• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Tusharkanti Behera
ଆଦିବାସୀ ମହିଳାଙ୍କୁ SDPOଙ୍କ ମାଡ଼ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି ।

Special story
ଟ୍ରକ୍‌ ହର୍ଣ୍ଣରେ ଯୁବକଙ୍କ ନାଗିନ୍‌ ଡାନ୍ସ : ବିଚ୍‌ ରାସ୍ତାରେ ନାଚି ନାଚି ଗଡ଼ିଲେ, ଭିଡିଓ ବି କଲେ

ହାଇୱେ ଉପରେ ବାଇକର୍‌ଙ୍କ ନାଗିନ୍‌ ଡାନ୍ସ, ଗାଡ଼ି ବି ଛାଡ଼ିଲେନି , ମନଭରି ନାଚିଲେ ଓ ଉପଭୋଗ କଲେ

Special story
ଲୋକଙ୍କ ପାଇଁ ଗୁପ୍‌ଚୁପ୍‌ ତିଆରି କଲେ ମମତା ଦିଦି : ନିଜେ ଆଳୁ ଭରି ତେନ୍ତୁଳି ପାଣି ସହ ପରଷିଦେଲେ

ରାସ୍ତା କଡ଼ରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମମତା ଲୋକଙ୍କୁ ଗୁପଚୁପ୍‌ ପରଷୁଥିବାର ଭିଡିଓ ଭାଇରାଲ

Special story
ଶ୍ରୀଲଙ୍କାରେ ହଠାତ୍‌ ବଢ଼ିଲା ସାଇକେଲର ଚାହିଦା, କାରଣ କହିଲେ ସାଧାରଣ ଲୋକ

ପେଟ୍ରୋଲ କି ଡିଜେଲ୍‌ ମିଳୁନି, ସାଇକେଲ ଆଡ଼କୁ ଢ଼ଳୁଛନ୍ତି ଶ୍ରୀଲଙ୍କାବାସୀ ।

Special story
ଦ୍ରୌପଦୀଙ୍କୁ ଭୋଟ ଦେବେ ଠାକରେ ଗୋଷ୍ଠୀ !

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା

accident
ଦୁର୍ଘଟଣା ଘଟାଇ ଫେରାର ମାରିଛନ୍ତି ଇନ୍ସପେକ୍ଟର : ଗିରଫ କରାଯିବ କହିଲେ ଏସପି

ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ

Special story
ରଖେ ହରି ତ ମାରେ କିଏ : ମୃତ୍ୟୁକୁ ମାତ୍‌ ଦେଲା କୁନି ଝିଅ, ମାଟି ଖୋଳି ପୋତି ଦେଇଥିଲା ପିଶାଚୀ ମା’

ମା ନୁହେଁ ସେ ପିଶାଚ । କୁନି ଝିଅକୁ ମା’ ମାରି ଦେବାକୁ ଚାହୁଁଥିବା ବେଳେ ଗାଁ ଲୋକେ ତାକୁ ମାଟି ତଳୁ ଉଦ୍ଧାର କରିଛନ୍ତି ।

Special story
ଗୁଜରାଟରେ ଜଳ ପ୍ରଳୟ : ରାସ୍ତାଘାଟ, ଚାଷଜମି, ଘରଦ୍ୱାର ଯୁଆଡ଼େ ଚାହିଁବ ପାଣି

ପାଣି...ପାଣି...ଆଉ ପାଣି, ପରିସ୍ଥିତି ଏପରି ହୋଇଛି କି ଲୋକେ ପାଣି ଘେରରେ ରହିବାକୁ ବାଧ୍ୟ ହେଉଛନ୍ତି ।

Special story
ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ସାଇକେଲରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।

Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୫ ଗୁରୁତର

ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Special story
ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

Special story
ପବନ ଉପରେ ନିର୍ଭର କରୁଥିବା ନେତାଙ୍କୁ ସୌମ୍ୟଙ୍କ କଟାକ୍ଷ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କର କଲେ ଗୁଣଗାନ

ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି...

Special story
ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା : ମନରେଗା ଯୋଜନାରେ ବଡ଼ ଧରଣର ଦୁର୍ନୀତି

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା

Special story
ଗଛ ଲଗାଇବା ବାହାନାରେ ଖାଇଗଲେ ଟଙ୍କା, ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।