‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’
ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ ।
5Tସଚିବଙ୍କ ଗସ୍ତ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ସମାଲୋଚନା କରୁଛନ୍ତି ।‘ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ଟାକ୍ଟିସ୍' ।
ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...
G20 ସମ୍ମିଳନୀର ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା । ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।
ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ..ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ
ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନର ଭିଡିଓ ଭାଇରାଲ ହେଉଛି ।
ଧ୍ୱଂସାବଶେଷ ତଳେ ଫସିଛନ୍ତି ହଜାର ହଜାର ଲୋକ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ଉଦ୍ୟମ
ଅସହାୟ ହୋଇ ଜଣେ ବାପା କାନ୍ଦୁଛି..ଛାତିରେ ତାରେ ଅନେକ କୋହ.. ଆଉ ତା ବାହୁରେ ବଳ ନାହିଁ.. କି ଛାତିରେ ଜୁ ନାହିଁ.. ଯାହାକୁ ବଳ ବୟସ ଅର୍ଥ ଖର୍ଚ୍ଚ କରି ଛୋଟରୁ ବଡ଼ କଲା ସେଇ ପୁଅ ଆଜି ମାରିଦେବାକୁ ଜଗିଛି..
କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ...ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ନଲଢ଼ିବା ନେଇ ମିଡିଆରେ କହିଥିଲେ
ବାପା ପଠେଇଥିଲେ ବାଲି ତୃତୀୟା ଭାର.. ମାତ୍ର ୮୦ କିଲୋମିଟର ଦୂରରୁ ମନିଅର୍ଡର ଆସିବାକୁ ଲାଗିଗଲା ଦୀର୍ଘ ୫ ବର୍ଷ..
୫ଟି ସଚିବଙ୍କ ଜନଶୁଣାଣିକୁ ଅନେକ ରାଜନୈତିକ ବିରୋଧ ଏବଂ ସମାଲୋଚନା କରାଯାଉଛି.. ପାଣ୍ଡିଆନଙ୍କ ପ୍ରତିଶ୍ରୁତି ଯଦି ଏମିତି ଫେଲ୍ ମାରିବ ତେବେ ନିଶ୍ଚିତ ସମାଲୋଚକଙ୍କ ମୁହଁ ଆହୁରି ବଢିଯିବ ଏବଂ ଜନତା ମଧ୍ୟ ନିରାଶ ହେବେ..
ଝିଅର ବାହାଘର ଦିନ ଶୁଦ୍ଧିକ୍ରିୟା ପାଳିଲେ ପରିବାର ଲୋକ.. ଏପଟେ ପଡ଼ୁଥିଲା ହାତଗଣ୍ଠି.. ସେପଟେ ପିଣ୍ଡଦାନ କରୁଥିଲେ ବାପା ମାଆ..
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର ।
ପକ୍କା ଘରଟିଏ ନାହିଁ, ନା ମିଳୁଛି ନା ମିଳିବାର ଆଶା ଅଛି । ଶାସକ ଦଳ ନବୀନ ବିକାଶର କଥା କହୁଛି । ହେଲେ ଏହି ଗାଁ, ଗାଁର ଚିତ୍ର ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଆପଣ ବି କହିବେ ଏଠି ଅପହଞ୍ଚ ନବୀନ ବିକାଶ…
ଘରେ ରହି ପରିବାରର ଦାୟିତ୍ୱ ବୁଝନ୍ତି । ସମୟ ବାହାର କରି ମହୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଘରର ଆର୍ଥିକ ସ୍ଥିତିରେ ନିଜର ଯୋଗଦାନ ଦେଉଛନ୍ତି ଗୃହିଣୀ । ଭଦ୍ରକ ଚାନ୍ଦବାଲି ସାଏନ୍ତା ଗ୍ରାମର ମହିଳା ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣା....
ନିଜ ଆଖିରେ ଜ୍ୟୋତି ନଥିଲେ କ’ଣ ହେଲା, ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରୁଛନ୍ତି ଦୃଷ୍ଟିବାଧିତ ଅଧ୍ୟାପକ କାମାକ୍ଷୀ ପ୍ରସାଦ ସାର୍....
ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ? ଜାଣନ୍ତୁ କେମିତି ସଚେତନ ହେବେ
ଆଜକୁ ହଜାର ହଜାର ବର୍ଷ ତଳେ ମୁନି ଋଷି ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧି ଲାଭ ପାଇଁ ଏଠାକାର ଗୁମ୍ପାରେ ତପସ୍ୟା କରୁଥିଲେ । ଗ୍ରାମବାସୀମାନେ ମଧ୍ୟ ସେଠାକୁ ଯାଇ ଗାଁର ମଙ୍ଗଳ କାମନା ସହ ଭଲ ଅମଳ ପାଇଁ ପ୍ରାର୍ଥନା କରୁଥିଲେ....