• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

jio plan
ଜୋରଦାର ଝଟକା ଦେଲା ଜିଓ : ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍

ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକଙ୍କୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ...

pc
ପିସି କାରବାର ଓ ଅନିୟମିତତା ଅଭିଯୋଗ : ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ

କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା

Love, Sex, Dhoka
୯ ବର୍ଷ ଶାରୀରିକ ସମ୍ପର୍କ ପରେ ବାହା ହେବାକୁ ଅମଙ୍ଗ ! ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି

Omicron
ଓମିକ୍ରନ ପାଇଁ ବଢ଼ିଲା କଟକଣା : ୧୦ରୁ ଅଧିକ ବିପଦସଙ୍କୁଳ ଦେଶରୁ ଆସିଲେ ଏୟାରପୋର୍ଟରେ କରୋନା ଟେଷ୍ଟ

ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଅଷ୍ଟମ ଦିନରେ ପୁଣି କୋଭିଡ୍ ଟେଷ୍ଟ୍ କରିବେ । ସେତେବେଳେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ ଦିନ ସେଲ୍ଫ ମନିଟରିଂ ବା ନିଜ ଅନୁଧ୍ୟାନରେ ରହିବେ

farmer
ସାର ପଡ଼ୁନି, କୀଟନାଶକ ପଡ଼ୁନି ! ଜୈବିକ ପଦ୍ଧତ୍ତିରେ ଧାନ ଚାଷ କରି ସଫଳ ହୋଇଛନ୍ତି ଅଶୋକ ସାହୁ

ନୂଆ ପରିଚୟ ଦେଇଛି ଜୈବିକ ପଦ୍ଧତିରେ ଧାନ ଚାଷ । ବିନା ସାର ଓ କୀଟନାଶକରେ ଚାଷ ହେଉଛି । ଭଲ ଅମଳ ମଧ୍ୟ ହେଉଛି । ଆଉ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି ।

Parliament Winter Session
ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ : ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍

ସଂସଦ ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି | ତେବେ ଏଥର ସଂସଦର ଶୀତକାଳୀନ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।କାରଣ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ, ଯଦ୍ୱାରା ଗୃହରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି।...

cyclone
ଧାନ ଅମଳ ବେଳେ ମାଡ଼ି ଆସୁଛି ବାତ୍ୟା ! ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଡିସେମ୍ବର ୩ ରୁ ୫ ଯାଏଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିପାରେ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବଢ଼ିଛି ଚିନ୍ତା । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ

successful farmer
ହାତରେ କୋଡ଼ି ଆଉ କୋଦାଳ ! ଦୁବ କଅଁଳୁ ନଥିବା ଜମିରେ ଚାଷ କରି ସଫଳ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ

ସିନାପାଲି ପଂଚାୟତ ସମିତିର ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା

goutam
ତୃତୀୟ ଥର ପାଇଁ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ। ଗତ ରାତିରେ ତାଙ୍କ ପାଖକୁ ପୁଣି ଥରେ ଇ-ମେଲ୍‌ ଜରିଆରେ ହତ୍ୟା ଧମକ ଆସିଛି।

matilada-kulu
ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ଓଡିଆ ଆଶା ଦିଦି, ସକାଳଠୁ ରାତି ଯାଏଁ ଲୋକଙ୍କ ସେବାରେ ଜୀବନ ବିତାନ୍ତି ମାତିଲଦା

ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ ମାତିଲଦା । ସେବା ଯାହାର ପରିଚୟ । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ

agra
ବୁଢ଼ା ବୟସରେ ଟଙ୍କା ପାଇଁ ବାପାଙ୍କୁ ହଇରାଣ କଲା କୁଳାଙ୍ଗାର ପୁଅ ! ଜିଲ୍ଲାପାଳଙ୍କ ନାମରେ ୨ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧ

ପୁଅ ବ୍ୟବସାୟ ସମ୍ଭାଳିଲାନି । ଘରେ ବସି ରହିଲା, ବୁଲିଲା । ଆଉ କେବଳ ଦାବି କଲା ସମ୍ପତ୍ତି। ଏଥିରେ ବିରକ୍ତ ହୋଇ ବୁଢ଼ା ବାପା ଜିଲ୍ଲାପାଳଙ୍କ ହାତକୁ ଟେକିଦେଲେ ପ୍ରାୟ ୨ କୋଟିର ସମ୍ପତ୍ତି ।

