୪ ଫୁଟିଆ ପାଲ ହିଁ ଏମାନଙ୍କ ଘର.. ଭିତରକୁ ଯିବାକୁ ହେଲେ ନଇଁ ନଇଁ ବା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି.. ମାଟି ବାଲି ଉପରେ ଇଟା କେଇଖଣ୍ଡ ରଖି ରୋଷେଇ ଚାଲିଛି.. ସେଇଠି ରାନ୍ଧୁଛନ୍ତି ସେଇଠି ଖାଉଛନ୍ତି ସେଇ ଧୂଳିମାଟିରେ ଶୋଉଛନ୍ତି.. ନା ଛାତ ଅଛି, ନା...
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର –...
ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର ।
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି
ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା
ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବଢ଼ିବ ବର୍ଷା ପରିମାଣ...ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ..ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ବଢ଼ିପାରେ ପାଣି
ମହମ୍ମଦ ମହସୀନଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।
ବ୍ୟାଗରେ ସର୍ଭେଲାନ୍ସ ଉପକରଣ ଥିବା ସନ୍ଦେହ ...ଯାଞ୍ଚ ପାଇଁ ମନା କରିଥିଲେ ଚାଇନାର ଟିମ୍ ..୧୨ ଘଣ୍ଟା ଧରି ଜଗି ରହିଥିଲେ ଭାରତର ସୁରକ୍ଷାକର୍ମୀ ..
୧୦କିମି ରେଂଜ ଭିତରେ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ ହେବ ..୪୫ଡିଗ୍ରୀ ତୀଖ ପାହାଡ ଚଢିପାରିବ MULE ..ଅଜଣାସ୍ଥାନରେ ଅପରେସନ ବେଳେ ସେନାକୁ ଯୋଗାଇବ ତଥ୍ୟ
ଭିଏତନାମର ରାଜଧାନୀ ହାନୋଇର ଏକ ୯ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି
ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ବିଦେଶ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ... ରାଷ୍ଟ୍ରପତି ଜିନପିଙ୍ଗଙ୍କ ରୋଷର ଶିକାର ହେଲେ କି?
ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବାଟ ଦେଖାଇଥିଲା ‘କେଣ୍ଟ’
ନିପା ଭୂତାଣୁ ସଂକ୍ରମଣରେ ଏବେ କାହାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବେ କେରଳ ସରକାରଙ୍କ ପକ୍ଷରୁ ଏକ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି
ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ
ଉଚ୍ଚଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ନାହିଁ ଛାତ୍ର ସଂସଦ ନିର୍ବାଚନ ।
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ରାତ୍ରି ୧୧.୦୧ ଗତେ ସିଂହ ।