• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Why Mahatma Gandhi became Satyagrahi
ଗାନ୍ଧୀଜୀ ସତ୍ୟାଗ୍ରହୀ ହେବା ପଛର କାରଣ

ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ୧୫୨ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ଗାନ୍ଧୀ ସମଗ୍ର ବିଶ୍ୱକୁ ଅହିଂସା ଭଳି ମନ୍ତ୍ର ଦେଇଥିଲେ ଯାହା ଆଜି ବି ପ୍ରାସଙ୍ଗିକ ଅଟେ। ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କୁ ସ୍ମରଣ କରାଯାଏ। ସେ କିପରି ସତ୍ୟଗ୍ରହୀ ହେଲେ ଏବଂ ସେ...

Earth brightness dimming
କମୁଛି ପୃଥିବୀର ଚମକତା, ଜାଣନ୍ତୁ କାରଣ

ଜଳବାୟୁ ପରିବର୍ତ୍ତନ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏହାର ଚମକତା ହ୍ରାସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୂର୍ବ ତୁଳନାରେ ପୃଥିବୀର ଚମକତା ହ୍ରାସ ପାଇଛି। ବର୍ତ୍ତମାନ ଆମ ପୃଥିବୀ କୋଡ଼ିଏ ବର୍ଷ ପୂର୍ବ ତୁଳନାରେ ବର୍ଗ ମିଟର ପ୍ରତି ଅଧା ୱାଟ କମ୍...

Urmila Matondkar wore Jackie Shroff ganji in Rangeela
‘ରଙ୍ଗୀଲା’ରେ ଉର୍ମିଲାଙ୍କୁ ଜ୍ୟାକି ଶ୍ରଫ୍‌ଙ୍କ ଗଞ୍ଜି ପିନ୍ଧିବାକୁ ପଡିଥିଲା

ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୨୬ ବର୍ଷ ପୂର୍ବରୁ ସେ ଦର୍ଶକମାନଙ୍କୁ ଦେଇଥିଲେ ସବୁଠାରୁ ସୁପରହୀଟ୍ ସିନେମା ‘ରଙ୍ଗୀଲା’। ଏନେଇ ସେ ବର୍ତ୍ତମାନ ରଙ୍ଗୀଲା ଗାର୍ଲଭାବେ ପରିଚିତ। ଏହି ଫିଲ୍ମରେ ଉର୍ମିଲାଙ୍କ ଅଭିନୟ ଓ ତାଙ୍କ ପ୍ରଦର୍ଶନ ଉଭୟ ଦର୍ଶକଙ୍କୁ ବେଶ...

Arjun Kapoor show off his abs muscles
ବଡି ବନଉଛନ୍ତି ଅର୍ଜୁନ କପୁର; ଲୋକେ ଫିଦା

ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ନିଜ ଫିଟ୍‌ନେସ୍‌କୁ ସାରା ଦୁନିଆ ସାମ୍ନାରେ ଦେଖଉଛନ୍ତି। କଠିନ ପରିଶ୍ରମ ଓ ଘଣ୍ଟା ଘଣ୍ଟା ବ୍ୟାୟାମ କରି ସେ ଖୁବ୍ ସୁନ୍ଦର ବଡି ଓ ମସଲ୍ସ କରିଛନ୍ତି। ବାସ୍ତବରେ ଏହି ପରିଶ୍ରମ ଲୋକଙ୍କୁ ମଧ୍ୟ ଦେଖେଇବାର ଅଛି। ସେ ତାଙ୍କର ଏକ...

Sara Ali Khan shared the sun kissed photo
ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡରେ ଆଗକୁ ଯାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସାରା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ନିଜର ଭିନ୍ନ ଭିନ୍ନ ଅବତାର ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଶାଢୀରେ ଭାରତୀୟ ପରମ୍ପରାକୁ...

Lack of sleep cause heart attack
ନିଦ୍ରାହୀନତା ହୃଦଘାତର କାରଣ ହୋଇପାରେ

ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି...

Money taken from the patient for crying
ଚିକିତ୍ସା ବେଳେ କାନ୍ଦିବାରୁ ଦେବାକୁ ପଡିଲା ଟଙ୍କା

ଭାବନ୍ତୁ ଯେ ତୁମେ ଚିକିତ୍ସା ପାଇଁ ଏକ ଡାକ୍ତରଖାନାକୁ ଯାଇଛ ଏବଂ ସେଠାରେ ତୁମର ଭାବନା ପ୍ରକାଶ କରିବାବେଳେ ତୁମ ଆଖିରୁ ଲୁହ ଆସିଯାଉଛି, ଏନେଇ ତୁମେ ଫାଇନ ଦେବ କି? ଉତ୍ତର ନିଶ୍ଚିତ ନା ହେଇପାରେ। କିନ୍ତୁ ଗୋଟିଏ ଡାକ୍ତରଖାନାରେ ଏପରି ଘଟିଥିବା ଦେଖାଯାଇଛି। ଜଣେ ରୋଗୀ...

