• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

cwc meet
ଦିଲ୍ଲୀରେ ଆଜି CWC ବୈଠକ : ନୂତନ ଅଧ୍ୟକ୍ଷ ନିଯୁକ୍ତି ଓ ସାଂଗଠନିକ ନିର୍ବାଚନ ଉପରେ ଆଲୋଚନା ସମ୍ଭାବନା

କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।

Painter
ଦିନେ ଯାତ୍ରାପାର୍ଟି ବ୍ୟାନର ଲେଖୁଥିଲେ : ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ

ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ...

 drone
ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନ ପାଇଲା ପାନେ : ଉଡ଼ିବା ଆଗରୁ ଖସିପଡ଼ୁଛି ଚୀନ୍ ଦେଇଥିବା ଡ୍ରୋନ୍

ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା...

ISKCON temple vandalised
ବାଙ୍ଗଲାଦେଶରେ ହିନ୍ଦୁ ଧର୍ମସ୍ଥାନ ଉପରେ ଆକ୍ରମଣ : ଜଣେ ଗୁରୁତର, ଅନେକ ଆହତ

ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍...

edible-oil
୧୫ ଟଙ୍କା ପର୍ଯ୍ୟନ୍ତ କମିପାରେ ଖାଇବା ତେଲ ଦର ! ଅଶୋଧିତ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଉପରୁ ଆମଦାନୀ ଶୁଳ୍କ ହଟିଲା

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି । ଏହା...

mohan majhi
ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା : ୩ ଗିରଫ

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ...

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

tila
ଚକ୍, ଡଷ୍ଟର ଧରୁଥିବା ହାତରେ ରଫା ଓ ଗଇନ୍ତି : ଅଦୃଶ୍ୟ ଭାଇରସ୍ ପାଇଁ ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ

ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି...

Villagers of 3 village hold protest
’ଆମ ଗାଁରେ ଆମ ସରକାର ’: ସରକାରୀ ବାବୁଙ୍କ ମନ ମୁତାବକ କାମ ବିରୋଧରେ ଗ୍ରାମବାସୀଙ୍କ ମେଳି

"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ...

Prime Minister Narendra Modi with former PM Manmohan Singh
ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂ : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ...

BSF
ବିଏସ୍‌ଏଫ୍‌ର କ୍ଷମତା ବୃଦ୍ଧି ! ସୀମା ଠାରୁ ୫୦ କିମି ଦୂରତା ମଧ୍ୟରେ ସନ୍ଧିଗ୍ଧକୁ ଗିରଫ କରିବାର ଅଧିକାର ମିଳିଲା

ଆତଙ୍କବାଦୀଙ୍କୁ ଖୋଜି ଖୋଜି ଧରିବେ ଯବାନ । ତ୍ରାହି ପାଇବେ ନାହିଁ ଆତଙ୍କୀ । ବୁଧବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଏସଏଫର ଅଧିକାରକୁ ବଢ଼ାଇ‍ବା ସହ ଗିରଫ, ତଦନ୍ତ, ସର୍ଚ୍ଚ ଅପରେସନ୍ ଓ...

One killed in Ayodhya Durga Puja pandal firing
ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ : ଜଣେ ଯୁବକ ମୃତ, ଦୁଇ ନାବାଳିକା ଗୁରୁତର

ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।

Aryan Khan
ଏନସିବିର ଯୁକ୍ତିକୁ ସାମ୍ନା କରିପାରିବେ କି ଆର୍ୟନ ? ଜାମିନ ପାଇଁ ଆଜି ବି ଶୁଣାଣି

ଡ୍ରଗ୍ସ ମାମଲାରେ ଗିରଫ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ପୁଣି ଶୁଣାଣି । ଜାମିନ୍ ପାଇଁ ଆବେଦନ କରି କାଲି ନିରାଶ ହୋଇଥିଲେ ଆର୍ୟନ ଖାନଙ୍କ ଓକିଲ । ଆର୍ୟନଙ୍କ ଜାମିନ୍ ଆବେଦନ ଶୁଣାଣିକୁ କୋର୍ଟ ଆଜିକୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଆଜି...

blackout in Kabul
ବ୍ଲାକ୍ଆଉଟ୍ ହେଲା କାବୁଲ୍ : ବିଦ୍ୟୁତ୍ କମ୍ପାନୀର ବକେୟା ବିଲ୍ ଭରି ପାରିଲେନି ତାଲିବାନୀ ସରକାର ?

ଅନ୍ଧାରରେ ଡୁବିଲା କାବୁଲ୍ । ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର । ଉଜବେକିସ୍ତାନରୁ ହେଉଥିବା ବିଦ୍ୟୁତ୍ ଯୋଗାଣରେ ବୈଷୟିକ ତ୍ରୁଟି ଯୋଗୁଁ ଆଫଗାନିସ୍ତାନର ରାଜଧାନୀ କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ଘଟିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ହୋଇପାରିନି ।

covid
କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା : ମାସିକ ଅତିରିକ୍ତ ୫ ହଜାର ପ୍ରଦାନ କରିବେ ସରକାର

କୋଭିଡ୍ ମୃତକ ପରିବାରକୁ ମାସକୁ ଅତିରିକ୍ତ ୫ ହଜାର ସହାୟତା । କେରଳରେ କୋଭିଡ -19 ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଗରିବ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ପରିବାରକୁ ବର୍ତ୍ତମାନ ଦିଆଯାଉଥିବା ଆର୍ଥିକ ସହାୟତା ବ୍ୟତୀତ ଅତିରିକ୍ତ ୫୦୦୦...

durga puja
ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ହେବ ସୂର୍ଯ୍ୟ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ...

cosmetic and plastic
ବାର୍ଷିକ ଲକ୍ଷେ ଲୋକଙ୍କ ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିବା କେମିକାଲ

ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିଲା କେମିକାଲ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହେଉଛି ରାସାୟନିକ ପଦାର୍ଥ । ଆଉ ଏହି ରାସାୟନିକ ପଦାର୍ଥ କେତେ ମାରାତ୍ମକ ହୋଇପାରେ, ଏହା ନୂତନ ଅନୁସନ୍ଧାନରୁ ଜଣା ପଡିଛି । କେମିକାଲ ବ୍ୟବହାର ଯୋଗୁଁ...

jaleswar
କୋମାରେ ପଡ଼ିଛି ପୁଅ : ଜୀବନ ବଞ୍ଚାଇବା ପାଇଁ ଘର ଘର ବୁଲି ଭିକ ମାଗୁଛି ଦୁଃଖିନୀ ମା’

’ବାବୁ କିଛ ସାହାଯ୍ୟ କର । ମାଆ କିଛି ସାହାଯ୍ୟ କର । ଭାଇମାନେ ମୋ ଛୁଆକୁ ଫେରାଇ ଦିଅ । ପେଟ ଜ୍ୱାଳାରେ ପୁଅ ବାହାରକୁ ଦାଦନ ଖଟିବାକୁ ଯାଇଥିଲା । ହେଲେ ଦଇବ ସହିଲାନି । ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ଅପରେସନ ହେବ’ ।...

Prime Minister Narendra Modi
ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ୧୦୦ ଲକ୍ଷ କୋଟିର ବଜେଟ, ଯୁବ ପୀଢ଼ିଙ୍କୁ ମିଳିବ ନିଯୁକ୍ତି

କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ...

Uttar Pradesh:
ବାପା ନୁହେଁ ସେ ନର୍କର କୀଟ : ବର୍ଷ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରୁଥିଲା ଅମଣିଷ

୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।