• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

delhi
ସଂପୂର୍ଣ୍ଣ ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ : ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ବାୟୁ ପ୍ରଦୂଷଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

cinema hall
ଇତିହାସ ପାଲଟି ଯିବ କି ବଡ଼ ପରଦା ? ଆଉ ଆସୁନାହାନ୍ତି ଦର୍ଶକ, ସିନେମା ହଲ୍ ଆଗରେ ଲାଗିଛି ଟୁ-ଲେଟ୍

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି। ଛୋଟ ଛୋଟ ସହରରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଗଲାଣି।

farming
କୋରାପୁଟର ଧଳା କଲରା : ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ

ଧଳା କଲରା ଡାଇବେଟିସ, ଚର୍ମରୋଗ ଓ କୃମି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ସଦୃଶ । ଆଉ ଏଥିପାଇଁ ଧଳା କଲରାର ଅଧିକ ଚାହିଦା ଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ଓ ଆୟୁର୍ବେଦ ଡାକ୍ତର ।

cctv
ଭିତରକନିକାରେ ଥିବା ଜୀବଜନ୍ତୁଙ୍କ ଗତିବିଧି ଉପରେ ରହିବ ନଜର ! ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ାର ଗର୍ବ ଆଉ ଗୌରବ ଜାତୀୟ ଉଦ୍ୟାନ ଭିତରକନିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ

farming
ଆତ୍ମନିର୍ଭରଶୀଳ ସଂଗ୍ରାମ ! କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ ହଜାର ଟଙ୍କା

୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

odishi dance
୭୦ ବର୍ଷର ନୃତ୍ୟଗୁରୁ ! ନୁଆଁଣିଆ ଖପର ଘରେ ଜାରି ରହିଛି ସାଧନା

ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଥିଲେ । ଘର କଟକଣା ଯୋଗୁଁ ବାହାରେ ପ୍ରଦର୍ଶନ କରିପାରିନଥିଲେ ।

crime video
ସ୍ତ୍ରୀର ଚରିତ୍ରକୁ ସନ୍ଦେହ ! ଘରକୁ ଆସିଥିବା ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବାର ଭିଡିଓ ଭାଇରାଲ୍

ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

Boat Makers
ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା : ଏଯାଏଁ ଡଙ୍ଗା କିଣୁନାହାନ୍ତି ବେପାରୀ, ଆଶା ଆଶଙ୍କାରେ କାରିଗର

ଡଙ୍ଗା କାରିଗର ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ।

rain
ଆଜି ବି ପ୍ରବଳ ବର୍ଷା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟ ବର୍ଷା ହେଉଛି । ଆସନ୍ତାକାଲି ଯାଏଁ ଏପରି ପାଗ ଲାଗି ରହିପାରେ।

pollution
ନଭେମ୍ୱରରୁ ବିଗିଡିଲାଣି ଦିଲ୍ଲୀ ସ୍ଥିତି, ଆଗକୁ କ'ଣ ହେବ?

ଦିଲ୍ଲୀରେ ମୁସକିଲ ହେଲାଣି ନିଃଶ୍ୱାସ ନେବା । ଦିଲ୍ଲୀରେ ଏତେ ମାତ୍ରାରେ ପ୍ରଦୂଷଣ ବଢିଗଲାଣି ଯେ ସାଧାରଣ ଲୋକେ ନିଃଶ୍ୱାସରେ ବିଷ ନେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।

Husband Kidnapped
ସ୍ୱାମୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ, କୋଳରେ କୁନି ପୁଅକୁ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ

କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ । କୁନି ପୁଅକୁ ଧରି ଜଙ୍ଗଲ ଭିତରେ ବୁଲୁଛନ୍ତି ଇଂଜିନିୟରଙ୍କ ପତ୍ନୀ। ଶୁଣନ୍ତୁ ଏହାର ପୁରା ଘଟଣା ।

husband kidnapped
କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛି ସ୍ତ୍ରୀ : ତିନି ଦିନ ହେଲା ନକ୍ସଲ ଦ୍ୱାରା ଅପହୃତ ହୋଇଛନ୍ତି ଇଂଜିନିୟର ଅଜୟ  

ସ୍ୱାମୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ । ଘନ ଜଙ୍ଗଲ ଓ ବଣୁଆ ଜନ୍ତୁ ଭୟକୁ ଖାତିର ନକରି ଜଣେ ମହିଳା ସ୍ୱାମୀକୁ ଖୋଜିବା ଖୋଜୁଛନ୍ତି ।

cinema hall
ଦିନେ ସିନେମା ଚାଲୁଥିଲା, ଆଜି ଟୁ-ଲେଟ୍ ଲାଗିଛି ! ଇତିହାସ ପାଲଟି ଯିବକି ବଡ଼ ପରଦା?

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି।

jajpur
ରୋଗରେ ପଡ଼ିଛନ୍ତି ନାଚ ମାଷ୍ଟର୍ ! ସାହାଯ୍ୟ କରିବାକୁ ହାତଯୋଡ଼ି ନିବେଦନ

ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ

police station
ଥାନା ଲାଗୁଛି ପାର୍କ ପାର୍କ, ଖାଲିଟାରେ ବି ଲୋକ ବୁଲିବାକୁ ଆସୁଛନ୍ତି

ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

gangpur
ପାର୍କ ସଦୃଶ ଥାନା ! ପାଚେରୀରେ ସଚେତନତା ବାର୍ତ୍ତା,ଦେଶର ସର୍ବଶ୍ରେଷ୍ଠ ତିନି ଥାନା ତାଲିକାରେ ଗଞ୍ଜାମ ଗାଙ୍ଗପୁର ଥାନା

ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର...

need help
ଦିନେ ହସାଉଥିଲେ, ଆଜି କାନ୍ଦୁଛନ୍ତି ! ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି ନୃତ୍ୟ କଳାକାର ଦୀପକ

ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ।

manipur
ମଣିପୁରରେ ରକ୍ତର ହୋଲି ଖେଳିଲେ ଆତଙ୍କୀ : ଆସାମ୍ ରାଇଫଲ୍ସ କମାଣ୍ଡିଂ ଅଫିସରଙ୍କ ସମେତ ପତ୍ନୀ ଓ ପୁଅକୁ ହତ୍ୟା

ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ

Groundnut Farmers
ଚାଷ ଆରମ୍ଭରୁ ବିହନ ସମସ୍ୟା : ମିଳୁନାହିଁ ସରକାରୀ ଚିନାବାଦାମ ବିହନ, ଚଢ଼ାଦରରେ କିଣୁଛନ୍ତି ଚାଷୀ

ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ

toilet scam
ନାଁକୁ ମାତ୍ର ଶୌଚାଳୟ ଅଛି, ନିର୍ମାଣର ୪ବର୍ଷ ବତିଗଲା ପରେ ବି ଖୋଲୁନି ତାଲା

ଜଙ୍ଗଲ ମଧ୍ୟରେ ଲୁଚିବାକୁ ବସିଲାଣି ଏହି ସବୁ ଶୌଚାଳୟ । କେଉଁଠି ଲଟା ମାଡି ଗଲାଣି ତ ଆଉ କେଉଠି ମଦୁଆଙ୍କ ଆଡା ଜମିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।