• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Ananya Panday dramabaji From childhood
ପିଲାଟି ଦିନରୁ ହିଁ ଡ୍ରାମାବାଜୀ ଓ ଷ୍ଟାଇଲିସ୍ ଥିଲେ ଅନନ୍ୟା ପାଣ୍ଡେ

ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍‌। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।

Cat with 4 ears
କେବେ ଦେଖିଛନ୍ତି କି ୪ କାନିଆ ବିଲେଇ, ଦେଖନ୍ତୁ…

ପ୍ରକୃତିର ସୃଷ୍ଟି ନିଆରା। ଆମେ ବିଭିନ୍ନ ସମୟରେ ଅଜବ ଅଜବ ଜୀବ ଦେଖୁଥିବା ବେଳେ ବର୍ତ୍ତମାନ ସେମିତି ଏକ ଜୀବ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓଟି ହେଉଛି ଏକ ୪ କାନିଆ ବିଲେଇର।

104 year old woman scores 89 out of 100
୧୦୪ ବୟସ୍କା ଆଇମା’ଙ୍କ ସଫଳତାର କାହାଣୀ; ୧୦୦ରୁ ରଖିଲେ ୮୯

ବୟସ ଚାଲିଗଲେ ମନ ମରିଯାଏ। ଶିକ୍ଷା କଥା ତ ଛାଡ ଉଠିବସିବାକୁ ବି ବଳ ପାଏ ନାହିଁ। କିନ୍ତୁ ୧୦୪ ବର୍ଷର ଜଣେ ଆଇମା’ ଏକ ପରୀକ୍ଷା ଦେଇ ୧୦୦ରୁ ୮୯ ମାର୍କ ରଖି ଉଦାହରଣ ପାଲଟିଛନ୍ତି।

Karishma Kapoor and Aamir Khan kiss scene
ଏହି ଫିଲ୍ମରେ ଅମୀରଙ୍କ ସହ କିସ୍ ସିନ୍ କରିବାକୁ ଥରୁଥିଲେ କରିସ୍ମା

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।

Sonu Sood trolled share Punjab village photo with cowdung
ପଞ୍ଜାବ ମାଟିର ବାସ୍ନାରେ ବାସ୍ନାୟିତ ସୋନୁ ସୁଦ୍; ଶେୟାର କଲେ ଫଟୋ

ସୋନୁ ସୁଦ୍ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ଏହି ଫଟୋରେ ସେ ଏକ ଘଷି ଗଦାରେ ବସିଥିବା ନଜର ଆସିଛନ୍ତି।

Woman creates guinness world record crushed apples with bicep
ବାଇସେପ୍‌ରେ ସେଓ ଭାଙ୍ଗି ରେକର୍ଡ କଲେ ମହିଳା, ଦେଖନ୍ତୁ ଭିଡିଓ

ଜଣେ ମହିଳା ଦେଖେଇଛନ୍ତି ନିଜ ଶକ୍ତିର ପରିଚୟ। ନିଜ ବାଇସେପ୍‌ରେ ୧୦ରୁ ଅଧିକ ସେଓ ଭାଙ୍ଗି ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏନେଇ ତାଙ୍କ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।

Fire therapy treats people by burning body
ଏଠି ଦେହରେ ନିଆଁ ଲଗେଇ କରାଯାଏ ଚିକିତ୍ସା

ଆଜିକାଲି ସୋସିଆଲ୍ ମିଡିଆରେ ଅଗ୍ନି ଚିକିତ୍ସା ବେଶ ଚର୍ଚ୍ଚାର କାରଣ ହୋଇଛି। ଦେହରେ ନିଆଁ ଲଗେଇ ଏହି ଚିକିତା କରାଯାଉଥିବାରୁ ଏହାକୁ ଏପରି ନାମକରଣ କରାଯାଇଛି। ଏହି ଚିକିତ୍ସା ଦ୍ୱାରା ଅନେକ ବଡ ବଡ ରୋଗ ଭଲ ହେଉଥିବା କୁହାଯାଏ।

