ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଇପାରୁ ନଥିବା ଦିଲ୍ଲୀରେ ବର୍ତ୍ତମାନ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି ।
ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଗୋଟିଏ ଦୁର୍ଘଟଣା ପରେ ମନୋଜ ପ୍ରଧାନଙ୍କ ଜୀବନର ମୋଡ଼ ବଦଳିଗଲା ।
ବିକାଶ କଥା କହିଲେ ଦିବ୍ୟଶଙ୍କର, ମମିତା ଓ ମହାଲିଙ୍ଗ୍ କଲେଜ୍ କଥା ଆଡ଼େଇ ଗଲେ ।
ପୋଲିସ-ପୋଲିସ୍ ଛକାପଞ୍ଚା । ଧାଉଁଥିବା ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା
୨୫ ବର୍ଷ ହେଲା ଋଣ ନେଇଥିଲେ, ହେଲେ ସୁଝିପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଶୋକ ସୋକିୟା । ଆଉ ଏବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ଦୀର୍ଘ ଆଠ ବର୍ଷ ହେଲା ବିଶ୍ୱ ରେକର୍ଡ କରିବାର ନିଶା ଘାରିଛି। ରେକର୍ଡ ନିଶାରେ ମସଗୁଲ ହୋଇଛନ୍ତି ଯୁବ ବ୍ୟବସାୟୀ ହାର୍ଦ୍ଦିକ ଭ୍ରମର। ପ୍ରଜାପତିକୁ ନେଇ ତିଆରି ହୋଇଥିବା କାର୍ଡ, ଖେଳଣା, ଟଙ୍କା, ଷ୍ଟାମ୍ପ ପେପରଗୁଡିକୁ ସଂଗ୍ରହ କରିବାରେ ଲାଗି ପଡିଛନ୍ତି...
ଧିରେ ଧିରେ ପାରଦ ଖସୁଛି, ଆଉ ଶୀତ ବଢୁଛି । ଏଥର ମାଳଭୂମିକୁ ସଅଳ ଆସିଛି ଶୀତ ।
ପୁରୁଷ ପୁରୁଷ ଧରି ଏଠାରେ ରହି ଆସୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାରମ୍ୱାର ଅଭିଯୋଗ କଲା ପରେ ବି ନା ଶୁଣୁଛନ୍ତି ନିର୍ବାଚିତ ପ୍ରତିନିଧି, ନା ଜିଲ୍ଲା ପ୍ରଶାସନ।
ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।
ପେନସନ୍ ମିଳୁନି, ଟଙ୍କା ନଥିବାରୁ ବୃଦ୍ଧ ଅବସ୍ଥାରେ ଖାଇବା ପିଇବା ହୋଇ ପଡିଛି କଷ୍ଟକର। ପକ୍ଷାଘାତ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ ବି ଔଷଧ କିଣିବାକୁ ମିଳୁନି ପଇସା। ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ରସାନନ୍ଦ କାଲୋ ।
କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଦାଦନ ସମସ୍ୟା ବର୍ତ୍ତମାନର ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ଟାଣୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି ।
ରସାନନ୍ଦଙ୍କ ପାଇଁ ପକ୍ଷାଘାତ ରୋଗଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ନପାଇବାର କଷ୍ଟ । ୧୦ ବର୍ଷ ପରେ ବି ମିଳୁନି ପ୍ରାପ୍ୟ ।
ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ । ବେଫିକର୍...ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ ।
ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା..
ସମସ୍ୟା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା
୪୦ଫୁଟର ଜିରାଫ, ୬୦ଫୁଟର ଗିଟାର ସାଙ୍ଗକୁ ଆଇରନ୍ ମ୍ୟାନ୍, ପ୍ରିଡେଟର ଭଳି ବହୁ ପ୍ରତିକୃତି । ଆଇଟିଆଇ କଲେଜ୍ ପରିସରରୁ ବାହାରୁଥିବା ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସ୍କ୍ରାପ୍ ଜିନିଷରୁ ଯେଭଳିକି ଆଇରନ୍ ରଡ, ଟିଣ ଚଦର, ଗାଡ଼ିର ସ୍କ୍ରାପରୁ ପ୍ରତିକୃତି ତିଆରି କରାଯାଉଛି ।
ଘର ନିକଟରେ ଭୂସ୍ଖଳନ ହେଉଛି । ଶାନ୍ତିରେ ଶୋଇପାରୁ ନାହାନ୍ତି ଲୋକେ । କାଳେ ମାଡ଼ି ଆସିବ କାଳନ୍ଦୀ . .
ଶୌଚାଳୟ ଅଛି, ହେଲେ କାମରେ ଲାଗୁନି । କେଉଁଠି ପାଣିର ବ୍ୟବସ୍ଥା ନାହିଁ, ଆଉ କେଉଁଠି ତାଲା ପଡିଛି ।
ଅମାନିଆ ଲୋକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ ।...