• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Blast Near military hospital in Kabul
କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ବିସ୍ଫୋରଣ : ୧୯ ମୃତ, ୫୦ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା ।

malkangiri
ସବୁଜ ଦିଶୁଛି ସ୍ୱାଭିମାନ ଅଞ୍ଚଳ : ଗଞ୍ଜେଇ ଚାଷ ଛାଡ଼ି ଅର୍ଥକାରୀ ଫସଲ କରୁଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ...

Nimapara Tehsilda
ଦକ୍ଷତା, ସ୍ୱଚ୍ଛତା ନା ଘନିଷ୍ଠତା ? ପାଞ୍ଚଟି ପାନ କାର୍ଡ କରି ଟଙ୍କା ଫାଙ୍କି ନେଉଥିଲେ ବଡ଼ ବାବୁ

ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼...

High court of Odisha
ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ...

puc
PUC ବିନା ଗାଡ଼ି ଚଳାଇବା ପଡ଼ିବ ମହଙ୍ଗା : ଦଶ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବା ସହ ଜେଲଦଣ୍ଡ ଭୋଗି ପାରନ୍ତି ଚାଳକ

ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍‌ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍‌ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ...

pan card
ନିମାପଡ଼ା ତହସିଲଦାରଙ୍କ ୫ଟି ପାନ୍ କାର୍ଡ଼ : କଳାଟଙ୍କା କାରବାର ପାଇଁ ମାଷ୍ଟର ପ୍ଲାନ୍

ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି

swachhata-campaign-revenue
କବାଡ଼ି ସାମଗ୍ରୀ ବିକି ୪୦ କୋଟି ଟଙ୍କା ଆୟ କଲେ ମୋଦି ସରକାର : ଖାଲି ହେଲା ଆଠ ଲକ୍ଷ ବର୍ଗଫୁଟର ଜାଗା

ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ...

Post Office Kisan Vikas Patra
ପୋଷ୍ଟ ଅଫିସ୍‌ର ସ୍ୱତନ୍ତ୍ର ଯୋଜନା ! ଯେଉଁଠି ଟଙ୍କା ରଖିଲେ ହୋଇଯାଏ ଡବଲ୍

ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।

knife attack
ମହିଳା ଡ୍ରେସ ପିନ୍ଧି ଘରେ ପଶିଲା ! ମାଆ, ଝିଅଙ୍କୁ ଛୁରାମାଡ଼ କଲା ପଡୋଶୀ ଘରର ଯୁବକ

ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି ।

Jayanarayan Mishra
’ସିନ୍ଦୂର ଫରୁଆରେ ମୁଖ୍ୟମନ୍ତ୍ରୀ’ : ମମିତା ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ

ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି...

oil price hike
ଦର ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ଖାଉଟି : ଲଗାତାର ୬ ଦିନ ହେଲା ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍ ଦର

ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି...

 Santosh Saluja
ସାଲୁଜା ଖୋଲିଲେ ଗୁମର ! ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ?

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ...

constable
ଆୟ ଠାରୁ ଧନ ଅଧିକ , କୁବେର କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟିର ଆୟ ବର୍ହିଭୂତ ସମ୍ପତ୍ତି

କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ...

puri
ଦୀପାବଳିରେ ଦର୍ଶନ ବନ୍ଦ : ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ମନା

ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ...

 Zabihullah Mujahid.
ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ : ସ୍ୱୀକୃତି ନଦେଲେ ପରିଣାମ ଭୋଗିବ

ଦେଶବାସୀ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ । କିଛି ଦିନ ପୂର୍ବରୁ ସାହାଯ୍ୟ କରିବାକୁ ଗୁହାରୀ କରୁଥିଲା,ଆଜି ଧମକ ଦେଉଛି । ଆମେରିକା ଓ ଅନ୍ୟ ବିଶ୍ୱସ୍ତରୀୟ ଶକ୍ତିମାନଙ୍କୁ ଆଫଗାନିସ୍ତାନରେ ସେମାନଙ୍କର ସରକାରକୁ ସ୍ୱୀକୃତି ଦେବାରେ ସମୟ ନଷ୍ଟ ନକରିବାକୁ...

somya
ମମିତା ପ୍ରସଙ୍ଗରେ ସୌମ୍ୟରଞ୍ଜନଙ୍କ ସଂପାଦକୀୟ ବାଣ : ଅତନୁଙ୍କ ଉଦାହରଣ ଦେଇ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା...

bargarh
ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି : ବରଗଡରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ

୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Congress
ଆହ୍ୱାନ, ଗର୍ଜନ, ମିଶ୍ରଣ... ପ୍ରଦୀପ ମାଝୀଙ୍କ ହୋମ୍ ଗ୍ରାଉଣ୍ଡରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ...

politics
ବିରୋଧୀଙ୍କ ମମିତା ବନାମ୍ ବିଜେଡିର ଦରବୃଦ୍ଧି ଇସ୍ୟୁ: ପଞ୍ଚାୟତ ଭୋଟ୍ ପୂର୍ବରୁ ଜୋର୍ ଧରୁଛି ପ୍ରତିବାଦ ପଲିଟିକ୍ସ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଓ ବିକ୍ଷୋଭ ପରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଏହାକୁ କାଉଣ୍ଟର କରିଛି ବିଜେଡି । ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କରି...

drugs
ଉଦଳା ଥାନା ଅଞ୍ଚଳରେ ରେଡ୍ : ଡ୍ରଗ୍ସ ଜବତ, ଜଣେ ଗିରଫ

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।