ACCIDENT
ଟ୍ରକ୍ ସହ ଧକ୍କା ହେଲା ଶ୍ମଶାନ ଯାଉଥିବା ଗାଡ଼ି : ୧୮ ମୃତ, ୫ ଗୁରୁତର

ମୃତଦେହ ଧରି ଶ୍ମଶାନ ଆଡକୁ ଯିବାବେଳେ ଘଟିଲା ଦୁର୍ଘଟଣା। ଟ୍ରକ୍‌କୁ ପଛରୁ ପିଟିଲା ମିନି ଭ୍ୟାନ୍‌। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।

cuttack
ଜାଲ ରସିଦରେ ଚାଲିଥିଲା ମଣ୍ଡପ ବୁକିଂ : ସିଏମସି ଖାତାକୁ ନଯାଇ ତତ୍କାଳୀନ ସିଏମସି ଡେପୁଟି ସେକ୍ରେଟାରୀଙ୍କ ପକେଟକୁ ଯାଉଥିଲା ଟଙ୍କା

ବର୍ଷ ବର୍ଷ ଧରି ଜାଲ ରସିଦରେ ଚାଲିଥିଲା ଏଭଳି ଠକାମୀ । ଆଉ ଏହି ଠକେଇରେ ସମୂର୍ଣ୍ଣ ସହଯୋଗ କରିଥିଲେ ଶହୀଦଭବନ ଏବଂ ସିଏମସି କଲ୍ୟାଣ ମଣ୍ଡପର ପୂର୍ବତନ କେୟାର ଟେକର ପ୍ରଦୀପ ସାମଲ । ପୂର୍ବତନ ଓଏଏସ ଅଫିସରଙ୍କ ନାଁରେ ଏତଲା । ଜାଲ ବିଲ୍ କରି...

kaleswara
ପଥର ଖୋଳରେ ପୂଜା ପାଉଛନ୍ତି କାଳେଶ୍ୱର : ଅଙ୍ଗନଦୀରେ ଛାତିଏ ଛାତିଏ ପାଣି ପାର କଲେ ପଡ଼େ ବାବାଙ୍କ ପୀଠ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି ।

Viral Video
ପେନସିଲ୍ ଚୋରି କରୁଛି ସାଙ୍ଗ : ଥାନାରେ ପହଞ୍ଚି କେସ୍ କଲା କୁନି ପିଲା

ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଉଛି । ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି...

anil
ଘର କୋଣରେ ପଡ଼ି ପଡ଼ି ଯମ ଯନ୍ତ୍ରଣା ଭୋଗୁଛନ୍ତି ଯୁବକ : ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଅନୀଲ ଶିଖା

ଇଚ୍ଛା ମୃତ୍ୟୁ ଆବେଦନ କଲେ ଯୁବକ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍‌ ଶିଖା।

Special Story
ଆଖି ବୁଜି ଦେଇଛନ୍ତି ସରକାର ? ଗାଈ ଚରାଇବା ସହ ମୂଲ ଲାଗୁଛନ୍ତି ଜାତୀୟ ସ୍ତରର ଖେଳାଳି

ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ...

bihar
’ବାପା ବହି କିଣି ଦେଉନାହାନ୍ତି, ମଦ ପିଇ ଟଙ୍କା ଉଡ଼ାଇ ଦେଉଛନ୍ତି ’ : କାନ୍ଦି କାନ୍ଦି ଶିକ୍ଷକଙ୍କ ସାମ୍ନାରେ ଦୁଃଖ ବଖାଣିଲା କୁନି ପୁଅ

ପିଲାର ପାଠ ପଢ଼ିବାର ଇଚ୍ଛା ଅଛି, ହେଲେ ମଦ ନିଶାରେ ଟଙ୍କା ଉଡ଼ାଉଥିବା ବାପା ସେକଥା ବୁଝୁନି । ସତରେ ଏମିତି ବାପା ଥିଲେ ପୁଅ ପାଠ କ’ଣ ପଢ଼ିବ ?

ranijhula
ଚାରିଆଡେ ସବୁଜ ବନାନୀ ! ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରାଣୀଝୁଲା ପାହାଡ଼

ପ୍ରକୃତି କୋଳରେ ରାଣୀଝୁଲା ପାହାଡ଼ । କୁଳୁକୁଳୁ ନାଦ କରି ପାହାଡ଼ ଶିଖରରୁ ବହି ଆସୁଛି ଝରଣା । ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୂରା ପରିବେଶ ।

mud house
ଦମ୍ପତି ତିଆରି କଲେ ମାଟିର ମହଲ ! ଖର୍ଚ୍ଚ ମାତ୍ର ୪ ଲକ୍ଷ, ୭୦୦ ବର୍ଷ ପୁରୁଣା କୌଶଳ ବ୍ୟବହାର କରି ତିଆରି ହୋଇଛି ଘର

ପୁଣେର ଦମ୍ପତି ମାଟିରେ ତିଆରି କରିଛନ୍ତି ଦୁଇ ମହଲା କୋଠା । ଅଳ୍ପ ଖର୍ଚ୍ଚରେ ନିଜର ସ୍ୱପ୍ନର ଘର ତିଆରି କରିପାରିଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।