• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

egg hurled
ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି ।

kangna
’ଗାଲରେ ଚାପୁଡ଼ା ଖାଇ ଦେଶକୁ ସ୍ୱାଧୀନତା ମିଳିନି ’ ! ମହାତ୍ମାଗାନ୍ଧୀଙ୍କୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

କଙ୍ଗନାଙ୍କ ବିବାଦୀୟ ବୟାନ୍ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା । ହେଲେ ତଥାପି ସେ ଚୁପ୍‌ ବସି ନାହାନ୍ତି । ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି । ବର୍ତ୍ତମାନ କଣ୍ଟ୍ରୋଭର୍ସି କ୍ୱିନଙ୍କ ଟାର୍ଗେଟରେ ମହାତ୍ମାଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କୁ...

Delhi Pollution
ୱର୍କ ଫ୍ରମ୍‌ ହୋମ ପାଇଁ ଅମଙ୍ଗ କେନ୍ଦ୍ର ସରକାର ! ଦିଲ୍ଲୀ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା କରିବାକୁ ସୁପାରିଶ ହୋଇଥିଲା । କିନ୍ତୁ ଏଥିରେ ରାଜି ନୁହଁନ୍ତି କେନ୍ଦ୍ର ସରକାର ।

hair doner
କ୍ୟାନସର୍ ରୋଗୀଙ୍କୁ କେଶ ଦାନ କରିଥିବା କୁନି ଦେବୀ : ଦେଶର କନିଷ୍ଠ ହେୟାର ଡୋନର୍ ଦୀପିକା ସ୍ମାଇଲ୍

ଦୀପିକା ସ୍ମାଇଲ୍ । ବୟସ ମାତ୍ର ମାତ୍ର ୧୩ ମାସ । ହେଲେ ଏ ବୟସରେ ମଧ୍ୟ ସେ ବଡ଼ କାମ କରିଛନ୍ତି । ହେତୁ ହୋଇ ନଥିଲେ ସୁଦ୍ଧା କ୍ୟାନସର୍ ରୋଗୀଙ୍କ ଦୁଃଖ ବୁଝିଛନ୍ତି, ଆଉ ସେଥିରେ ସାମିଲ ହୋଇଛନ୍ତି ।

tennis
ନାଦାଲଙ୍କୁ ଟେନିସ୍ କୋର୍ଟରେ ଚ୍ୟାଲେଞ୍ଜ କଲେ ୯୭ ବର୍ଷିୟ ବୃଦ୍ଧ : ୨୦ ଥରର ଗ୍ରାଣ୍ଡ ସ୍ଲାମ୍ ବିତେଜାଙ୍କ ବିପକ୍ଷରେ ଖେଳିଲେ ଲିଓନେଡ୍

ଟେନିସ୍ ତାରକା ରାଫେଲ ନାଦାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନାଦାଲ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଟେନିସ୍ ଖେଳୁଥିବା ନଜର ଆସୁଛନ୍ତି । ଭିଡିଓରେ ନାଦାଲଙ୍କ ସହ ଟେନିସ୍ ଖେଳୁଥିବା ବୃଦ୍ଧଙ୍କୁ ୯୭ ବର୍ଷ...

alashi flower
ଶୀତର ଲହରୀରେ କୋରାପୁଟରେ ଅଳସୀ ଫୁଲର ସମ୍ଭାର : ହଳଦିଆ ଶାଢୀ ପିନ୍ଧି ସଜେଇ ହୋଇଛି ପ୍ରକୃତି

