ହୃଦୟର ସବୁତକ କୋହ, ଅଭିମାନକୁ ଧଳାକାଗଜରେ ଲେଖିଦେଇ ଚରମ ନିଷ୍ପତ୍ତି ନେଇଗଲେ.. ଅଫେରା ଦୁନିଆକୁ ଯିବା ପୂର୍ବରୁ ଏ ଥିଲା ଅଞ୍ଜଳିଙ୍କ ଶେଷ ଚିଠି..
ପାରମ୍ପରିକ ବାଜା, ନାଚରେ କମ୍ପୁଛି ପରିବେଶ.. ସାଙ୍ଗକୁ ରାମତାଳି, ପାଇକ ଆଖଡ଼ା, ଲଉଡ଼ି, ସଂକୀର୍ତ୍ତନ ଶ୍ରୀକ୍ଷତ୍ରରେ ସୃଷ୍ଟି କରିଛି ଉତ୍ସବର ପରିବେଶ.. ମାମୁଁ ଘରୁ ଭାର ଆସିଯାଇଛି.. ଆଜି ନୂଆ ବସ୍ତ୍ର ପିନ୍ଧି ପୋଢୁଁଆ ହେବେ ବଡ଼ଠାକୁର
କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ.....
ମାତ୍ର ୧୫ ମିନିଟ୍ ତଳେ ଫୋନ୍ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍ ଫୋନ୍ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ
ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍ ଝୋଳ ପୁଣି ଆଉ କିଏ ସୁପ୍...ଶଙ୍ଖ ମଲମଲ ପ୍ଲେଟ୍ରେ କାଜୁ ଖାଇ ବେଶ୍ ଖୁସିହେଲେ କୁନି ପିଲା
ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍
ରତ୍ନ ଭଣ୍ଡାର ଓ ଖଣି ଲୁଟ୍ ପାଇଁ ଷଡ଼ଯନ୍ତ୍ର କରୁଛି ବିଦେଶୀ ଶକ୍ତି।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ
ଜାତିସଂଘ ପକ୍ଷରୁ ଆକଳନ ରିପୋର୍ଟରେ ପ୍ରକାଶ, ନଭେମ୍ବର ୧୫ରେ ବିଶ୍ୱ ଜନସଂଖ୍ୟା ୮ଶହ କୋଟି ଟପିବ
୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍ଙ୍କ ଆତ୍ମହତ୍ୟା
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର
ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ
ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।
ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ବାର ଦେଖି ପିନ୍ଧୁଥିଲେ ଦାମୀ ଘଣ୍ଟା, ରୁପା ଗ୍ଳାସରେ ପିଉଥିଲେ ପାଣି...ସମୁଦି ଘରୁ ଜବତ ହେଲା ୨୫ଲକ୍ଷ...
ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .