• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Proud the teacher adopting 50 children
୫୦ ଗରିବ ପିଲାଙ୍କୁ କୋଳେଇ ନେଇଛନ୍ତି ଶିକ୍ଷକ, ଗଢୁଛନ୍ତି ଜୀବନ

ଶିକ୍ଷକ ସାଜିଛନ୍ତି ଭାଗ୍ୟ ବିଧାତା। ୫୦ ଜଣ ଗରିବ ପିଲାଙ୍କୁ ଆଦରୀ ନେଇ ଦେଖୁଛନ୍ତି ସେମାନଙ୍କର ଭବିଷ୍ୟର ସ୍ୱପ୍ନ। ଇଛା ସେମାନେ ବି ଦୁନିଆରେ ବଡ ମଣିଷ ହୋଇ ଠିଆହୁଅନ୍ତୁ।

Mother’s age is 27 and daughter’s age is 20
୨୭ ବର୍ଷୀୟ ମା’ର ୨୦ ବର୍ଷିଆ ଝିଅ

ମା’ଝିଅଙ୍କ ବୟସରେ ମାତ୍ର ୭ ବର୍ଷର ଫରକ। ଦେଖିଲେ ଲାଗେ ଦୁଇ ସାଙ୍ଗ। ସେମାନେ ସାବତ ମା-ଝିଅ ହୋଇଥିଲେ ବି ସେମାନଙ୍କ ସଂପର୍କ ଏତେ ଦୃଢ ଯେ କେହି କାହାରିକୁ ଛାଡି ରହିପାରନ୍ତି ନାହିଁ।

The girl was playing with the phone and monkey snatched it
ମୋବାଇଲ ପାଇଁ ମାଙ୍କଡ ଓ କୁନି ଝିଅର ଝଗଡା

ସୋସିଆଲ୍‌ରେ ମିଡିଆରେ ପଶୁଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। ଏହିସବୁ ଭିଡିଓ ଆମକୁ ହସାଏ ଓ ମଜ୍ଜାଦିଏ। ଏବେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋବାଇଲ୍‌କୁ ନେଇ ଏକ ମାଙ୍କଡ କିପରି ଏକ କୁନି ଝିଅ ସହ ଝଗଡା କରୁଛି...

There are 99 lakh 99 thousand 999 idols in this temple
ରହସ୍ୟମୟ ମନ୍ଦିର: କୋଟିଏରୁ ଗୋଟିଏ କମ୍ ପ୍ରତିମା

ଉନାକୋଟି ଦୁନିଆର ସବୁଠାରୁ ରହସ୍ୟମୟ ମନ୍ଦିର। ଏଠାରେ ଅଛି ସମୁଦାୟ ୯୯ ଲକ୍ଷ ୯୯ ହଜାର ୯୯୯ ପଥର ମୂର୍ତ୍ତି। ଏହାର କାରଣ ଏବେ ବି ଅଛପା।

Nora Fatehi new song Kusu Kusu
‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା ଫତେହୀ

ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।

Anupam Kher shares his mom Dulari’s latest video
ଅନୁପମଙ୍କୁ ମା’ କାହିଁକି ଡାକନ୍ତି ‘ଗଞ୍ଜୁ ପଟେଲ’

ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’...

Vegan village, people don’t consume meat milk salt sugar
ଗାଁ’ଟାଯାକ ଶାକାହାରୀ; ଲୁଣ, ଚିନି ବି ବାରଣ

ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।

Forgetting wife’s birthday is crime
ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ଅପରାଧ; ସ୍ୱାମୀକୁ ଜେଲ୍!

ଦୁନିଆରେ ବିଭିନ୍ନ ଦେଶରେ ବିଭିନ୍ନ ଆଇନ ରହିଛି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ପତ୍ନୀଙ୍କ ଜନ୍ମଦିନକୁ ଭୁଲିଗଲେ ଅପରାଧ। ଏହାକୁ ନେଇ ପତ୍ନୀ ଯଦି ଅଭିଯୋଗ କରନ୍ତି ତେବେ ସ୍ୱାମୀଙ୍କୁ ହୋଇପାରେ ଜେଲ୍!