ପହିଲି ଶୀତ ଆରମ୍ଭ ହୋଇସାରିଛି।କୋରାପୁଟରେ ଶୀତକୁ ସ୍ୱାଗତ କରି ଅଳସୀ ଫୁଲର ପସରା ମେଲିଛି ।

umesh swain
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍‌ଘାତରେ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି । ବାଲିକୁଦାରୁ ୪ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । 

paddy
ଅଦିନିଆ ବର୍ଷାରେ ଉଜୁଡି ଗଲା ପାଚିଲା ଧାନ ଖେତ : ଚାଷୀ ମୁଣ୍ଡରେ ଚଡକ

ହଜାର ହଜାର ଟଙ୍କା ଧାର କରଜ କରି ଚାଷୀ କରିଥିଲା ଚାଷ ହେଲେ ଅମଳ ପୂର୍ବରୁ ସବୁ ଧାନ ନଷ୍ଟ ହୋଇଗଲା । କେଉଁଠି ଧାନ ଖେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କଟାଯାଇଥିବା ଧାନ ଉପରେ ପାଣି ଜମି ରହିଛି ।

bablu
ସମାଜସେବା ପାଇଁ ଆଗଭର ଦିବ୍ୟାଙ୍ଗ ଯୁବକ : ରକ୍ତ ଦରକାର ହେଉ କି ଅସହାୟ ରୋଗୀଙ୍କ ଚିକିତ୍ସା ହେଉ, ଖୋଜାପଡ଼ନ୍ତି ବବଲୁ

ବବଲୁ ଭିନ୍ନକ୍ଷମ ହେଲେ ସୁଦ୍ଧା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବେ ସାହାଯ୍ୟ ଆଶା କରିନାହାନ୍ତି, ବରଂ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

dhabaleswara
ବାବା ଧବଳେଶ୍ୱରଙ୍କ ଅପୂର୍ବ ମହିମା ! ଧଳା ପାଲଟି ଯାଇଥିଲା କଳା ବଳଦ !

ଆଜି ପବିତ୍ର ବଡ଼ଓଷା। କଟକର ଧବଳେଶ୍ୱର ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ହେଲେ ପ୍ରଭୁ ଧବଳେଶ୍ୱରଙ୍କର କାହିଁକି ଏମିତି ନାଁ ହେଲା ଆପଣ ଜାଣିଛନ୍ତି? ଲୋକକଥାରେ ଏ ସଂପର୍କରେ ଅଛି ଏକ ରୋଚକ କାହାଣୀ। ଆସନ୍ତୁ ଜାଣିବା ବାବାଙ୍କ ମହିମା ସଂପର୍କରେ।

tejeswar
ଶବଦାହ ପାଇଁ ମାଗଣାରେ କାଠ ଯୋଗାଉଛନ୍ତି ମଶାଣି ମଣିଷ ତେଜେଶ୍ୱର

ମଶାଣିରେ ଶବ ପଡ଼ିଥିବ। କିନ୍ତୁ କେଇଖଣ୍ଡ କାଠ ନଥିବାରୁ ତାହା ପୋଡ଼ା ହୋଇପାରୁ ନଥିବ। ଏହା ସହିପାରନ୍ତି ନାହିଁ ତେଜେଶ୍ୱର। ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।

Ancient Anantashayana Vishnu
ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁମୂର୍ତ୍ତି ! କେହି ଗଢ଼ି ନାହାନ୍ତି, ଆପଣାଛାଏଁ ତିଆରି ହୋଇଛି !

ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?  

Koraput
ମଶାଣି ମଣିଷ : ଶବଦାହ ପାଇଁ ମାଗଣାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ ଯୋଗାଉଛନ୍ତି ତେଜେଶ୍ୱର ପାତ୍ର

୨୦୧୭ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି ତେଜେଶ୍ୱର । ଶବ ସତ୍କାର କରିବା ପାଇଁ ମାଗଣାରେ ଯୋଗାଇ ଆସୁଛନ୍ତି କାଠ । ଯିଏ ଯେଉଁ ସମୟରେ ଶବ ଦାହ ପା‌ଇଁ ଆସୁଛନ୍ତି, ସେ ସାହାଯ୍ୟ କରୁଛନ୍ତି । ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି...