For 14 days salary will be around 9 lakhs
୧୪ ଦିନର ଚାକିରିରେ ୯ ଲକ୍ଷ ଟଙ୍କା ମିଳିବ

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର୍। ଜଣେ ଲୋକ ବର୍ଷକରେ ଯେତିକି ଟଙ୍କା ରୋଜଗାର କରୁଥିବ ଜଣେ ୧୪ ଦିନ କାମ କରି ମଧ୍ୟ ସେତିକି ରୋଜଗାର କରିନେବ। ଆଣ ଯଦି ଏହି ଚାକିରି ପାଇଁ ମନୋନୀତ ହୋଇଯିବେ ତେବେ ଦୁଇ ସପ୍ତାହ କାମ କରି ୯...

Prithviraj teaser out, Akshay Kumar-Manushi Chhillar first film
‘ପୃଥ୍ୱୀରାଜ’ର ଟିଜର ରିଲିଜ୍: ସଂଗ୍ରାମର କାହାଣୀ କହିବ ଫିଲ୍ମ

ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍। ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲଜ ଦେଖିବାକୁ ପାଇବେ।

Celebrities who became parents without getting marry
ବିନା ବିବାହରେ ବି ମା-ବାପା ହେବାର ସୌଭାଗ୍ୟ ପାଇଛନ୍ତି ଏହି ସେଲିବ୍ରିଟିମାନେ

କୁହାଯାଏ ଯେ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏହି କଥାକୁ ଭୁଲ ପ୍ରମାଣିତ କରି ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ...

Hunja women can give birth at 70
ଏହି ମହିଳାମାନେ ୭୦ ବର୍ଷରେ ବି ମା’ ହୁଅନ୍ତି

ଏ ଦୁନିଆରେ ଏମିତି ଏକ ଅଞ୍ଚଳ ରହିଛି ଯେଉଁଠି ପ୍ରତ୍ୟେକ ଲୋକ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏଠାର ମହିଳାମାନେ ୮୦ ବର୍ଷରେ ବି ଯୁବତୀଙ୍କ ଭଳି ଦେଖାଯାଆନ୍ତି ଏବଂ ୭୦ ବର୍ଷରେ ବି ମା ହେବାର କ୍ଷମତା ରଖନ୍ତି।

Medicinal mushrooms to treat covid
ଛତୁରେ ହେବ କରୋନାର ଚିକିତ୍ସା!

କରୋନା ଭାଇରସରୁ ଏବେ ବି ବିଶ୍ୱ ମୁକୁଳି ପାରିନି। ସବୁ ଦେଶ ଏହାର ବିକଳ୍ପ ଚିନ୍ତାରେ ଲାଗିପଡିଛନ୍ତି। ଏହାରି ଭିତରେ ଏକ ଖବର ଆସୁଛି ଯେ ଛତୁରେ ରହିଛି କରୋନା ବିରୋଧରେ ଲଢେଇ କରିବାର କ୍ଷମତା। ଏହାକୁ ନେଇ ଔଷଧ ପ୍ରସ୍ତୁତ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।

Woman likes to cheat on boyfriends
ଯୁବକଙ୍କୁ ଧୋକା ଦେବାର ମାହିର ଏହି ମଡେଲ୍

ଏ ଦୁନିଆରେ ଅନେକ ପ୍ରକାରର ରୋଗ ଅଛି। ଏହା ମଧ୍ୟରୁ ହୃଦୟ ଭାଙ୍ଗିବା ଏକ ଅଜବ ପ୍ରକାରର ରୋଗ। ଅଷ୍ଟ୍ରେଲିଆର ଜଣେ ମଡେଲ୍ ଏହି ରୋଗରେ ପିଡିତ ହୋଇଥିବା ବେଳେ ପୁରୁଷଙ୍କ ହୃଦୟ ଭାଙ୍ଗିଲେ ତାଙ୍କୁ କୌଣସି ଦୁଃଖ ହୁଏନି ବୋଲି ସେ କହିଛନ୍ତି।

