ନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ...
ବଡିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ପଙ୍ଗା ଗାର୍ଲ ଭାବେ ଜଣାଶୁଣା କଙ୍ଗନା ରାଣାୱତ କୌଣସି ଯୋଦ୍ଧା ଠାରୁ ବି କମ ନୁହନ୍ତି। ଗ୍ଲାମର ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ଏହା କହିବା ଭୁଲ୍ ହେବ ନାହିଁ ଯେ ତାଙ୍କ ବାସ୍ତବ...
ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି...
ଛୋଟ ପିଲାମାନଙ୍କୁ ଖୁଆଇବା ସମସ୍ତଙ୍କ ପକ୍ଷେ ସହଜ ହୁଏ ନାହିଁ। ବେଳେ ବେଳେ ସେମାନଙ୍କର ନଖରାମୀ ଏତେ ବଢିଯାଏ ଯେ ମାଆ ମଧ୍ୟ ହଇରାଣ ହୋଇଯିବା ଦେଖାଯାଏ। ସେ କେମିତି ତା’ ପିଲାକୁ ଖୁଆଇବ ସେ ଚିନ୍ତାରେ ପଡିଯାଏ। ପିଲାର ଏଭଳି ଜିଦ୍ଖୋର ମନୋଭାବ ଯୋଗୁଁ ବେଳେବେଳେ ଅନିଚ୍ଛା...
କୁହାଯାଏ ପ୍ରକୃତ ପ୍ରେମ ହିଁ ସଂପର୍କକୁ ମଜବୁତ କରିଥାଏ। ଯେତେ ବାଧା ବିଘ୍ନ ଆସିଲେ ବି ପ୍ରେମୀ ଯୋଡିଙ୍କ ମଧ୍ୟରେ ଟିକେ ବି ଫାଟ ସୃଷ୍ଟି ହୁଏ ନାହିଁ। ପ୍ରେମ ହିଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ହୋଇ ଠିଆ ହୁଏ ଆଉ ଶକ୍ତି ଯୋଗାଏ। କିନ୍ତୁ ଆଜିକାଳି ଯେତେ...
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଟିପିଟି, ଅସରପା କି ମାଙ୍କଡସାକୁ ଦେଖି ଭୟ କରନ୍ତି। ପ୍ରାୟ ଅଧିକାଂଶ ଲୋକ ମାଙ୍କଡସାକୁ ଦେଖି ଡରନ୍ତି। ପୁଣି ଅନେକ ଲୋକ ମଧ୍ୟ କୁହନ୍ତି ଯେ ମାଙ୍କଡସା ତାଙ୍କୁ ଭାରି ଭଲ ଲାଗେ। ସେମାନେ କୁହନ୍ତି ଯେ ‘ସ୍ପାଇଡର୍ ମ୍ୟାନ୍’ ଫିଲ୍ମ୍...
ଆଜିର ସମୟରେ ଧନୀ ବ୍ୟକ୍ତି ସିଏ ନୁହେଁ ଯିଏ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି, ବରଂ ସିଏ ହେଉଛି ଧନୀ ଯିଏ ଟଙ୍କାକୁ ଠିକ ଭାବେ ସଞ୍ଚୟ କରିପାରୁଛି। ସଞ୍ଚୟ କରିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏମିତି କରିବା ଦ୍ୱାରା ବ୍ୟକ୍ତି ଆଜେବାଜେ ଖର୍ଚ୍ଚରୁ ନିଜକୁ ମୁକ୍ତି ଦେବା...
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା...
‘ବିଗ୍ ବସ୍ ୧୫’ର ହୋଷ୍ଟ୍ ସଲ୍ମାନ୍ ଖାନ୍ ଶୋ’ରେ ପ୍ରତିଯୋଗୀମାନଙ୍କ ସହ ବହୁତ ଥଟ୍ଟା ମଜା କରନ୍ତି। ଖାଲି ଥଟ୍ଟା ମଜା ନୁହେଁ ବେଳେ ବେଳେ ସେ ନିଜର କ୍ରୋଧକୁ ମଧ୍ୟ ଦେଖାନ୍ତି। ସପ୍ତାହନ୍ତର ୱାର୍ରେ ଦବଙ୍ଗ ଖାନ୍ ପ୍ରତିଯୋଗୀମାନଙ୍କର ଜମେଇକି କ୍ଲାସ୍ ନିଅନ୍ତି ଓ ସେମାନଙ୍କୁ ଠିକ୍...
ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ...
ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ...
କଥାରେ ଅଛି ପ୍ରେମକୁ ପ୍ରେମରେ ହିଁ ଜିତାଯାଏ। ପୁଣି କୁହାଯାଏ ମଣିଷ ଅପେକ୍ଷା ପଶୁ-ପକ୍ଷୀମାନେ ଅଧିକ ପ୍ରେମର ଭାଷାକୁ ବୁଝିଥାନ୍ତି। ଆଉ ଟିକିଏ ପ୍ରେମ ପାଇଲେ ସେମାନେ ଅତି ଆପଣାର ବି ହୋଇଯାଆନ୍ତି। ଏମିତି ବି ଦେଖାଯାଏ ଯେ ଦୁଃଖ ଓ ବିପଦ ସମୟରେ ନିଜ ଭାଇ ବନ୍ଧୁ...
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଦ୍ଭୁତ ଗୁଣ ନେଇ ଚର୍ଚ୍ଚାରେ ରୁହନ୍ତି। କିଏ ଦାନ୍ତରେ ଟ୍ରେନ୍ ଟାଣିକି ତ କିଏ ଛାତିରେ ରୋଲର୍ ଚଢେଇ ହେଉ ବା ମୁଣ୍ଡରେ ପଥର ଭାଙ୍ଗି ନିଜକୁ ଲୋକଲୋଚନକୁ ଆଣିଥାନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ...
ହିନ୍ଦୁ ମହାକାବ୍ୟ ରାମାୟଣ ଏମିତି ଏକ କାହାଣୀ ଯାହାକୁ ଜାଣିବା ନେଇ ସମସ୍ତଙ୍କର ଆଗ୍ରହ ଥାଏ। ଏହାକୁ ଯେତେ ଜାଣିଲେ ବି ପୂରା ହୁଏନି କାହାଣୀ। କୁହାଯାଏ ଯେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡିତ ଅନେକ ପ୍ରତୀକ ଓ ପ୍ରମାଣ ଆଜି ବି ଶ୍ରୀଲଙ୍କାରେ ରହିଛି,...
ନର୍ଗିସ୍ ଫାଖ୍ରୀ ବଲିଉଡର ଏକ ଆଗଧାଡିର ନାଁ। ନର୍ଗିସ୍ ଇଣ୍ଡଷ୍ଟ୍ରୀର ଏମିତି ଏକ ପରିଚିତ ନାଁ ଯାହା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ୍ ‘ରକ୍ଷ୍ଟାର୍’ ହିଁ ତାଙ୍କୁ ରାତାରାତି ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବଲିଉଡ୍ରେ ଯଦି ସବୁ ସୁନ୍ଦରୀ ଓ ଗ୍ଲାମରସ୍ ଅଭିନେତ୍ରୀଙ୍କ...
ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍ ଫଟୋ ଓ ଭିଡିଓ ଭାଇରାଲ୍...
ସୋସିଆଲ୍ ମିଡିଆ ଏମିତି ଏକ ପ୍ଳାଟ୍ଫର୍ମ ଯେଉଁଠି କିଛି ବି ପୋଷ୍ଟ୍ ହେବା କ୍ଷଣି ତାହା ସାଙ୍ଗେ ସାଙ୍ଗେ ଭାଇରାଲ୍ ହୋଇଥାଏ। ଅନେକ ବଣମଲ୍ଲୀଙ୍କୁ ପ୍ରସ୍ଫୁଟିତ କରିବା ନେଇ ସୋସିଆଲ୍ ମିଡିଆର ଅନେକ ଭୂମିକା ରହିଛି। ଦେଖାଯାଏ ଯେ ବେଳେବେଳେ ଗ୍ରାମାଞ୍ଚଳର ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରେ ନାହିଁ।...
ମାଟିରେ ପଡିଥିବ ବାପାଙ୍କର ଶବ। ଜନ୍ମଦାତା ଏ ଦୁନିଆ ଛାଡି ଚାଲିଯାଇଥିବେ। ପାଖରେ ନ ଥିବ ସାହାରା ଆଉ ସାହସର ପ୍ରତୀକ। ଏହି ଦୁଃଖ ସମୟରେ କିଏ ବା ନିଜକୁ ଧୈର୍ଯ୍ୟ ଧରି ରହିପାରିବ। କାହାରର ବା ହୃଦୟ ଫାଟି ନ ପଡିବ ଆଉ ଶ୍ୱାସର ଗତି ବାଟବଣା...
ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର...
ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ...