• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Kidney Ailments
ଏମିତି ଏକ ଗାଁ, ଯେଉଁଠି ଅଧାରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ

କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ ।

amarinder-singh
ଧମାକା କରିବେ କ୍ୟାପଟେନ୍ ! ଆଜି ନୂଆ ଦଳ ଘୋଷଣା କରିପାରନ୍ତି ଅମରିନ୍ଦର ସିଂ

ପଞ୍ଜାବ ରାଜନୀତିରେ ଆରମ୍ଭ ହେବ ନୂଆ ଇଂନିସ୍ । ଧମାକା କରିବେ କ୍ୟାପଟେନ୍ । କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ବଡ଼ ଗୋଟିଚାଳନା କରିବାକୁ ଯାଉଛନ୍ତି ।

Aryan Khan
ଆର୍ୟନଙ୍କୁ ମିଳିବ କି ବେଲ୍ ? ଆଜି ପୁଣି ଜାମିନ୍ ଶୁଣାଣି . . .

ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ...

fire-at-firecracker-shop
ବାଣ ହୋଲସେଲ୍ ଦୋକାନରେ ଅଚାନକ ବିସ୍ଫୋରଣ : ୫ ମୃତ ଓ ୧୦ରୁ ଅଧିକ ଗୁରୁତର

ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର...

Mamita Murder Case
ଯହୁଁ ଦିନ ଗଡୁଛି, ଜହ୍ଲାଦ ପାପ ପେଡ଼ି ସେତିକି ଖୋଲୁଛି : ନିଜକୁ ବଞ୍ଚାଇବାକୁ ଗୋବିନ୍ଦ କେମିତି କରିଥିଲା କାରସାଦି?

ମମିତା ମେହେରଙ୍କୁ ହତ୍ୟା ପରେ ନିଜ ପାପ ଲୁଚାଇବାକୁ କିଛି କମ୍ କାରସାଦି କରିନଥିଲା ଜହ୍ଲାଦ ଗୋବିନ୍ଦ ସାହୁ । ଏମିତିକି ମମିତାଙ୍କ ନିଖୋଜ ଏତଲା ନିଜେ ଲେଖାଇ, ପରେ ପୋଲିସକୁ କହି ତାକୁ ଫେରାଇବାର ଚକ୍ରାନ୍ତ ବି କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା...

Pleasant Weather In Kandhamal
ଧଳା ଚାଦର ପରି ଘୋଡାଇ ରଖିଛି ସକାଳୁଆ କୁହୁଡି : ଶୀତର ପହିଲି ସ୍ପର୍ଶରେ ପୁଲକିତ କନ୍ଧମାଳବାସୀ

ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି...

successful farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ...

tree marriage
ବର ଗଛ ସହିତ ଓସ୍ତ ଗଛର ବାହାଘର : କେଉଁଠି ଓ କାହିଁକି ?

ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ

Chellakumar
’ ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି କହିଥିଲେ, ହେଲେ ରାତାରାତି ରଙ୍ଗ ବଦଳାଇଲେ . . . .

କଥା ହେବାର ୨୪ ଘଣ୍ଟା ମଧ୍ୟରେ ରଙ୍ଗ ବଦଳାଇଲେ ପ୍ରଦୀପ ମାଝୀ । ଓଡ଼ିଶାରେ କଂଗ୍ରେସ ବ୍ୟାପାର ନେଇ ପ୍ରଭାରୀ ଚେଲା କୁମାର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ ପ୍ରଦୀପ ।

New Name Of Facebook
ନୂଆ ପରିଚୟ ପାଇବ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ : ଖୁସି ଜାହିର କଲେ ସୋସିଆଲ ମିଡିଆ ୟୁଜର୍ସ

ବଦଳିବ ଫେସବୁକ ନାଁ। ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

rasgolla
ଜୟ ଜଗନ୍ନାଥ ! ରସଗୋଲା ଆମର, ରିୟଲିଟି ସୋରେ ବେଙ୍ଗଲକୁ ଜବାବ ଦେଲେ ଓଡ଼ିଆ ଝିଅ

ଜୟ ଜଗନ୍ନାଥ ! ରସଗୋଲା ଆମର । ରିୟଲିଟି ସୋରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଓଡ଼ିଆ ଝିଅ । ଜାତୀୟ ସ୍ତରର ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶଙ୍କ ଏଭଳି ରୋକଠୋକ୍ ଜବାବ ଏବେ ସୋସି‌ଆଲ୍ ମିଡିଆରେ ଭାଇରାଲ୍ ହେବାରେ...