Meaning of discount
ଡିସ୍‌କାଉଣ୍ଟ ଲୋଭରେ ପଡି କ୍ଷତି ସହନ୍ତୁ ନାହିଁ; ନଜର ପକାନ୍ତୁ ଏହି ସବୁ ଦିଗ ଉପରେ

ପାର୍ବଣର ଋତୁ ଆସିଯାଇଛି। ଏବେଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବହୁତ ‘ସେଲ୍’। ନବରାତ୍ରୀ ଠାରୁ ଆରମ୍ଭ ହୋଇଥିବା ଏହି ‘ସେଲ୍’ ଗୁଡ଼ିକ ରହି ରହି ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କମ୍ପାନୀଗୁଡିକ ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଭୁଆଁ ବୁଲେଇବେ। ଅନେକ ସମୟରେ...

Aircraft modified for pet dog
ନିଜ ପୋଷା କୁକୁର ପାଇଁ ବିମାନରୁ ଉଠେଇ ଦେଲେ ପାସେଞ୍ଜର୍‌ ସିଟ୍

କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ନିଜର ଜୀବନ ମଧ୍ୟ ଭାବନ୍ତି। ସେମାନଙ୍କ ସୁଖରେ ସୁଖୀ ହେବା ସହ ଦୁଃଖରେ ଦୁଃଖୀ ମଧ୍ୟ ହୋଇଯାଆନ୍ତି। କେତେକ ଗୃହପାଳିତ ପଶୁପ୍ରେମୀ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ସପିଂ ପାଇଁ ହଜାର ହଜାର, ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ସେମାନଙ୍କୁ ଆରାମଦାୟକ...

Harnaaz Sandhu wins miss Diva miss universe India
ମିସ୍ ୟୁନିଭର୍ସ ଇଣ୍ଡିଆ ଟାଲଟଲ ହାତେଇଲେ ଚଣ୍ଡିଗଡ ସୁନ୍ଦରୀ ହରନାଜ୍ ସନ୍ଧୁ

ମିସ୍ ଡିଭା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ରେଜଲ୍ଟ ଘୋଷଣା ହୋଇଛି। ଚଣ୍ଡିଗଡ଼ର ୨୧ ବର୍ଷିୟା ସୁନ୍ଦରୀ ହରନାଜ୍ ସନ୍ଧୁ ଏହି ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବେ। ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ଚଳିତ...

Fraud case on Kareena Kapoor luxury car
ଫ୍ରଡ୍‌ କେସ୍‌ରେ ଜବତ ହୋଇଛି କରୀନା କପୁରଙ୍କ ଲଗ୍ଜରୀ କାର୍

ଫ୍ରଡ୍‌ କେସ୍‌ରେ ବଡିଉଡ୍ ଅଭିନେତା କରୀନା କପୁରଙ୍କ ଲଗ୍ଜରୀ କାର୍‌କୁ କେରଳ ପୁଲିସ୍ ଜବତ କରିଛି। କରୀନା କପୁରଙ୍କ ନାମରେ ଥିବା ପୋର୍ଚ୍ଚି ବକ୍ସଷ୍ଟର କାର୍ କେରଳର ଚେର୍ତଲା ପୁଲିସ୍ ଥାନାରେ ଗତ ଏକ ବର୍ଷ ହେବ ଠିଆହୋଇଛି। କେରଳର ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ଏହି କାରକୁ...

Umar Riaz goes shirtless, Donal Bisht glamorous avataar
ବିଗ୍ ବସ୍ ୧୫: ସର୍ଟଲେସ୍ ହେଲେ ଉମର, ଡୋନାଲ୍ ଦେଖେଇଲେ ଗ୍ଲାମରସ୍ ଅବତାର

ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍ ୧୫’। ଶନିବାର ବା ଅକ୍ଟୋବର ୨ରେ ଶୋ’ର ଗ୍ରାଣ୍ଡ୍‌ ପ୍ରିମିୟର ହେବ। ସଲମାନ ଖାନ୍‌ଙ୍କ ଏହି ଶୋ’ରେ ଟିଭି ଜଗତର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଶୋ’ର ପ୍ରଶଂସକମାନେ ମଧ୍ୟ ‘ବିଗ୍ ବସ୍ ୧୫’କୁ ନେଇ ଉତ୍ସାହର ସହ ଅପେକ୍ଷା...

Neha Dhupia lost out projects for pregnancy
ଗର୍ଭଧାରଣ ନେଇ ଅନେକ କାମ ହରେଇଛନ୍ତି ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ତେବେ ବର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ...

