• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

EOW teams
ସମ୍ବାଦ ଅଫିସରେ EOW ଟିମ, ଲୋନ ଠକେଇ ଅଭିଯୋଗର ଯାଞ୍ଚ ପାଇଁ ପହଞ୍ଚିଥିବା ସୂଚନା

ଭୁବନେଶ୍ୱର ରସୁଲଗଡ଼ରେ ଥିବା ସମ୍ବାଦ ଅଫିସରେ ଇଓଡବ୍ଲୁ

Contaminated Fish
ଦରସିଝା ମାଛ ଖାଇବା ହେଲା କାଳ, ହାତଗୋଡ଼ ହରାଇଲେ ମହିଳା

ମାଛ ଖାଇବାର ସାଇଡ ଇଫେକ୍ଟ... ମହିଳାଙ୍କ ହାତଗୋଡ଼ କାଟିଦେଲେ ଡାକ୍ତର

medical college
ଏଇଠି ଜୋର ଧରିଲା ମେଡିକାଲ କଲେଜ ଦାବି,୧୩ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା..ସେପ୍ଟେମ୍ବର ୨୩ରେ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ

 lack of teachers in Kalahandi
ପିଲା ଅଣ୍ଡା ଖାଇବେ, ଭଲ ପୋଷାକ ପିନ୍ଧିବେ! ହେଲେ ଏଠାରେ ୨୦୦ ପିଲାଙ୍କୁ ୨ ଶିକ୍ଷୟିତ୍ରୀ, ଯାହା ହେବ ପାଠପଢ଼ା

ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ

Gita Mehta
ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା

ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ହେଲା ଶେଷକୃତ୍ୟ..ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ସିଂ ମେହେଟ୍ଟା..ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ

Odisha primary teachers' protest
୧୧ ଦିନହେଲା ପାଠପଢ଼ା ଠପ୍, ଆଜି ବାହାରିବ କି ନିଷ୍କର୍ସ ?

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ..

Jojana Naa Re Hariloot
କେତେ ହେଲେ ଆଉ ପେଟ ପୂରିବ ? ଦଲାଲ୍ ସହ ସରକାରୀ ବାବୁ ବାଣ୍ଟିକୁଣ୍ଟି ଖାଇଗଲେ ଗରିବ ଖଟିଖିଆଙ୍କ ଟଙ୍କା

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ ।

Narendra Modi
ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ : ପ୍ରଧାନମନ୍ତ୍ରୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା

Vishwakarma scheme
ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ମୋଦି, ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା

ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ..ମୋଦି କହିଲେ କୃଷି ହେଉ କି ଦରଜୀ ହେଉ ସବୁଠି ଏମାନଙ୍କର ଭୂମିକା.ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

Gita Mehta
୨୦୧୯ରେ ପଦ୍ମ ସମ୍ମାନ ଗ୍ରହଣ କରିବାକୁ କାହିଁକି ମନା କରିଥିଲେ ଗୀତା ମେହଟା ?

ଦିନେ ଏମିତି କଛି କହି ଚର୍ଚ୍ଚାରେ ଥିଲେ ଅନ୍ତଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଲେଖିକା, ପ୍ରକାଶିକା ଗୀତା ମେହଟା ।

Tina Dabi
ମା’ ହେଲେ ବହୁଚର୍ଚ୍ଚିତ ଆଇଏଏସ ଟିନା ଡାବି, ଘରକୁ ଆସିଲା କୁନି ଅତିଥି

ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।

Jojanara Na Hariloot
ଖର୍ଚ୍ଚ ହେଲା ୧ କୋଟିରୁ ଅଧିକ ଟଙ୍କା,ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି ବସଷ୍ଟାଣ୍ଡ

ଯୋଗଧାରିରୁ କେବେ ଗଡିବ ବସ ? କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ ?

Scrub Typhus
ସ୍କ୍ରବ ଟାଇଫସ ଆତଙ୍କ, ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୧ ରୋଗୀ ଚିହ୍ନଟ

ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା..ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

Villagers stage unique protest demanding construction
ସାଂସଦଙ୍କ ଗାଁକୁ ଭଲ ରାସ୍ତା ନାହିଁ, ଅଭିଯୋଗ କରି କରି ଥକିବା ପରେ ରାସ୍ତାରେ ଧାନ ରୋଇଲେ ଲୋକେ

କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା ଅସମ୍ଭବ..ଭିତ୍ତିପ୍ରସ୍ତର ସ୍ଥାପନର ୩ ମାସ ପରେ ବି କାମ ନାହିଁ

Asia Cup 2023
କାହାର ହେବ ଏସିଆ କପ୍ ? କଲମ୍ବୋରେ ଭାରତ-ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ୍

ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ

new Parliament building
ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ

Former President Ramnath Kovind
ଜଗା ଦର୍ଶନ ପାଇଁ ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ

Artisans seeks for government’s aid
ସାହାଯ୍ୟ ଅପେକ୍ଷାରେ ବୁଣାକାର

ପରମ୍ପରାକୁ ରକ୍ଷା କରିବା ଲାଗି ଭଙ୍ଗା କୁଡ଼ିଆ ଘରେ ଚାଲିଛି ସମ୍ବଲପୁରୀ ଶାଢୀ ବୁଣା । କି ବର୍ଷା କି ଶୀତ କି ଖରା...ମୁଣ୍ଡ ଝାଳ ତୁଣ୍ଡରେ ମାରି କୂଳ ବେଉସାକୁ ରକ୍ଷା କରୁଛନ୍ତି ଶହଶହ କାରିଗର । ହେଲେ ସରକାରୀ ସହାୟତା ମିଳୁନଥିବାରୁ ଏବେ ଚିନ୍ତାରେ ବୁଣାକାର

 E News,
କୋଭିଡ ବେଳେ ଫିଲ୍ମ କରି ଚର୍ଚ୍ଚାରେ ଥିଲେ ଜିତେନ୍ଦ୍ର

‘ଜିଲ୍ଲା ବଲାଙ୍ଗୀର’ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ଖୁବ୍ ଚର୍ଚ୍ଚାରେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର.. ଆଇ ଆମ୍ କଲାମ୍ ଫିଲ୍ମରୁ ତାଙ୍କୁ ମିଳିଥିଲା ସଫଳତା.. କିନ୍ତୁ କୋଭିଡ୍ ବେଳେ ଫିଲ୍ମ ନିର୍ମାଣ କରି ସେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି..

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।