Little girl recites Amrita Pritam’s iconic poem
କୁନି ଝିଅର ନିଆରା କଣ୍ଠରେ ଅମୃତା ପ୍ରୀତମଙ୍କ କବିତା

ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍‌ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍‌ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।

Mother sleep with newly wed couple on first night
ବିଚିତ୍ର ପ୍ରଥା; ବାସରରାତିରେ ବର-କନ୍ୟାଙ୍କ ସହ ଶୋଇଥାଏ ମା’

ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…

Poonam Pandey again in the headlines
ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ହାଜତରେ ସ୍ୱାମୀ

ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି। ଏ ଏବେ ହସ୍‌ପିଟାଲ୍‌ ବେଡ୍‌ରେ। ସ୍ୱାମୀଙ୍କ ମାରପିଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷତାକ୍ତ। ଏହି ମାମଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି।

Ranu Mondal videos once again viral in social media
ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ; ତାଙ୍କ ନାମରେ ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା...

Men have 3 girlfriends, women unable to find boyfriends
ଏଠି ଶସ୍ତାରେ ମିଳନ୍ତି ପ୍ରେମିକା; ଜଣେ ପିଛା ୩

କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ...

Blackening the bride before marriage
ଏଠି ବିବାହ ପୂର୍ବରୁ ଝିଅକୁ କରାଯାଏ ବିକୃତ, ଜାଣନ୍ତୁ କାରଣ

ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ...

Werid tradition, men get haircut from sickle
ଅଜବ ପରମ୍ପରା; ଦା’ରେ କଟାହୁଏ ପୁରୁଷଙ୍କ ଚୁଟି

ଏ ଦୁନିଆରେ ଏମିତି ଅନେକ ପରମ୍ପରା ରହିଛି ଯାହାକୁ ଜାଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଏଭଳି ଅନେକ ପ୍ରାଚୀନ ପରମ୍ପରା ଦେଖାଯାଏ ଯାହା ଅନନ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର...

Kangana Ranaut received Padma Shri award
ସଂଘର୍ଷର ରାଣୀ କଙ୍ଗନା : ପାଉଁରୁଟି ଓ ଆଚାର ଖାଇ ଶିଖୁଥିଲେ ଅଭିନୟ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ରାଣୀ କଙ୍ଗନା ରାଣାୱତ୍। ସବୁବେଳେ ବିବାଦରେ ରହୁଥିବା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା ସଂଘର୍ଷରେ ଥିଲା ପରିପୂର୍ଣ୍ଣ। ଗ୍ଲାମର ଦୁନିଆରେ ନିଜ ଭବିଷ୍ୟତର ସ୍ୱପ୍ନ ଦେଖି ମାତ୍ର ୧୬ ବର୍ଷରେ ଛାଡିଥିଲେ ଘର। ଝିଅର ପଥଭ୍ରଷ୍ଟ ଦେଖି ଘର ଲୋକ କରିଦେଲେ...

Rajinikanth’s Annathe beat Akshay Kumar’s Sooryavanshi
‘ସୂର୍ଯ୍ୟବଂଶୀ’କୁ ଟକ୍କର ଦଉଛି ‘ଅନ୍ନାଥେ’, ଜାଣନ୍ତୁ କିଏ କାହା ଉପରେ ଭାରୀ

ଏହି ଦୀପାବଳୀ ଦର୍ଶକଙ୍କ ପାଇଁ ନେଇ ଆସିଛି ମନୋରଞ୍ଜନର ମାହୋଲ। ଲକ୍‌ଡାଉନ୍‌ ପରେ ପ୍ରେକ୍ଷାଳୟଗୁଡିକ ଚଳଚଞ୍ଚଳ ହୋଇପଡିଥିବା ବେଳେ ପରଦାକୁ ଆସିଛି ଅନେକ ଫିଲ୍ମ। ଭାରତୀୟ ଫିଲ୍ମ ‘ଅନ୍ନାଥେ’ ଓ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍‌ରେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ଏଥିରୁ ଲାଗୁଛି ଏହି ଦୁଇ ଫିଲ୍ମ ଖୁବ୍...

American man who never forgets anything
ଅଜବ ବ୍ୟକ୍ତି : ବର୍ଷ ବର୍ଷ ଧରି ସବୁ ଘଟଣା ମନେ ରଖୁଛନ୍ତି

ସାଧାରତଃ ଦୁଇ ତିନି ଦିନ ଗୋଟିଏ କଥା ମନେ ରହିବା କଷ୍ଟ ହୋଇପଡୁଛି। କିନ୍ତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି...

7 year old boy started bank for children
ଚର୍ଚ୍ଚାରେ ବାଳକ : ୭ ବର୍ଷ ବୟସରେ ତିଆରି କରିଦେଲେ ବ୍ୟାଙ୍କ

ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ...

Model breasts criticized by people
ସୌନ୍ଦର୍ଯ୍ୟ ହୋଇଛି କାଳ; ନିଜ ଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।