Son met his mother after 70 years
ସୋସିଆଲ୍ ମିଡିଆ ଯୋଗୁଁ ଦୀର୍ଘ ୭୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଅନେକ ସମୟରେ ସୋସିଆଲ ମିଡିଆ ବଡ ବଡ କାମ କରିଥାଏ। କେତେବେଳେ ଗରିବକୁ ରାତାରାତି ଧନୀ କରିଦିଏ ତ ପୁଣି କେତେବେଳେ ହଜିଯାଇଥିବା ପୁଅକୁ ଫେରେଇଦିଏ। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମା’ ଠାରୁ ଅଲଗା ହୋଇଯାଇଥିବା ପୁଅକୁ ସୋସିଆଲ ମିଡିଆ ମିଶେଇ ଦେଇଛି। ୭୦...

Baby monkey riding on the goat back and eat jamun
ଛେଳି ପିଠିରେ ବସି ଜାମୁ କୋଳି ଖାଇଲା ମାଙ୍କଡ଼

ଏକ ମାଙ୍କଡ଼ ଓ ଛେଳି ଏକାଠି ଜାମୁ କୋଳି ଖାଉଥିବା ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଙ୍ଗଲରେ ଜଣେ ବ୍ୟକ୍ତି ତାଙ୍କ ହାତରେ କିଛି ଜାମୁ କୋଳି ଧରି ଠିଆ ହୋଇଛନ୍ତି। ଲୋକଟିର ଡାକ ଶୁଣି ପ୍ରଥମେ ଜଙ୍ଗଲରୁ ଗୋଟିଏ ଛେଳି...

Amarinder Singh meet Amit Shah
ଅମିତ ଶାହାଙ୍କୁ ଭେଟିଲେ ଅମରିନ୍ଦର ସିଂହ; ବିଜେପିରେ ମିଶିବେ କି?

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା...

Odisha link of Mahant Narendra Giri
ସାମ୍ନାକୁ ଆସିଲା ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍

ବାଘମ୍ବରୀ ମଠାଧିଶ ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ମହନ୍ତ ମହାରାଜ ବାଲେଶ୍ୱର ଜିଲ୍ଲାର ବୋଲି ଦାବି ହୋଇଛି । ନରେନ୍ଦ୍ର ଗିରି ଜଣେ ଓଡିଆ, ଭୋଗରାଇ ବ୍ଲକ୍‌ ପାଣିଷଣ୍ଡା ଗାଁରେ ତାଙ୍କ ଜନ୍ମ । ଗାଁର ଲକ୍ଷ୍ମୀକାନ୍ତ ଗିରି ଓ ତାଙ୍କ ପରିବାର ଏହି...

Divya Agarwal share BTS video
ବାର୍ଦ୍ଧକ୍ୟରେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ୍

ବିଗ୍ ବସ୍ ଓଟିଟି ୱିନର୍‌ ଦିବ୍ୟା ଅଗ୍ରୱାଲ୍ ଆଜିକାଲି ତାଙ୍କ ବିଜୟ ଉତ୍ସବରେ ମଜ୍ଜି ଅଛନ୍ତି। ସାଙ୍ଗମାନଙ୍କ ସହିତ ସେଲିବ୍ରେସନ୍ ଠାରୁ ଆରମ୍ଭ କରି ଫଟୋସୁଟ୍ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଫଟୋ ଶେୟାର କରୁଛନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି...

Parineeti Chopra swiming with fishes
ଜଳପରୀ ସାଜିଲେ ପରିଣୀତି; ମାଛଙ୍କ ସହ ପହଁରିଲେ

ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ମାଲଦ୍ୱୀପରେ ଛୁଟି କାଟୁଛନ୍ତି ସବୁଠାରୁ ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେ ସେଠାରୁ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ଚାଲିଛନ୍ତି। କେଉଁଠି ସେ ବୋଲ୍ଡ ଲାଗୁଛନ୍ତି ତ ପୁଣି କେଉଁଠି...

New rules from October 1
ଅକ୍ଟୋବର ୧ରୁ ଆର୍ଥିକ କ୍ଷେତ୍ରରେ ନୂଆ ନିୟମ

ଅକ୍ଟୋବର ୧ରୁ ସରକାରୀ କ୍ଷେତ୍ରରେ ଅନେକ ନୂଆ ନିୟମ ସାମ୍ନାକୁ ଆସିବାକୁ ଯାଉଛି। ଏହି ନିୟମ ଲୋକଙ୍କର ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ଭତ୍ତା ନିୟମ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଚେକ୍ ବୁକ୍ ପର୍ଯ୍ୟନ୍ତ ରହିଛି। ତେବେ ଏହି ସବୁ ନୀତି ନିୟମ ବିଷୟରେ ଅବଗତ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।