• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Man saves baby dolphins life
ଯୁବକ ଦେଖେଇଲେ ମଣିଷପଣିଆ : ବଞ୍ଚେଇଦେଲେ ଡଲ୍‌ଫିନ୍ ଜୀବନ

କୁହାଯାଏ ଯେ ଏହି ଦୁନିଆରେ ମଣିଷପଣିଆ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ନିସହାୟଙ୍କୁ ସାହାଯ୍ୟ କରିବା ଜରୁରୀ ଯିଏ ସମୟରେ ପଡି ସାହାଯ୍ୟ ଆଶା କରୁଥାଏ। ଏହି ନିୟମ ମଣିଷ ସହିତ ପଶୁପକ୍ଷୀମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବା ଜରୁରୀ। ଏହି ସମୟରେ...

Man eating raw-meat from 50 years
୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି; ସ୍ତ୍ରୀଙ୍କୁ ନ ଥିଲା ଜଣା

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ...

From house maid to Crorepati
ଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି

କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା...

Ranveer Singh flaunts muscles
ଜୀମ୍‌ରେ ମସଲ୍ ଦେଖେଇଲେ ରଣବୀର ସିଂହ

ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ...

Ranbir play the role of Ram and Hrithik as raavan
ରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର

ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର...

Aryan Khan cruise drugs case
ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରଗ୍ସ

ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍‌ସିବି...

Malaika Arora called Geeta Kapoor shameless
ଗୀତା କପୁରଙ୍କୁ ବେଲଜ୍ଜା କହିଲେ ମଲାଇକା

'ଦି କପିଲ ଶର୍ମା ଶୋ'ର ଏକ ଏପିସୋଡ୍‌ରେ ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସଙ୍କ ସହ ଶୋ' ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର(ଆଇବିଡି) ର ପ୍ରମୋସନ ପାଇଁ ପହଞ୍ଚିଥିଲେ। ଏହି ଶୋ’ରେ ମଲାଇକା ଗୀତା କପୁରଙ୍କୁ ବେଲଜ୍ଜା ବୋଲି କହିଥିଲେ ଯେତେବେଳେ ସେ କମେଡି ଶୋ’ରେ ଅର୍ଚ୍ଚନା...

Son gave new life to father by giving his liver
ନିଜ ଲିଭର ଦେଇ ବାପାକୁ ବଞ୍ଚେଇଲା ପୁଅ

ତାଙ୍କ ପାଇଁ ପରିବାର ସବୁକିଛି। ଏଭଳି ବିଶ୍ୱାସ ରଖୁଥିବା ଜଣେ ପୁଅ ଯିଏ ନିଜର ଅସୁସ୍ଥ ପିତାଙ୍କୁ ନୂତନ ଜୀବନ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଯୁବକଙ୍କର ବାପାଙ୍କର ଲିଭର ଖରାପ ହୋଇଯାଇଥିଲା। ତାଙ୍କ ପାଖରେ ଅଧିକ ସମୟ ନ ଥିଲା ବୋଲି ଡାକ୍ତର କହିଥିଲେ।...

Aishwarya Rai Bachchan stuns at Paris Fashion Week
ପ୍ୟାରିସ୍‌ ଫ୍ୟାସନ୍‌ ୱିକ୍‌ରେ ଐଶ୍ୱର୍ଯ୍ୟା : ସବୁ ସୁନ୍ଦରୀଙ୍କ ଠାରୁ ଭାରି ପଡିଲେ ଭାରତୀୟ ନାରୀ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ପ୍ୟାରିସ୍ ଭ୍ରମଣରେ ଯାଇଛନ୍ତି। ଏହି ଅବସରରେ ଏୟାରପୋର୍ଟରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। ପ୍ୟାରିସ୍‌ରେ ଆୟୋଜିତ ଫେସନ ୱିକ୍‌ରେ ଯୋଗଦେବା ନେଇ ଐଶ୍ୱର୍ଯ୍ୟା ପ୍ୟାରିସ୍ ଯାଇଛନ୍ତି।...

Sonam Kapoor photos viral on social media
ସୋନମ କପୁରଙ୍କ ଡ୍ରେସ୍‌କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ

ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବହୁତ ଫେସନ ପ୍ରିୟ। ସେ ସବୁବେଳେ ନିଜର ଫେସନ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଫେସନ ଚଏସ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ନିକଟରେ ସୋନମ କପୁର ଏକ ଫଟୋସୁଟ୍ କରିଥିଲେ। ଏହାର ଫଟୋକୁ ମଧ୍ୟ...

Nattu Kaka-Ghanshyam Nayak died
ନଟ୍ଟୁ କାକାଙ୍କ ମୃତ୍ୟୁରେ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ଟିମ୍ ଶୋକରେ

ଟିଭିର ଲୋକପ୍ରିୟ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ନଟ୍ଟୁ କାକା ତଥା ଘନଶ୍ୟାମ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶୋ’ର ପ୍ରଯୋଜକ ଅସିମ୍ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ‘ତାରକ...

Rajalakshmi died in the arms of friend Namrata
କର୍କଟରେ ହାରିଲେ ରାଜଲକ୍ଷ୍ମୀ : ବାନ୍ଧବୀର ବାହୁରେ ଜୀବନ ଗଲା

କୁହାଯାଏ ଜଣେ ମହିଳା ହେଉଛନ୍ତି ଆଉ ଜଣେ ମହିଳାର ଶତ୍ରୁ। କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଏହାକୁ ଭୁଲ ବୋଲି ପ୍ରମାଣ କରିଛି। ଏହି ଘଟଣା ହେଉଛି ଓଡିଶାର। କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରାଜଲକ୍ଷ୍ମୀ (୬୩) ତାଙ୍କ ବନ୍ଧୁ ନମ୍ରତାଙ୍କ  ବ୍ରାହୁରେ ମୃତ୍ୟୁ ବରଣ...

Youngest celebret fitness instructor
ଦୁର୍ଘଟଣା ବଦଳେଇଦେଲା ଜୀବନ : ଏବେ ସେ ସେଲିବ୍ରିଟି ଫିଟନେସ୍ ଟ୍ରେନର୍‌

ବଲିଉଡର ପ୍ରତ୍ୟେକ ସେଲିବ୍ରିଟି ଏହି ପ୍ରଶିକ୍ଷକଙ୍କଠାରୁ ଫିଟ୍‌ନେସ୍ ଟିପ୍ସ ନେବାକୁ ଚାହାଁନ୍ତି। ସମସ୍ତେ ମଧ୍ୟ ତାଙ୍କ ଟିପ୍ସ ପାଇ ଫିଟ୍ ହୋଇ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାମ ତିଆରି କରିଛନ୍ତି। ହଁ, ଆମେ ସେଲିବ୍ରିଟି ଫିଟ୍‌ନେସ୍ ଟ୍ରେନର ନମ୍ରତା ପୁରୋହିତଙ୍କ କଥା କହୁଛୁ। ପ୍ରକାଶଥାଉ ଯେ...

Cat saved the baby
ବିଲେଇ ସାଜିଲା ରକ୍ଷକ; ସିଡିରୁ ପଡୁଥିବା ଶିଶୁକୁ ବଞ୍ଚେଇଲା

ଅନେକ ଲୋକ ଘରେ ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି। ଏଥିରୁ ବିଲେଇ ମଧ୍ୟ ଅନ୍ୟତମ। ଆପଣ ବିଲେଇମାନଙ୍କୁ ଭଲ ପାଆନ୍ତି କି? ଯଦି ନୁହେଁ, ତେବେ ହୁଏତ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଲେଇ ପ୍ରେମରେ ପଡ଼ିଯିବେ। କଥା କ’ଣ କି ଏକ...

Patanjali  sadhvi commits-suicide
ପତଞ୍ଜଳି ଯୋଗପୀଠରେ ଅଧ୍ୟୟନରତ ଜଣେ ସ୍ୱାଧ୍ୱୀଙ୍କ ଆତ୍ମହତ୍ୟା

ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ...

Janhvi Kapoor in the lap of nature
ସାଙ୍ଗମାନଙ୍କ ସହିତ ଜଙ୍ଗଲ ଭ୍ରମଣରେ ଜାହ୍ନବୀ କପୁର

ଶ୍ରୀଦେବୀ ଲଳନା ତଥା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ବୁଲାବୁଲିକୁ ବହୁତ ପସନ୍ଦ କରନ୍ତି। ନିଜ ସାଙ୍ଗସାଥିମାନଙ୍କ ସହିତ ୱିକେଣ୍ଡ ମସ୍ତିର ମୌକାକୁ ସେ କେବେ ବି ଛାତଛଡା କରନ୍ତି ନାହିଁ। ଏବେ ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହିତ ଜଙ୍ଗଲରେ ବୁଲୁଛନ୍ତି। ଏହି ଭ୍ରମଣକାଳୀନ ସମୟରେ ସେ ଅନେକ...

Manoj Bajpayee father died
ପରଲୋକରେ ମନୋଜ ବାଜପେୟୀଙ୍କ ପିତା

ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Shilpa Shetty strikes yoga pose with Baba Ramdev
ପତଞ୍ଜଳିର ରାଜାଙ୍କ ସହିତ ‘ଅଞ୍ଜଳି’ : ଶିଳ୍ପା ସେଟ୍ଟୀ

ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍‌ ଏପିସୋଡ୍‌ ‘ଦେଶ କୀ ଫର୍‌ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର...

IAS Ashish Mishra touched maid feet
ଆଇଏସ୍ ହେବା ପରେ ବି ଦେଖେଇଲେ ନମ୍ରତା ; ସ୍କୁଲ୍ ଆୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ

କୁହାଯାଏ ବିଦ୍ୟା ଦଦାତି ବିନୟମ୍, ବିନୟ ଦଦାତି ପାତ୍ରତମ। ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସ୍‌ସି ପରୀକ୍ଷା ଫଳାଫଳ) ରେ ୫୨ତମ ସ୍ଥାମ ପାଇଥିବା ଆଶିଷ କୁମାର ମିଶ୍ର ଏହାକୁ ବାସ୍ତବତାରେ ଦର୍ଶାଇଛନ୍ତି। ସାଧାରଣତଃ ଶିଷ୍ୟମାନେ ସେମାନଙ୍କର ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରନ୍ତି। କିନ୍ତୁ ଯେତେବେଳେ ବିହାରର...

Grandmother runs house by selling fafda
୭୫ ବର୍ଷରେ ବି ସ୍ୱାବଲମ୍ବୀ : ଯୁବପିଢି ପାଇଁ ପ୍ରେରଣା

ଆଜିକାଲି ସୋସିଆଲ ମିଡିଆରେ ଜଣେ ଆଇମା’ଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଆଇ ମାଙ୍କ କାହାଣୀ ଜାଣିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ। ୭୫ ବର୍ଷୀୟ କଲାୱନ୍ତୀ ଦୋଶୀଙ୍କ ପାଇଁ ଫାଫଡା (ଗୁଜୁରାଟୀ ଜଳଖିଆ) ତାଙ୍କ ପରିବାର ଚଳାଇବା ପାଇଁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।