ପ୍ରତି ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥୀରେ କାଉପୁର ପଞ୍ଚାୟତରେ ପ୍ରଭୁ ରାମ ମାତା ସୀତାଙ୍କ ବିବାହ ଅନୁଷ୍ଠିତ ହୁଏ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବାଜା ବାଜିବା ସହ ବିବାହ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ଫି ଉଠିଥାଏ ।
ନଭେମ୍ବର ମାସରେ ୧୪,୨୮, ୨୯ ,୩୦ ଓ ଡିସେମ୍ବରରେ ୧, ୬, ୭, ୮, ୯, ୧୧, ୧୨, ୧୩ରେ ବିବାହ ଯୋଗ ଥିବା କହିଛନ୍ତି CAIT ର ଆଧ୍ୟାତ୍ମିକ ଏବଂ ବୈଦିକ ଜ୍ଞାନ କମିଟିର ସଭାପତି ଆଚାର୍ଯ୍ୟ ଦୁର୍ଗେଶ ତର
ଉପାନ୍ତ ଅଞ୍ଚଳରେ ଇଏ ହେଉଛି ବାସ୍ତବତା । ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର । କୋରାପୁଟ ଜିଲ୍ଲାରେ ଅଛନ୍ତି ଏକ ହଜାରରୁ ଅଧିକ ମାନସିକ ରୋଗୀ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଜିଲ୍ଲାରେ ଜଣେ ହେଲେ ମାନସିକ ରୋଗ ଡାକ୍ତର ନାହାନ୍ତି । ମାନସିକ...
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ ।
ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡି ସରକାରଙ୍କୁ ଦାୟୀ କରି ଆଜି ପ୍ରତିବାଦ କରୁଛି ବିଜେଡି...
ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା ।
ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଏପରିକି ସବୁ ଚେକ୍ପୋଷ୍ଟରେ ପୁଲିସ୍ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି
ରବିନ୍ଦ୍ରଙ୍କ ଠାରୁ ସୂଚନା ପାଇଁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିଲା ଭାରତ । ପାକ୍ ସେନା ଅନେକ ଥର ଯୁଦ୍ଧ ଲାଗି ଉଦ୍ୟମ କରୁଥିଲେ ସୁଦ୍ଧା ରବିନ୍ଦ୍ରଙ୍କ ପାଇଁ ଉଦ୍ୟମ ବିଫଳ କରି ଦେଉଥିଲା ଭାରତ । ତେବେ ୧୯୮୩ ମସିହା ରବିନ୍ଦ୍ର ପାଇଁ କଳା ବର୍ଷ ସାଜିଥିଲା...
ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।
ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର...
ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ...
ଭାରତର ଅଧିକାଂଶ ସ୍ଥାନ ଭ୍ରମଣ କରିଛନ୍ତି କେ.ଆର ବିଜୟନ ଓ ପତ୍ନୀ ମୋହନା। ଚା’ ବିକି ଦେଶ ଭ୍ରମଣ କରୁଥିବା ଖବର ପ୍ରଘଟ ହେବା ପରେ ଏହି ଦମ୍ପତି ରାତାରାତି ସେଲିବ୍ରିଟି ପାଲଟି ଯାଇଥିଲେ।
ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ।...
କୋଣାର୍କରେ ଏବେ ତିଆରି ଚାଲିଛି ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର । ଏହି ମନ୍ଦିର ତିଆରିକୁ ନେଇ ଦେଖାଦେଇଛି ବିବାଦ । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଗଲାଣି । ନୂତନ ମନ୍ଦିର ତିଆରି ହୋଇଥିବା ଜମିର ମାପଚୁପ କରି ତଦନ୍ତ ରିପୋର୍ଟ ଦେବାକୁ ପୁରୀ...
ଏମାନଙ୍କ ସହାୟତାରେ ସୀମାରେ ପ୍ରଜାମେଳିର ଆୟୋଜନ କରାଯାଇ ଆଦିବାସୀଙ୍କୁ ସରକାର ବିରୋଧୀ ସ୍ଲୋଗାନ ଦିଆଯିବାସହ ମାଓ ସାମିଲ ହେବାପାଇଁ ପ୍ରୋତ୍ସାହିତ କରାଯାଉଥିଲା । ୪ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ ।
ଶ୍ରୀଲଙ୍କା ପଠାଇଥିବା ସାରର ନମୁନା ପରୀକ୍ଷା ପରେ ଚୀନ୍ର ଘୋଟାଲା ଜଣାପଡ଼ିଥିଲା । ସାରରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି । ଏହି ସାରା ବ୍ୟବହାର ଦ୍ୱାରା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଶ୍ରୀଲଙ୍କା କହିଛନ୍ତି କୃଷି ବିଭାଗର ମହାନିର୍ଦ୍ଦେଶକ
କରୋନାକୁ ମାତ୍ ଦେବାକୁ ନୂଆ ଅସ୍ତ୍ର । ଖୁବ ଶୀଘ୍ର ମାର୍କେଟକୁ ଆସିବ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ ।
ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା POCSO ଆକ୍ଟ ଅଧୀନରେ ଆସୁଛି । କେବଳ ସ୍କିନ ଟୁ ସ୍କିନ୍ ଟଚ୍ ଅପରାଧ ନୁହେଁ । ହାଇକୋର୍ଟଙ୍କ...
ମମିତା ହତ୍ୟା ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ ।
ପରିବା ବଜାରରେ ନିଆଁ ଲାଗିଛି । ହାତ ମାରିହେଉନି ପରିବା ଉପରେ ।