• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Anu Malik
ଅନୁ ମଲିକଙ୍କ ମାତୃ ବିୟୋଗ

ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।

Shershaah
'ଶେରଶାହ'ର ଟ୍ରେଲର ରିଲିଜ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।

Mars
ନାସାର ଇନସାଇଟ୍‌ ମିଶନ କଲା ମଙ୍ଗଳର ଆଭ୍ୟନ୍ତରୀଣ ଗଠନର ଖୁଲାସା

ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍‌ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍‌ ପ୍ଲାନେଟ୍‌ର ମୂଳର ଆକାର ଏବଂ ରଚନା, ଏହାର...

Yediyurappa
ବଞ୍ଚିଯିବ କି ୟେଦ୍ୟୁରପ୍ପାଙ୍କ ଗାଦୀ!

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ. ପି. ନଡା ଭିନ୍ନ ମତ ଦେଇଛନ୍ତି। ଦକ୍ଷିଣ ରାଜ୍ୟରେ କୌଣସି ରାଜନୈତିକ ସଙ୍କଟକୁ ଏଡ଼ାଇବା ସହିତ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦ୍ୟୁରପ୍ପା ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି।

Narendra Modi
ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ : ହୋଇଥାନ୍ତା ୯ ମେଡିକାଲ କଲେଜ ଉଦ୍‌ଘାଟନ

ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ କରାଯାଇଛି। ଏହି ଦିନ ସିଦ୍ଧାର୍ଥନଗର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦି ଯୋଗଦେବାକୁ ଯାଉଥିଲେ। ଏହି ଗସ୍ତରେ ଉତ୍ତରପ୍ରଦେଶରେ ନଅଟି ନୂତନ ମେଡିକାଲ କଲେଜ ଉଦ୍‌ଘାଟନ କରିବାକୁ ଯାଉଥିଲେ।

Drone
ପାକିସ୍ତାନର ଷଡଯନ୍ତ୍ର : ଡ୍ରୋନ୍ ଦ୍ୱାରା ଆକ୍ରମଣ ଉଦ୍ୟମ

ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ପକାଯାଇଥିବା IED ଜାମ୍ମୁ ଅଞ୍ଚଳରେ ଏକ ଜନଗହଳିପୂର୍ଣ୍ଣ ବଜାରକୁ ବିସ୍ଫୋରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଦର୍ଶାଉଛି ଯେ ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି କାରଣରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସହିତ ନିଜର ଯୋଗାଣ ଶୃଙ୍ଖଳା ବଜାୟ ରଖିବା ନେଇ...

Nitish Kumar
ନୀତୀଶ କୁମାରଙ୍କୁ ମିଳିଲା ମହାଗଠବନ୍ଧନର ଅଫର୍‌

ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ନୀତୀଶ କୁମାରଙ୍କ ଉପସ୍ଥିତି ଯୋଗୁଁ ବିହାର ରାଜନୀତିରେ ଉତ୍ତେଜନା ତୀବ୍ର ହୋଇଛି। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ବିବୃତ୍ତି ପରେ ବିରୋଧୀ ଦଳରେ ଆଶା ସଂଞ୍ଚାର ହୋଇଛି ଯେ ଏହି ବିବୃତ୍ତି ପରେ ଭବିଷ୍ୟତରେ...

MP Unlock
ଖୋଲିବ ବିଦ୍ୟାଳୟ : ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍‌

ମଧ୍ୟପ୍ରଦେଶ ଅନଲକ୍‌ ନେଇ ବିଦ୍ୟାଳୟ ଗୁଡିକ ଖୋଲିବାକୁ ଯାଉଛି। ଜୁଲାଇ ୨୬, ସୋମବାର ଠାରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସାରା ରାଜ୍ୟରେ ଶ୍ରେଣୀର ସୁରକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ପିଲାମାନଙ୍କର ସୁରକ୍ଷା ପାଇଁ ଗୋଟିଏ ଶ୍ରେଣୀରେ କେବଳ ୧୫ ଜଣ ଛାତ୍ର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

Landslide
ପାହାଡ ଧସି ୯ ମୃତ, ୩ ଗୁରୁତର

ହିମାଚଳ ପ୍ରଦେଶର କିନ୍ନୌର୍‌ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି।

Raj Kundra
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବି ହୋଇଥାନ୍ତା ଆଡଲ୍ଟ ସିନେମା!

ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍‌ ମୁମ୍ବାଇ ପୋଲିସ୍‌ର କ୍ରାଇମବ୍ରାଞ୍ଚ୍‌ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ...

Taapsee Pannu and Mirabai Chanu
ମୀରାବାଇ ଚାନୁଙ୍କ ପାଇଁ ପିଜ୍ଜା କିଣିବାକୁ ଚାହିଲେ ଏହି ଅଭିନେତ୍ରୀ

ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।

Raj Kundra
ରାଜ କୁନ୍ଦ୍ରାଙ୍କ ଗୁମର ଖୋଲିଲେ ଆଉ ଏକ ମଡେଲ : ନଗ୍ନ ସୁଟିଂ ପାଇଁ ଅଫର ଦିଆଯାଉଥିଲା

ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ...

