• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

aditi
ପ୍ରଖର ସ୍ମୃତି ଶକ୍ତିର ଅଧିକାରୀ ଅଦିତି : କୁନି ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପାଇଲେ ସ୍ଥାନ

ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

puri sri mandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସାଂଘାତିକ ତଥ୍ୟ : ଶହେ ମିଟର ପରିଧିରେ ନିର୍ମାଣ ପାଇଁ ଅନୁମତି ଦେଇନି NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।

anubhav mohanty
କେଉଁ ଅଧିକାରରେ ମୋତେ ସ୍ୱାମୀ କହୁଛ ବର୍ଷା : ଅନୁଭବ

ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ...

Special story
ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ : ସତକୁ ସ୍ୱୀକାର କର

ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଥାନାରେ ମିଛ ଏତଲା ଦେଉଛନ୍ତି ବର୍ଷା

Special story
ଡାଲିରେ ଝିଟିପିଟି : ଆଇଟିଆଇ ହଷ୍ଟେଲର ୨୦ ଛାତ୍ର ଅସୁସ୍ଥ

ବଲାଙ୍ଗୀର ସହର ଲର୍କିପାଲି ସରକାରୀ ଆଇଟିଆଇ ହଷ୍ଟେଲରେ ଡାଲିରେ ଝିଟିପିଟି

Special story
ଏମିତି ପୁଅକୁ ଧିକ୍ ! ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।

Sambalpuri outfits
ସରକାରୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ସୋମବାର ସମ୍ବଲପୁରୀ ଡ୍ରେସ୍ ପିନ୍ଧି ଅଫିସ୍ ଆସ

ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ... 

deogarh
ବିପଦରେ ଶହ ଶହ ଏକର ଜଙ୍ଗଲ : ଗଛ କାଟି ପୋଡି ଦେଉଛନ୍ତି ମାଫିଆ

ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...

Special story
ଅସ୍ତ୍ର ସାଜିଛି ସୋସିଆଲ ମିଡିଆ: ଅନୁଭବଙ୍କୁ ଫ୍ୟାନ୍‌ ପେଜ୍‌ ମାଧ୍ୟମରେ କଡ଼ା ଜବାବ ଦେଲେ ବର୍ଷା

ଘର କଳି ଏବେ ସୋସିଆଲ ମିଡିଆରେ । ସିଧାସଳଖ କଥା ନହୋଇ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି ବର୍ଷା ଓ ଅନୁଭବ ।

pollution
ତାଳଚେରକୁ ଦୁଃଖ ଦେଉଛି କୋଇଲା : ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳିର ଆସ୍ତରଣ

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...

Special story
ରାସ୍ତା ଦେଖିଲେ ସିମିଝିରି ଗାଁ ଲୋକେ : ଆଉ ପାହାଡ ଚଢି ଘରକୁ ଯିବାକୁ ପଡ଼ିବନି

ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର।

95-years-old-man-married-84-year-old-girlfriend-23-years-ago-met-in-a-church
ବରକୁ ୯୫, କନ୍ୟାକୁ ୮୪ : ହନିମୁନ୍ ପାଇଁ ଅଷ୍ଟ୍ରେଲିଆ ଯିବେ ନବଦମ୍ପତି

ଯେଉଁ ଚର୍ଚ୍ଚରେ ପ୍ରଥମ ଦେଖା ହୋଇଥିଲା, ସେଠାରେ କଲେ ପ୍ରେମ ବିବାହ ।

Puri Jagannath Temple
କରିଡର କାମ ସାରିବାକୁ ହାଇକୋର୍ଟରେ ପିଟିସନ୍‌ : ସେବାୟତଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଅଭିଯୋଗ

ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଛି

anganwadi
ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା।

rain
ରାଜଧାନୀରେ ପ୍ରବଳ ବର୍ଷାପବନ: ବିଳମ୍ବରେ ପହଞ୍ଚିଲା ୧୦୦ରୁ ଅଧିକ ବିମାନ, ୧୯ ଟିର ଗତିପଥ ବଦଳିଲା

ବର୍ଷା ପବନ ଯୋଗୁଁ ଯାତ୍ରୀ ହନ୍ତସନ୍ତ । ରାଜଧାନୀରେ ୧୦୦ରୁ ଅଧିକ ବିମାନ ବିଳମ୍ବରେ ପହଞ୍ଚିଲା ।

 SCB Medical College
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ SCBର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି

GPR Survey
ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ ଜିପିଆର ସର୍ଭେକୁ ନେଇ ବିବାଦ: ପୁରୀ ସାଂସଦଙ୍କୁ ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା

ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।

rain
ଆଭ୍ୟନ୍ତରୀଣ ଓ ପଶ୍ଚିମରେ ନିଆଁ ବର୍ଷୁଛି, ହେଲେ ଉପକୂଳରେ ହଠାତ୍ ବଦଳିଲା ପାଗର ମିଜାଜ୍

କାଳବୈଶାଖୀ ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ମେଘୁଆ ଆକାଶ ।ପାଣିପାଗ ବିଭାଗ କହିଲା, ଉତ୍ତର ଆନ୍ଧ୍ର ପର୍ଯ୍ୟନ୍ତ ସକ୍ରିୟ ଘୂର୍ଣ୍ଣିବଳୟର ପଡ଼ିଛି ପ୍ରଭାବ ।

accident
ସତ ଧରାଇବ ସିସିଟିଭି ? ବାଇକ୍-ମିନିଟ୍ରକ୍ ଧକ୍କା ନୁହେଁ ଅଚାନକ ଦୁର୍ଘଟଣା

ଜମି ବିବାଦରୁ ଦୁଇ ପୁଅଙ୍କୁ ସମାନ ଢଙ୍ଗରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ବାପା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।