଓ ଟ୍ୱିଟ୍ କଲା କଂଗ୍ରେସ

ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି

winter
ଶୀତ ପାଇଁ ଭୟରେ ତାଲିବାନ୍ ସରକାର : ସାହାଯ୍ୟ କରିବାକୁ ବିଶ୍ୱ ସମୁଦାୟ ନିକଟରେ ଗୁହାରୀ

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍

no basic amenities
ନାଳ ସାଜିଛି କାଳ : ପୋଲ ନଥିବାରୁ ଅକାଳରେ ଝଡ଼ି ପଡ଼ୁଛି ଜୀବନ

ଜୀବନ ନେଉଛି ନାଳ । ପୋଲ ଟିଏ ନାହିଁ ବୋଲି ବିଭିନ୍ନ ସମୟରେ ଗାଁ ଲୋକଙ୍କ ଜୀବନ ଯାଉଛି । ଜୀବନ ବଞ୍ଚାଇବାକୁ ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ କରୁଛନ୍ତି ଗ୍ରାମବାସୀ । ହେଲେ ଆଜି ପର୍ଯ୍ୟନ୍ତ ଫଳ ମିଳିଲାନି । ବିଶେଷକରି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଯମ...

modi and mamata
ସମାଲୋଚନା କରିବା ସହ ମାନିଲେ ଦିଦି : ଆଗାମୀ ଭବିଷ୍ୟତରେ ଅଧିକ ପାୱାରଫୁଲ ହେବେ ମୋଦି

ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ରାଜନୀତିକୁ ନେଇ ଗମ୍ଭୀର ନୁହଁ ଦେଶର କଂଗ୍ରେସ । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ...

mamita
ମମିତା ମେହେରଙ୍କ ମା’ ତୁଳସୀ ମେହେର ଗୁରୁତର ଅସୁସ୍ଥ

ମମିତାଙ୍କ ମା ଗୁରୁତର । ମୃତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’ ତୁଳସୀ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଛାତିରେ ଯନ୍ତ୍ରଣା ସାଙ୍ଗକୁ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି । ତାଙ୍କର ଚିକିତ୍ସା ଲାଗି ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାରର ଲୋକେ ସୂଚନା...

sushil lohani
ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ : ୭ ଓ ୨୧ରେ ସ୍ପେଶାଲ ଡ୍ରାଇଭ୍

ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ...

fish
କଳା ପଡ଼ିଗଲା କାମେଙ୍ଗ ନଦୀର ଜଳ : ମରିଗଲେ ହଜାର ହଜାର ମାଛ, ଚୀନର ଷଡ଼ଯନ୍ତ୍ର ଅଭିଯୋଗ

ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର କରୁଛି ଚୀନ୍ ? ହାତରେ ନମାରି ଭାତରେ ମାରିବାକୁ ଚାହୁଁଛି ? ସବୁ ଠିକଠାକ୍ ଥିବା ବେଳେ ହଠାତ୍ କଳା ପଡ଼ିଗଲା ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀର ଜଳ । ଫଳରେ ନଦୀରେ ଥିବା ହଜାର ହଜାର ମାଛ ମରି ଉପରେ ଭାସୁଛନ୍ତି

ias arrest
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଠକି ୨ ନକଲି IAS ଗିରଫ

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।