କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ମଧ୍ୟ କୃଷକ ସଂଗଠନ ଏହି ପ୍ରତିବାଦ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ବର୍ତ୍ତମାନ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଚାଷୀଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। ସଂସଦର ଶୀତ...
ନଡ଼ାକୂଟା ଜାଳିବାକୁ ଅପରାଧ ଶ୍ରେଣୀରୁ ହଠାଇ ଦିଆଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଭାରତ ସରକାର କୃଷକଙ୍କ ଏହି ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି।
ଅସୁରକ୍ଷିତ ମା’ ଗୃହ । ଯତ୍ନ ନାରେ ଅସୁବିଧା ଭୋଗୁଛନ୍ତି ଗର୍ଭବତୀ ।
ଉପହାରରେ ଝିଅକୁ ମିଳିଥିଲା ଲକ୍ଷ ଲକ୍ଷ ଟଙ୍କା । ମନ ମୁତାବକ ଖର୍ଚ୍ଚ କରିପାରି ଥାଆନ୍ତେ । ବୁଲି ପାରିଥାଆନ୍ତେ । ହେଲେ ଏପରି କଲେନି ଅଞ୍ଜଳି । ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୭୫ ଲକ୍ଷ ଟଙ୍କା ଦାନ କରିଦେଲେ ।
ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ,ପରିବାରର ପ୍ରଥମ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ ।
ପ୍ରେରଣା ସାଜିଲେ ଗାଁ ମହିଳା, ବନ୍ଧ ବାନ୍ଧି ପାଣି ସମସ୍ୟାର ସମାଧାନ କରିଦେଲେ ।ସ ରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।
ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଇଣ୍ଟରକାଷ୍ଟ୍ ମ୍ୟାରେଜ୍ କଲେ ସହାୟତା ପ୍ରଦାନ କରାଯିବ । ବିବାହ ପରେ ଦମ୍ପତିଙ୍କୁ ୧୦,୦୦୦ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର ।
ଆଜକୁ ଠିକ୍ ୧୩ ବର୍ଷ ତଳେ ଆଜି ଦିନରେ ଆତଙ୍କବାଦୀମାନେ ମାୟାନଗରୀକୁ ଦୋହଲାଇ ଦେଇଥିଲେ। । ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪...
ନୂଆବର୍ଷ ଅବସରରେ ରୋଡଟ୍ରିପର ମଜା ଖୁବ୍ ନିଆରା । ପ୍ରକୃତି କୋଳରେ ହଜିଯିବାକୁ କିଛି ସମୟ ବାହାର କରନ୍ତୁ ଓ ବୁଲିବାକୁ ଯାଆନ୍ତୁ ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା । ମହିଳା ସାଂସଦ ଭାବରେ ମୋତେ କାର୍ଯ୍ୟ କରିବାରୁ ସୁଯୋଗ ଦିଆଯାଉ। ମୁଁ କାଲି ଠାରୁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ କାମ କରିବି। ମୋତେ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କର କାର୍ଯ୍ୟ। ଗତକାଲିର ଘଟଣା ନେଇ ପୋଲିସ ପ୍ରଶାସନକୁ ଅବଗତ...
ଅସହାୟ ସେବନୀ ଶବରଙ୍କ ଦୁଃଖ କହିଲେ ନସରେ । ପିଲାଙ୍କୁ ଧରି ଅତି ଦୁଃଖରେ ଦିନ କାଟୁଛନ୍ତି । ଏଯାଏଁ ଘର ଖଣ୍ଡେ ମଧ୍ୟ ମିଳିନାହଁ। ସେବନି ପର ଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡ଼େ ।
ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।
ଏକର ଏକର ଫସଲରେ ଚକଡା ପୋକ ଲାଗି ନଷ୍ଟ ହେଉଛି ଧାନ ଫସଲ । ଦିନେ ଦୁଇଦିନ ମଧ୍ୟରେ ଏହି ପୋକ ସଂପୂର୍ଣ୍ଣ କିଆରିକୁ ଗ୍ରା ନଷ୍ଟ କରୁଛି।
ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ନାଷ୍ଟ୍ରେଦମସଙ୍କ ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ଫ୍ରାନ୍ସର ଭବିଷ୍ୟତବକ୍ତା ।
ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରୁଛନ୍ତି ବ୍ରିଟେନ ବୈଜ୍ଞାନିକ । ଏହାପୂର୍ବରୁ ଆଫ୍ରିକାର ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି ।
ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଅଧା ରାସ୍ତାରେ ପଡୁଥିବା ମାଲଡା ନଦୀରେ ନିର୍ମାଣଧୀନ ପୋଲ ଅଧଖଣ୍ଡିଆ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥିଲା । ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ବୋହି ବୋହି ୩ କିଲୋମୋଟର ଆଣି ମାଲଡା ନଦୀ ପାର କରିଥିଲେ...
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା।
ଭାରତରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ କଣ ? ସରକାର ଏହା ଉପରେ ଲଗାମ ଲଗାଇବେ ନା ଖୋଲା ଛାଡିଦେବେ । ଏହା ଉପରେ ସରକାର ଏକ ବିଲ୍ ଆଣିବେ ନା ନାହିଁ ? ଭାରତୀୟ ରିଜର୍ଭ ବ୍ୟାଙ୍କର କଣ ରହିବ ଭୂମିକା ? ...
ଘର ଖଣ୍ଡିଏ ଲାଗି ବଡ଼ ବାବୁଙ୍କୁ ଗୁହାରୀ କରି ଥକି ଗଲେ ଦିବ୍ୟାଙ୍ଗ । କେହି ଗୁହାରି ଶୁଣିଲେ ନାହିଁ, କି ଘର ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ଆସିଲେ ବାଧ୍ୟ ହୋଇ ମୁଁ ଆତ୍ମାହୁତି ଦେବି ବୋଲି କହିଛନ୍ତି ।
ନଳକୂପରୁ ବାହାରୁଛି ଲୁଣି ପାଣି । ପାଟିରେ ପାଣି ଟୋପାଏ ଦେଇ ହେଉନି । ଦୁଇ ବର୍ଷରୁ ଅଧିକ ହେବ ଏପରି ଲୁଣି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥର କିନ୍ତୁ ପାଣି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି ।