• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Film Release in OTT
ଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ

ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ...

Akshay Kumar praises Suniel Shetty son Ahan
ଭାଇରାଲ ହେଉଛି ଅକ୍ଷୟ କୁମାରର ଟ୍ୱିଟ୍; ଜାଣନ୍ତୁ କ’ଣ କହିଲେ

ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ...

Elderly bride-groom wearing garlands
ବୃଦ୍ଧ-ବୃଦ୍ଧା ସାଜିଲେ ବର-କନ୍ୟା, ପିନ୍ଧେଇଲେ ବରଣମାଳା

ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ...

Mother murders 16 month old daughter with lesbian partner
ମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା...

Ranbir Kapoor wedding with Alia Bhatt
ଇଟାଲୀରେ ବାହାହେବେ ଆଲିଆ-ରଣବୀର

ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି।...

Secret behind diwali
ଦୀପାବଳୀରେ କାହିଁକି ଜାଳିବା ଦୀପ

ପର୍ବ ପର୍ବାଣୀର ଦେଶ ଭାରତ। ଭାରତବାସୀ ବର୍ଷସାରା କିଛି ନା କିଛି ପର୍ବ ପାଳିଥାନ୍ତି। ତେବେ ଅନେକ ଜାତି-ଧର୍ମର ଦେଶ ଭାରତରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପାଳିଥାନ୍ତି। ଏହିସବୁ ପର୍ବପର୍ବାଣୀ ଭିତରୁ ଏମିତି ଅନେକ ପର୍ବ ଅଛି ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ...

Weird calf was born has two heads
ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ

ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍...

Baby remains left inside woman womb
ଡାକ୍ତର ମହିଳାଙ୍କ ପେଟରେ ଛାଡିଦେଲେ ପିଲାର କିଛି ଅଂଶ

ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ...

Why actors scare from salman khan to beat him during shooting
ସଲମାନଙ୍କୁ ପିଟିବାକୁ କାହିଁକି ଡରନ୍ତି ସହ କଳାକାର

ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର...

Japan princess mako-has-married Kei Komuro, losing royal status
ଶେଷରେ ସାଧାରଣ ଯୁବକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର...

Syria war photo of the year award
ଦୁର୍ଘଟଣାରେ ପିତା ହରେଇଲେ ଗୋଡ, ଦିବ୍ୟାଙ୍ଗ ହୋଇ ଜନ୍ମ ହେଲେ ପୁଅ; ତଥାପି ଖୁସି କହିଲେ ନ ସରେ

ମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା ଥୟ। ଏହି ଫଟୋ ଯେ କେବଳ ଜଣକୁ ଭାବୁକ କରିଦେବ ତାହା ନୁହେଁ, ବରଂ ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକର ମନରେ ସାହସ ସଂଚାର କରିବା ଭଳି ଦମ ମଧ୍ୟ ଏହି ଫଟୋରେ ରହିଛି।...

Fake guests are invited in wedding
ଏଠି ବିବାହରେ ଭଡାରେ ଆସନ୍ତି ଅତିଥି; ମୁଣ୍ଡ ପିଛା ୧୫ ଶହ

ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ...

Black in Potato, good or bad
କଳା ପଡୁଥିବା ଆଳୁ ଖାଇବାଯୋଗ୍ୟ ନା ନାଇଁ?

ଆଳୁକୁ ଦେଶ ଦୁନିଆରେ ପନିପରିବାର ରାଜା ବୋଲି କୁହାଯାଏ। ପନିପରିବା ବ୍ୟତୀତ ଚିପ୍ସ ଓ ହାଲ୍ୱା ମଧ୍ୟ ଆଳୁରୁ ତିଆରି ହୋଇଥାଏ। ଏହା ବର୍ଷସାରା ଖିଆଯାଉଥିବା ଏକ ପରିବା। କିନ୍ତୁ ଅଫ୍‌ସିଜିନ୍ ତଥା ଯେତେବେଳେ ଆଳୁର ନୂଆ ଫସଲ ଆସିବାକୁ ଥାଏ ସେତେବେଳେ ପୁରୁଣା ଆଳୁରେ ଏକା ପ୍ରକାର...

Why you will have to pay two electric charges here
ଏଠାରେ ଆସେ ଦୁଇଟି ବିଦ୍ୟୁତ୍ ବିଲ୍: କାହିଁକି?

ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ।...

Dengue alert do not take painkillers
ଡେଙ୍ଗୁ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜୀବନ ଚାଲିଯାଇ ପାରେ

ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର...

Rajinikanth received Dada Saheb falke award
ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି...

Bunty Aur Babli-2 official trailer release
‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ।...

Unbelievable facts of the world
ବିଲେଇକୁ ଡରୁଥିଲେ ହିଟ୍‌ଲର୍, ପଶୁମାନଙ୍କୁ ଖାଉଥିଲେ ଡାରୱିନ୍‌

ମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ,...

Priyanka Gandhi and congress future in up assembly election
ଜାତି-ଧର୍ମରେ ବନ୍ଧା ୟୁପି ଭୋଟ୍ : କାମ ଦେବ କି ପ୍ରିୟଙ୍କାଙ୍କ ମହିଳା କାର୍ଡ

ଗତ କିଛି ମାସ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ରାଜ୍ୟରେ ଦଳର ଦୁର୍ଦ୍ଦଶା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତଙ୍କ ଓଠରେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କାଙ୍କ ସକ୍ରିୟତା ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିପାରିବ କି? ଦଳ ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ...

A man married his lover in ICU
ସଚ୍ଚା ପ୍ରେମର କାହାଣୀ : ପ୍ରେମିକାର ମୃତ୍ୟୁ ହେବା ଜାଣି ବି ବିବାହ କଲେ

କୁହାଯାଏ ପ୍ରେମ ହେଉଛି ଶକ୍ତି। ଏହା ସଚ୍ଚା ପ୍ରେମୀମାନଙ୍କୁ ଦେଖେଇଥାଏ ବାଟ। ଆଉ ଏହା ମଧ୍ୟ କୁହାଯାଏ ଯେ ସଚ୍ଚାପ୍ରେମ କେବେ ଶେଷ ହୁଏ ନାହିଁ। ସଚ୍ଚା ପ୍ରେମିକ କେବେ ବି ପ୍ରେମରେ ହାର ମାନେ ନାହିଁ। ତାକୁ ତା’ ଜୀବନସାଥୀ ମିଳୁ ବା ନ ମିଳୁ କୌଣସି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।