The bird made a record by flying non stop
ରେକର୍ଡ ଭାଙ୍ଗିଲା ପକ୍ଷୀ : ଉଡିଲା ୧୨,୮୭୪ କିମି

ସାମାନ୍ୟ ପକ୍ଷୀ ଭାଙ୍ଗିଲା ବିଶ୍ୱ ରେକର୍ଡ। ଆଲାସ୍କାରୁ ଅଷ୍ଟ୍ରେଲିଆ ବିନା ବିଶ୍ରାମରେ ଉଡିଲା। ୨୩୯ ଘଣ୍ଟା ଆର୍ଥାତ୍ ୧୦ ଦିନରେ ଉଡିଲା ୧୨,୮୭୪ କିମି।

Kangana Ranaut now raised questions on partition of india
ଭାରତ ବିଭାଜନକୁ ନେଇ ପ୍ରଶ୍ନ ଉଠାଇଲେ କଙ୍ଗନା

କଙ୍ଗନା ରାଣାୱତ ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ। ଅନେକ ସମୟରେ ସେ ତାଙ୍କର ବୟାନ ନେଇ ବିବାଦକୁ ଆସିଥାନ୍ତି। ଏବେ ଭାରତର ସ୍ୱାଧୀନତା ଭିକ୍ଷାରେ ମିଳିଥିବା କହି ସେ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ କଙ୍ଗନା ଯେତେ ଟ୍ରୋଲ୍ ହେଲେ ବି ସେ ତାଙ୍କ ଜିଦିରେ ଅଟଳ...

Mysterious village with 50 percent dwarf population
ଅଭିଶପ୍ତ ଗାଁ; ଜନ୍ମ ହୁଅନ୍ତି ଖାଲି ବାମନ

ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆଉ ବଢେ ନାହିଁ ସେମାନଙ୍କ ଉଚ୍ଚତା। ଅତି ବେଶିରେ ଦେଖାଯାଆନ୍ତି ପାଖାପାଖି ୪ ଫୁଟିଆ ମଣିଷ। ଏହା କ’ଣ ଅଭିଶପ୍ତ ଗାଁ!

Women in Estonia, where matriarchal society exist
ଏମିତି ଦ୍ୱୀପ ଯେଉଁଠି ଖାଲି ମହିଳା, ପୁରୁଷ କେଉଁଠି…

ଏ ଦୁନିଆରେ ରହିଛି ଏମିତି ଏକ ଦ୍ୱୀପ ଯାହା ମହିଳାପ୍ରଧାନ। ଏଠାରେ ପ୍ରାୟ ୯୦ ଭାଗ ମହିଳା ରହିଥାନ୍ତି। ଏହି ଦ୍ୱୀପର ସମସ୍ତ ଦାୟିତ୍ୱ ମହିଳାଙ୍କ ହାତରେ।

Orissa High Court Recruitment: Apply For Law Reporter Post
ଓଡିଶା ହାଇକୋର୍ଟ ନିଯୁକ୍ତି : ଆଇନ୍ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି

ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ...

Model of spent 13 crores got this organ insured
୧୩ କୋଟି ଖର୍ଚ୍ଚ କରି ଏହି ଅଙ୍ଗର ବୀମା କଲେ ମଡେଲ୍

ବ୍ରାଜିଲର ଜଣେ ମଡେଲ୍ ନିଜର ଏକ ଅଙ୍ଗର ବୀମା କରିଛନ୍ତି। ଏନେଇ ସେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମିସ୍ ବଟ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Sushmita Sen unbelievable first look of Aarya-2
ଭୟଙ୍କର ରୂପ ନେଇ ଆସୁଛନ୍ତି ସୁସ୍ମିତା ସେନ୍

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। କିନ୍ତୁ ଏବେ ସେ ଯେଉଁ ରୂପରେ ଆସୁଛନ୍ତି ତାହା ନିହାତି ଭୟଙ୍କର। ଏହି ରୂପ ସେ ‘ଆର୍ଯ୍ୟା-୨’ ରେ ନେଇଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।