• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Incense sticks
ଦିନେ ପିଲାଙ୍କୁ ପଢାଇପାରୁନଥିଲେ...ଏବେ ଧୂପ ତିଆରି କରିବା ପରେ....

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର

special story
ଦିନେ ଇଞ୍ଜିନୟର ଥିଲେ...ଏବେ ଜୋତା ତିଆରି କରି ରୋଜଗାର କରୁଛନ୍ତି...

ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍‌ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

tragic story
ଅଜଣା ରୋଗରେ ଜର୍ଜରିତ ରାଜୀବ...ସାହାଯ୍ୟ ନମିଳିଲେ...

ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର

Commissionerate police
ସାବଧାନ ବେପରୁଆ ବୁଲେଟ୍‌ ରାଜା...

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

cancer patients
ସାନ ସିନା ଦାନ ତା ମହାନ୍‌

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

tragic story
ବିଷ ପିଇଦେଲେ ଗୋଟିଏ ପରିବାରର ୩ ଜଣ, ହେଲେ କାହିଁକି ?

ବାପାଙ୍କ ମୃତ୍ୟୁ ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ସୂଚନା

Amar Patnaik
'ସୌମ୍ୟ ପଟ୍ଟନାୟକ କ'ଣ, ତାଙ୍କ ଆଭିମୁଖ୍ୟ କ'ଣ ସମସ୍ତେ ଜାଣିଛନ୍ତି'

ଦଳରେ ରହି ଦଳକୁ ବଦନାମ କରୁଛନ୍ତି କହିଲେ ଅମର ପଟ୍ଟନାୟକ

 G20 Summit
ସରିଲା G20 ସମ୍ମିଳନୀ : ବିଶ୍ୱ ଦେଖିଲା ଭାରତର ନେତୃତ୍ୱ ଓ ଶାନ୍ତିର ବାର୍ତ୍ତା

ଯୁଦ୍ଧ ବିରାମ, ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ । ଶେଷ ଦିନରେ ‘ONE FUTURE’ ଶୀର୍ଷରେ ଆଲୋଚନା । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର ହେଲା ।

Music launch
ରିଲିଜ ହେଲା ପୁଷ୍କରା ଫିଲ୍ମର ମ୍ୟୁଜିକ

ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ ହେବ ଫିଲ୍ମ

Paralympic Athlete Mark Dharmai
ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଲେ ମାର୍କ ଧର୍ମାଇ

ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ ପଦକ..ଏପରି ସଫଳତା ହାସଲ କରିଥିବା ସେ ପ୍ରଥମ ଭାରତୀୟ ହୋଇଛନ୍ତି ।

suicide
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର ...

India Solar Mission
ସୂର୍ଯ୍ୟ ମିଶନକୁ ଆଉ ପାଦେ : ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L-1

ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ସାଇଟ୍ X ଜରିଆରେ ସୂଚନା ..ଗତକାଲି ମଧ୍ୟରାତ୍ରିରେ ସଫଳତାର ସହ ପରିକ୍ରମା ସରିଲା ..

BJD worker murdered in Ganjam
ଶେରଗଡ଼ରେ ଚାଞ୍ଚଲ୍ୟ, ବିଜେଡି କର୍ମୀଙ୍କୁ ହତ୍ୟା କରି ଫୋପାଡ଼ି ଦେଲେ

ଆକ୍ରମଣରେ ମଧୁସୂଦନ ବିଷୋୟୀ ମୃତ...ପୂର୍ବ ଶତୃତାରୁ ମଧୁଙ୍କୁ ହତ୍ୟା ଅଭିଯୋଗ

Pawan Kalyan
ରାସ୍ତାରେ ଶୋଇଲେ ପବନ କଲ୍ୟାଣ, ହେଲେ କାହିଁକି ?

ଦୀର୍ଘ ସମୟର ପ୍ରତିବାଦ ପରେ ହେପାଜତକୁ ନେଲା ପୋଲିସ..ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଉଥିଲେ..

World leaders pay homage to Mahatma Gandhi at Rajghat
ରାଜଘାଟରେ ବିଶ୍ୱନେତା : ଗାନ୍ଧିଙ୍କ ସ୍ମୃତିଚାରଣ ସହ ଦେଲେ ଶ୍ରଦ୍ଧାଞ୍ଜଳି

ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..

News Fuse
ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

ନାଇ ନାଇ.. ୟାଙ୍କୁ ଚନ୍ଦ୍ରକୁ ନେବାନି.. ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

Divyang singer
ମୋ ଜୀବନ ବ୍ୟର୍ଥ ନୁହେଁ.. ମୁଁ ଗୀତ ଗାଇବି.. ସମସ୍ତେ ଖୁସି ହେବେ..

ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି...

Train Tragedy
କଣ ଦୋଷ ଥିଲା ନବଘନଙ୍କର?

ପ୍ରବଳ ଝଡ଼ବାତ୍ୟା ହେଉଥାଏ.. ଘାଇଁ ଘାଇଁ ପବନକୁ ତୁହାକୁ ତୁହା ବର୍ଷା କାଚୁଥିଲା.. ଅପ-ଲାଇନରେ ଥିବା ଏକ ବଗି ତଳେ ଆଶ୍ରୟ ନେଇଥିଲେ ୮ ଶ୍ରମିକ.. କିନ୍ତୁ ହଠାତ୍ ପବନର ବେଗକୁ ସମ୍ଭାଳି ନପାରି ବଗି ଗୁଡ଼ିକ ଏକ୍ସପ୍ରେସ ଭଳି ଗଡ଼ିବା ଆରମ୍ଭ କରିଥିଲା.. ଆଉ ତା’ପରେ..

Locals express concern over erratic road conditions in Cuttack
କଟକର_ସ୍ମାର୍ଟ_NH ! ନଜର ହଟିଲେ କଚଡ଼େ ଖାଇବେ...

ସାମାନ୍ୟ ଅସତର୍କ ହେଲେ କଚଡ଼ାଏ ଖାଇଯିବେ.. କେହି ପିଠିରେ ପଡିବେନି.. ଏଇ ରାସ୍ତାରେ ଯିବେ ଯଦି ଭିଡ଼କୁ ଭୟ କଲେ ହେବନି.. କାରଣ ଏଇଠି ଆମ୍ବୁଲାନ୍ସ ବି ଧୈର୍ଯ୍ୟ ଧରି ଅପେକ୍ଷା କରେ..

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।