Shiva Linga
ବର୍ଷକୁ ବର୍ଷ ବଢ଼ି ଚାଲିଛି ଶିବ ଲିଙ୍ଗ ! ପାହାଡ଼ ଉପରେ ଥିବା ମହାଦେବଙ୍କ ପୀଠର ଇତିହାସ ଓ କିମ୍ବଦନ୍ତୀ ଖୁବ୍ ରୋମାଞ୍ଚକର

ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି

cucumber
କରୋନା ପରି ଦିଶୁଛି କାକୁଡ଼ି : ଦୁର୍ଲଭ ଫଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ଅବିକଳ କରୋନା ପରି ଦିଶୁଛି କାକୁଡ଼ି । ନଦେଖିଲେ ଆଖିକୁ ବିଶ୍ୱାସ ହେବନି ।

Bhopal
କ୍ଷୀର ଦେଲାନି ମଇଁଷି : ଥାନାରେ ଅଭିଯୋଗ କଲେ ଚାଷୀ

୪୫ ବର୍ଷିୟ ବାବୁଲାଲ ଯାଦବନାମକ ଜଣେ ବ୍ୟକ୍ତି ନୟାଗାଓଁ ପୁଲିସ୍‌ ଷ୍ଟେସନରେ ଶନିବାର ଦିନ ମଇଁଷି କ୍ଷୀର ଦୁହାଁଇ ଦେଉନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଇଁଷି ଭଲ କ୍ଷୀର ଦେଉଥିଲା । କିନ୍ତୁ କିଛି ଦିନ ହେବ ମଇଁଷିଟି ଅଜବ ବ୍ୟବହାର କରୁଛି । କ୍ଷୀର ଦୁହିଁବା...

up
ଗାଈଙ୍କ ପାଇଁ ଆମ୍ବୁଲାନ୍ସ ସେବା, କଲ୍ କଲା ମାତ୍ରେ ୧୫ ମିନିଟ୍‌ରେ ପହଞ୍ଚିବ . . .

୨୪ ଘଣ୍ଟା ସକ୍ରିୟ ରହିବ ଅଭିନବି ଆମ୍ବୁଲାନ୍ସ ସେବା । ବିଶେଷ କଥା ହେଉଛି ଏହି ଯୋଜନାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଯୋଗୀ ସରକାର ଏକ କଲ ସେଣ୍ଟର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି ।

prakash mishra
ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପରେ ବର୍ଷିଲେ ବିଜେପି ନେତା : ବିବୃତି ଦେବାପାଇଁ ସେ ଯୋଗ୍ୟ ନୁହଁନ୍ତି

ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍‌ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି...

smart school
ଭିତ୍ତିଭୂମି ଓ ଶିକ୍ଷକ ନଥାଇ ସ୍ମାର୍ଟ ସ୍କୁଲ : ଉଦଘାଟନ୍ ହୋଇଥିବା ୧୦୦ଟି ବିଦ୍ୟାଳୟରେ ୩୦୯ ଶିକ୍ଷକ ପଦବୀ ଫାଙ୍କା

ଜିଲ୍ଲାର ସୁନାମଧନ୍ୟ ସ୍କୁଲ ଡିଏନ ହାଇସ୍କୁଲ, ଯେଉଁଠି ୧୦ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ୧୧ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ଏନଏସ ପୋଲିସ ହାଇସ୍କୁଲର ଅବସ୍ଥା ସମାନ । ଏ

gujrat
ସଂଘର୍ଷ ଓ ସଫଳତାର କାହାଣୀ : ପ୍ଲାଷ୍ଟିକ୍ ବର୍ଜ୍ୟରୁ ସାମଗ୍ରୀ ତିଆରି କରି ମାସିକ ଏକ ଲକ୍ଷ ରୋଜଗାର କରୁଛନ୍ତି ରାଜୀବେନ୍

ବିବାହର ୧୨ ବର୍ଷ ପରେ ହଠାତ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଆଉ କିଛି ଦିନ ମଧ୍ୟରେ ସେ ଆରପାରିକୁ ଚାଲିଗଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।