ବିନା ସ୍ୱାର୍ଥ, ବିନା ପାରିଶ୍ରମିକରେ ସେଠୀ ସାର୍ ଫିଜିକାଲ ଟ୍ରେନିଂ ଦେଉଛନ୍ତି । ତାଙ୍କ ଠାରୁ ଟ୍ରେନିଂ ପାଇ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଲେଣି ୫ ହଜାରରୁ ଅଧିକ ।
ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ?
ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ ।
ପିଲାଙ୍କୁ ଷୁଷ୍ଟିକର ଖାଦ୍ୟ ବଦଳରେ ମିଳିଲା ପୋକ ସାଲୁବାଲୁ ଅଣ୍ଡା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମନୋହର ପୁର ଗାଁରେ ଏଭଳି ଘଟଣା ଘଟିଛି ।
ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ
୨୦୧୬ ମସିହା ନଭେମ୍ବର ୫ ରେ କୁଜଙ୍ଗ ଥାନା ପଙ୍କପାଳ ଠାରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା ।
ଯାଜପୁର ଉପକାରାଗାର ରେ ରେ ରହୁଛନ୍ତି ୩୧୧ ଜଣ ଅନ୍ତେବାସୀ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଜୀବିକା ମିଶନ ଓ ଷ୍ଟେଟବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସହଯୋଗରେ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପ୍ରଶିକ୍ଷକ
କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।
ଦେଶବାସୀଙ୍କ କଥା ବୁଝି ପାରୁନାହାନ୍ତି ଇମ୍ରାନ୍ ସରକାର । ଚିନି କିଲୋ ୧୫୦ ହେଲେ, ଲୋକେ କରିବେ କ’ଣ ? ଦରବୃଦ୍ଧି ନେଇ କାହାକୁ ବା ଗୁହାରୀ କରିବେ ।
ପଲାସ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଜୁଆଖେଳ । ଏକ ମଂଚରେ ଚାଲିଥିଲା ଯୁବତୀଙ୍କ ରଂଗୀନ ନୃତ୍ୟ ଓ ପାଖରେ ବିଲ ମଝିରେ ଚାଲିଥିଲା ଜୁଆଖେଳ ।
ବିଜେଡିରେ ମିଶିବେ ପ୍ରଦୀପ ମାଝୀ । ଆଉ ଏ କଥା ସେ ନିଜେ ପୂର୍ବରୁ ସ୍ପଷ୍ଟ କରିଥିଲେ ।
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଏ ସମ୍ପର୍କରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ଲୋକେ ମରିସାରିଲେଣି, ତଥାପି ଉଠୁଛି ଭତ୍ତା ଟଙ୍କା । ପିଣ୍ଡିକି ଗାଁରେ ଗତ ମେ ଓ ଜୁଲାଇ ମାସରେ ଲୁଇଜା ନାୟକ ଓ ମାଥିଉ ନାୟକ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଜାଣତରେ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଛି ।
ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ବିବେକଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ଦେବାକୁ କହିଥିଲା ।
ର୍ଭାଗ୍ୟର କଥା ଏବେ ବି କେତକିଝର ଗାଁକୁ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି । ନିର୍ବାଚନ ସରିବା ପରେ ଜନତାଙ୍କ କଥା ଭୁଲି ଯାଉଛନ୍ତି ନେତା ।
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଡଙ୍ଗରିଆ ଆଦିବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଉଛି । ଏହାସହ ମାଗଣାରେ ଚଷମା ପ୍ରଦାନ କରାଯାଉଛି ।
ରାଜଧାନୀରେ ଘରେ ପଶି ମାଆ ଝିଅଙ୍କୁ ଆକ୍ରମଣ ମାମଲାର ପର୍ଦ୍ଦାଫାଶ । ଋଣ ଟଙ୍କା ସୁଝିବା ଲାଗି ଲୁଟ୍ ଯୋଜନାରେ ଯାଇଥିଲା ଅଭିଯୁକ୍ତ ରୂପେଶ ପଣ୍ଡା ।
ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।