ବାପା-ମାଆ ଯିବା ପରେ ପର କରିଦେଲା ବଡ ଭାଇ। ବେସାହାରା କୁନି ଭଉଣୀଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା ସାନ ଭାଇ। ପର ଦୁଆରେ ମୂଲ ଲାଗି ଭଉଣୀଙ୍କ ମୁହଁରେ ଦେଉଥିଲା ଆହାର। ଆମେ ଏନେଇ ଖବର ପ୍ରସାରଣ ପରେ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ଏବେ...
ଚର୍ଚ୍ଚାରେ ହୋତା ସାର୍ଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍
ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।
ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ।
ପିଓକେ ପାଇଁ ପାକିସ୍ତାନ ଚୀନର ଶରଣ ପଶିଥିବା ଚର୍ଚ୍ଚା ହେଉଛି ।
ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ ।
ପାଣି ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ।
ପରୀକ୍ଷା ଦେଇ ଫେରୁଥିବା ସମୟରେ ଛକି ବସିଥିଲେ ମୃତ୍ୟୁଦୂତ । ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର, ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ
ସିସିଟିଭି ନଜରରେ ରହିବ ତଳ ଓ ଉପର ବାଲିଯାତ୍ରା ପଡ଼ିଆ, ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ
ଚନ୍ଦ୍ରଗ୍ରହଣ ଯୋଗୁଁ ସୂର୍ଯ୍ୟୋଦୟ ପୂର୍ବରୁ ହୋଇଛି ବୋଇତ ବନ୍ଦାଣ । ବିଳମ୍ବିତ ରାତିରୁ ଭୋର ପଯର୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।
ବସୁ ବସୁ ଚାଲିଗଲା ଜୀବନ । ଡାକ୍ତରଙ୍କୁ ଦେଖାଇବା ପାଇଁ ବି ସମୟ ମିଳିଲାନି, ଚାଲିଆସିଲେ ମୃତ୍ୟୁ ଦୂତ ।
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି
ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?
ମାଲାମାଲ୍ ହେବେ କଣ୍ଟେଣ୍ଟ୍ କ୍ରିଏଟର୍ । ଟ୍ୱିଟରର ବି ଦେବ ରୋଜଗାର ।
ନିଜର ଭୁଲ ମାନିଲେ କି ଏଲୋନ୍ ମସ୍କ(Elon Musk) । କେଇଟା ଦିନରେ କାମର ପ୍ରେସର୍ ଜଣାପଡ଼ିଗଲା ।
EWS ଆରକ୍ଷଣ ଉପରେ 'ସୁପ୍ରିମ୍' ମୋହର । ସର୍ବୋଚ୍ଚ ନ୍ୟାୟାଳୟରେ ମୋଦି ସରକାରଙ୍କ ବଡ ବିଜୟ ।