ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିସ୍ତୁପ, ଧଉଳି ଏବେବି ଉତ୍କଳ ଇତିହାସର ଅତୀତକୁ ଛାତିରେ ଜାବୁଡି ରଖିଛି
କେଜ୍ରିଓ୍ୱାଲଙ୍କ ଦାବି ପରେ ଜୋର୍ ଧରିଲା ରାଜନୀତି, କଂଗ୍ରେସ ଓ ବିଜେପି ନେତା ବି କଲେ ଭିନ୍ନ ଭିନ୍ନ ଦାବି
ରସଗୋଲା ନମିଳିବାରୁ ଛୁରୀରେ ଆକ୍ରମଣ । ଆଗ୍ରାର ଏକ ବିବାହ ଉତ୍ସବରେ ଏଭଳି ଘଟଣା ଘଟିଛି ।
ପତ୍ନୀ ଅକ୍ଷତାଙ୍କ ପାଖରେ ବି ହଜାର ହଜାର କୋଟି ଟଙ୍କା
ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଅଶ୍ଳୀଳତାର ଜାଲରୁ ଧର୍ମଯାଜକମାନେ ମଧ୍ୟ ମୁକୁଳି ପାରୁନାହାନ୍ତି ।
ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।
ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍ ଲଗାଇଦେଲେ ।
ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।
ମାତ୍ର ତିନି ଟଙ୍କା ନେଇଗଲା ଏକ ମୂଲ୍ୟବାନ୍ ଜୀବନ । ଅଭିଯୁକ୍ତ ଏବେ ଫେରାର୍ ।
ନା ମୁଣ୍ଡ ଏପଟସେପଟ କରିହେବ ନା ସାଙ୍ଗ ମାନଙ୍କ ଖାତାକୁ ଚାହିଁହେବ । କପି ରୋକିବା ପାଇଁ ଏ କି ପ୍ରକାର କୌଶଳ ।
ହଠାତ୍ ସ୍କୁଟରରେ ଲାଗିଗଲା ନିଆଁ, ବସିଥିଲେ ଡେଲିଭରି ବୟ ।
କାହିଁକି ନିଜେ ତିଆରି କରିଥିବା ମୂର୍ତ୍ତି ଭାଙ୍ଗିଦେଲେ ଶିଳ୍ପୀ । ପୁଣି ନିଜେ ଭାଙ୍ଗି ଅନ୍ୟ ମୁଣ୍ଡରେ ଅଠା ବୋଳିଲେ । ସିସିଟିଭି ଫୁଟେଜରୁ ତାଙ୍କର କଳା କାରନାମା ଜଣାପଡ଼ିଛି ।
ଆଗକୁ ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଜାଣନ୍ତୁ ଆଜି କେତେ ରହିଛି ସୁନା ମୂଲ୍ୟ ?
ଆରେ..ଭାଉଜ ଛୁଆକୁ କ୍ଷୀର ଦେଉଛି ତୁ କାହିଁକି ହାଣ୍ଡିଆ ପାଟି କରୁଛ? ମୁଁ କୁଆଡେ ଯିବି ନଜାଣି କେମିତି ବାହାରିବି? ମେଳା ଗଲେ ଗୁଲୁଗୁଲା-ବରା ଆଣିବି ନହେଲେ ଏମାନେ ମତେ କୁକୁର ଭଲି ଝାମ୍ପିଦେବେ
ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।
ଚାଲିଥିଲା ଭାରତ-ପାକିସ୍ତାନ୍ ମ୍ୟାଚ୍...ବାସ୍ ଏତିକିବେଳେ ପାକିସ୍ତାନ ପ୍ରଶଂସକ ନିଜ ଦେଶକ ପତାକାକୁ ଓଲଟା ଉଡାଉଥିଲେ। ହେଲେ ଏହାକୁ ଦେଖି ଓଲଟା ଉଡାଉଛ ବୋଲି କହିଲେ ଭାରତୀୟ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଏଇଠି ବସ୍ ଯାତ୍ରା କରିବାକୁ ହେଲେ କେତେବେଳେ ବି ହୋଇପାରନ୍ତି ଶେଷଯାତ୍ରାର ଶିକାର। ବାରମ୍ବାର ପ୍ରଶାସନକୁ କହିବା ପରେ ବି ନିଦାବିଷ୍ଣୁ ଅଫିସର୍...ହଇରାଣ ହେଉଛନ୍ତି ଯାତ୍ରୀ
ବସ୍କୁ ବିଚ୍ ରାସ୍ତାରେ ଅଟକାଇଲା ହାତୀ। ଡୋର୍ ଖୋଲି ଭିତରକୁ ଯିବାକୁ କଲା ଉଦ୍ୟମ...ହେଲେ ହାତୀକୁ ଦେଖି ଗାଡିକୁ ସାଇଡ୍ କରି ନେଇଗଲେ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...