Maharastra Flood
ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି: ୮୨ ମୃତ, ୩୮ ଜଣ ଆହତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଏନେଇ ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଆହତ ଓ ୫୯ ଜଣ ନିଖୋଜ ଅଛନ୍ତି।

B. S. Yediyurappa
ନେତୃତ୍ୱରେ ପରିବର୍ତ୍ତନର ସୁରାକ : ୟେଦ୍ୟୁରପ୍ପାଙ୍କ ଇସ୍ତଫା ଆଶଙ୍କା

ଖୁବ୍ ଶୀଘ୍ର କର୍ଣ୍ଣାଟକରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି। ବିଜେପି ହାଇକମାଣ୍ଡ ସିଏମ୍‌ ବି. ଏସ୍. ୟେଦ୍ୟୁରପ୍ପାଙ୍କ ବିକଳ୍ପ ଚୟନ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀକୁ ଇସ୍ତଫା ଦେବାକୁ କୁହାଯାଇପାରେ।

Metro Service
ସୋମବାରରୁ ଶତ ପ୍ରତିଶତ ଟ୍ରେନ୍ ସେବା : ଖୋଲିବ ସିନେମା ହଲ୍‌

ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ବଡ଼ ଘୋଷଣା କରିଛି। ଶନିବାର DDMA ର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଜୁଲାଇ ୨୬ରେ ସକାଳ ୫ଟାରୁ ଦିଲ୍ଲୀ ମେଟ୍ରୋ ଏବଂ ବସ୍ (ପବ୍ଲିକ୍ ଟ୍ରାନ୍ସପୋର୍ଟ) କୁ ୧୦୦%...

Indian Army
ଚୀନ୍‌କୁ ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ : ୧୫ ହଜାର ସୈନିକ ନିୟୋଜିତ

ପୂର୍ବ ଲଦାଖରେ ଚୀନ୍‌ର କୌଣସି କାର୍ଯ୍ୟକଳାପର ଜବାବ ଦେବା ପାଇଁ ଭାରତୀୟ ସେନା ଏହାର ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ଚୀନ୍ ସେନାର ମୁକାବିଲା ପାଇଁ ଭାରତୀୟ ସେନା କିଛି ମାସ ପୂର୍ବେ ପୂର୍ବ ଲଦାଖ ଅଞ୍ଚଳରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଉତ୍ତର କମାଣ୍ଡ...

Warm Vaccine
ୱାର୍ମ ଭେକ୍ସିନର ବଜାର ପ୍ରବେଶ ପାଇଁ ୩୧ କୋଟି ଫଣ୍ଡିଂ

ଅଧିକାଂଶ ଟିକାକୁ ସୁରକ୍ଷିତ ରଖିବା ପାଇଁ ଏକ ନିମ୍ନ ତାପମାତ୍ରା ଯଥା ୨ରୁ ଆଠ ଡିଗ୍ରୀ ତାପମାତ୍ରା ଆବଶ୍ୟକ। କେତେକ ଟିକା ମାଇନସ୍ ୭୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ କରେ। କିନ୍ତୁ IISc ଦ୍ୱାରା ପ୍ରସ୍ତୁତ ଏକ ଟିକା ଏକ ମାସ ୩୭ ° C ରେ...

Sunil Jakhar and Amarinder singh
କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂଙ୍କ ପ୍ରଶଂସା କରି ବିବାଦରେ ସୁନୀଲ ଜାଖଡ

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ଷତରେ ମଲମ ଲଗାଇବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପ୍ରଶଂସାକରି ଜାଖଡ କହିଛନ୍ତି ଯେ ଯଦି କ୍ୟାପ୍‌ଟେନ୍‌ଙ୍କ ସ୍ଥାନରେ ଅନ୍ୟକେହି ଥାଆନ୍ତେ ତେବେ କେନ୍ଦ୍ର ସରକାରଙ୍କ ବଦଳରେ ପଞ୍ଜାବ...

Kerala High Court
ଆଇନକୁ ବୋକା ବନେଇବାରେ ସଫଳ ହେଲେ ମହିଳା

ଜଣେ ମହିଳା ସମ୍ପୂର୍ଣ୍ଣ ଆଇନ ପ୍ରଣାଳୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ସେ LLB ଡିଗ୍ରୀ ନ ପାଇ ଦୁଇ ବର୍ଷ ଆଡ୍‌ଭୋକେଟ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ବାର୍ କାଉନ୍‌ସିଲ୍‌ରେ ପଞ୍ଜୀକୃତ ମଧ୍ୟ ହୋଇଥିଲେ।

Amitabh, Prabhas, Deepika
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।