corona
ଚୀନ୍‌କୁ କଲବଲ କରୁଛି ଡେଲଟା ଭାରିଏଣ୍ଟ୍ : ଲାନଝୁ ସହରରେ ଲାଗିଲା ଲକଡାଉନ୍

ଚୀନରେ ଅଣାୟତ ହେଉଛି କରୋନା ସ୍ଥିତି । ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ବର୍ତ୍ତମାନ ସମୟରେ ଚୀନର ଅନେକ ଅଞ୍ଚଳରେ ପୁଣି ଥରେ କରୋନା ଭାଇରସର ଡେଲଟା ଭାରିଏଣ୍ଟ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫଳରେ ଲକଡାଉନ୍ ନିଷ୍ପତ୍ତି ନେଲେ ସରକାର ।

J&K admin signs MoU with Dubai
ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ : ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର

ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର ହୋଇଛି ।

Laxmi Puja 2021
ମା’ ଲକ୍ଷ୍ମୀ ଆସୁଛନ୍ତି, ହେଲେ ପୂର୍ବ ପରି ସରାଗ ନାହିଁ

ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଧରାବତରଣ କରିବେ ଧନର ଦେବୀ ମା' ଲକ୍ଷ୍ମୀ । ଏଥିପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି ।

Ram Rahim
ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର...

India Book Of Records
୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ଶ୍ଲୋକ ଉଚ୍ଚାରଣ : ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର...

MAN KILLS WIFE
ଠେକୁଆ ମାଂସ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ସୂଚନା ଅନୁସାରେ ୫ ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁରେ ବିବାହ କରିଥିଲେ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ପୁରନ୍ଦର ଗାଁରେ ଦେଶୀ ମଦ ବିକ୍ରୟ କରୁଥୁଲେ । ଆଉ ସେବେଠାରୁ ଅସୁବିଧା ଆରମ୍ଭ ହୋଇଥିଲା ସବୁ ଅସୁବିଧା । ମଦ ବିକ୍ରି କରିବା...

last rite
ଅନନ୍ୟ ଉଦାହରଣ : ପୁଅର କର୍ତ୍ତବ୍ୟ କଲା ଝିଅ,ମା’ମୁହଁରେ ମୁଖାଗ୍ନି ଦେଲେ ସୀମା

ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ

Detecting  Boric acid adulteration in Maida / Rice flour
ମଇଦା ଓ ଚାଉଳ ଅଟାରେ କେମିକାଲ ଅପମିଶ୍ରଣ ! FSSAI ଦେଲା ଟିପ୍ସ, କିପରି କରିବେ ଯାଞ୍ଚ ?

ପାର୍ବଣ ଋତୁରେ ଅପମିଶ୍ରିତ ସାମଗ୍ରୀର ଭୟ ଅଧିକ ଥାଏ । ଏହି ସମୟ ମଧ୍ୟରେ ମଇଦା ଏବଂ ଅଟା ପରି ଖାଦ୍ୟ ସାମଗ୍ରୀ ଅଧିକ ମାତ୍ରାରେ କିଣନ୍ତି ଜନତା । ମିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବାରେ ସେଗୁଡିକ ବ୍ୟବହୃତ ହୁଏ

Wife Beats Husband over Extra-marital Affair
ଜିମ୍‌ରେ ଚାଲିଥିଲା ରାସଲୀଳା :  ସ୍ୱାମୀ ଓ ପ୍ରେମିକାକୁ ଚପଲରେ ସେକି ନେଇଗଲେ ସ୍ତ୍ରୀ . . .

’ପିଲାଙ୍କୁ ଛାଡ଼ି, ଝିଅ ବୁଲଉଛୁ । ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଆଉ ଠିକ୍ ସମୟରେ ଜିମ୍‌ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।