ଆସନ୍ତାକାଲି ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆସିବା ପୂର୍ବରୁ ଇସ୍ଲାମାବାଦରେ ପାଓ୍ୱାର ସୋ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଲକ୍ଷ ଲକ୍ଷ ସମର୍ଥକଙ୍କୁ ନେଇ ପରେଡ୍ ଗ୍ରାଉଣ୍ଡରେ ହୋଇଛି ବିଶାଳ ସମାବେଶ । ତେଣେ କ୍ଷମତା ଦଖଲ ଲକ୍ଷ୍ୟରେ ବିରୋଧୀ ଦଳ ମାନେ ବି ରାଜଧାନୀ ମୁହାଁ ରାଲି କରିଛନ୍ତି ।
Published: Prangyan Parimita
Last updated: 27 March 2022, 09:30 PM IST
ତିନି ମହାନଗର ନିଗମର ମେୟର ପଦ ହାତେଇବା ସହ କର୍ପୋରେଟର ନିର୍ବାଚନରେ ବି ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି ହେଲେ ସବୁଠି ବଢ଼ିଛି ବିଜେପିର ଭୋଟ୍ ପ୍ରତିଶତ ଏମିତିକି ଗତଥର ତୁଳନାରେ ଏଥର ଦଳର କର୍ପୋରେଟର ସଂଖ୍ୟା ବି ବଢ଼ିଛନ୍ତି କିନ୍ତୁ କେବଳ କଟକକୁ ଛାଡ଼ି ଦେଲେ ସବୁଠି ଶୋଚନୀୟ ସ୍ଥିତିରେ କଂଗ୍ରେସ