• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Warrant against bollywood actress Amisha Patel
ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ୍; ଡିସେମ୍ବର ୪ରେ ହାଜର ନିର୍ଦ୍ଦେଶ

ବଲିଉଡ ଅଭିନେତ୍ରୀ ଅମିଷାଙ୍କ ବିରୋଧରେ ୱାରେଣ୍ଟ୍ । ଭୋପାଲ୍ ଜିଲ୍ଲା କୋର୍ଟ ଅମିଷାଙ୍କ ବିରୋଧରେ ଚେକ୍ ବାଉନ୍ସ ୱାରେଣ୍ଟ୍ ଜାରି କରିଛନ୍ତି। ଜାଣନ୍ତୁ ଅମିଷା କାହିଁକି ଫସିଲେ।

These stars force to cry in these reason
ଏହିସବୁ ପରିସ୍ଥିତି ତାରକାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି

ସମ୍ବେଦନଶୀଳତାରୁ କେହି ବି ମୁକ୍ତି ନୁହନ୍ତି। ସେ ଧନୀ ହେଉ କି ନିର୍ଧନ୍‌ ସମସ୍ତେ ଭାବନା ରାଇଜରେ ବନ୍ଧା। ଏଥିରୁ ମଧ୍ୟ ମୁକୁଳି ନାହାନ୍ତି ସେଲିବ୍ରିଟିମାନେ। ସେମାନେ ଏମିତି ଅନେକ ପରିସ୍ଥିତିର ସାମ୍ନା କରିଛନ୍ତି ଯାହା ତାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି।

Recover deleted whatsapp chats
କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍?

ଆମ ଅଜାଣତରେ ବେଳେ ବେଳେ ଅନେକ ଡାଟା ହ୍ୱାଟ୍ସଆପ୍‌ରୁ ଡିଲିଟ୍ ହୋଇଯାଏ। ଏଥିରେ ମଧ୍ୟ ଥାଏ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ତେବେ ଜାଣନ୍ତୁ ସେହି ଉପାୟ କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍।

Police officer left her job, is now an instagram star
ପୁଲିସ୍ ଚାକିରି ଛାଡି ସୋସିଆଲ୍ ମିଡିଆ ଷ୍ଟାର୍ ହେଲେ ମହିଳା

ମହିଳାଙ୍କ ନାମରେ ଆସିଥିଲା ମିଛ ଅଭିଯୋଗ। ବାହାନା କରି ଛୁଟି ନେଇଥିବା କୁହାଯାଇଥିଲା। ଏହା ପରେ ଏହି ମହିଳା ଛାଡି ଦେଇଥିଲେ ପୁଲିସ୍ ଚାକିରି। ଏବେ ସୋସିଆଲ ମିଡିଆରେ ନିଜ ଚେହେରାର ଯାଦୁରେ ଉଡଉଛନ୍ତି ଲୋକଙ୍କ ହୋସ୍ ଆଉ କମଉଛନ୍ତି ଢେର ଟଙ୍କା।

Man eats- 9600 calories burger and festive pies
୨୪ ମିନିଟ୍‌ରେ ଖାଇଗଲେ ୭ ଜଣଙ୍କ ଖାଦ୍ୟ

ଏକା ଥରକେ ଖାଇଗଲେ ୭ ଜଣଙ୍କ ଖାଦ୍ୟ। ଏତେ ଖାଇ କେମିତି ହଜମ କରନ୍ତି ବୋଲି ପଚାରିବାରୁ କହିଲେ ଏହି ଉପାୟ…

Twinkle Khanna when used to be Dimple Kapadia coolie
ଦିନେ ଡିମ୍ପଲ କପାଡିଆଙ୍କ କୁଲି ସାଜିଥିଲେ ଟ୍ୱିଙ୍କିଲ୍ ଖାନ୍ନା

ଟ୍ୱିଙ୍କିଲ୍ ଖାନ୍ନା ଦିନେ ସାଜିଥିଲେ କୁଲି। ସେ ତାଙ୍କ ଷ୍ଟାର୍‌ ମା’ ଡିମ୍ପଲ୍‌ କପାଡିଆଙ୍କ ପାଇଁ ସାଜିଥିଲେ କୁଲି। ତାଙ୍କୁ କହୁଥିଲେ ରାଣୀ ସାହେବା। ଜାଣନ୍ତୁ ପୂରା କାହାଣୀ…

Weekly Horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୨୯ ନଭେମ୍ବରରୁ ୦୫ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ଶୁଭ ଫଳ ନେଇ ଆସିଛି । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଚଳିତ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି...

Daughter jealous with mother who looks more beautiful than her
ନିଜ ମା’ର ସୌନ୍ଦର୍ଯ୍ୟକୁ ନେଇ ଈର୍ଷାରେ ଜଳୁଛି ୧୯ ବର୍ଷର ଝିଅ

କେହି ଯଦି ଝିଅ ତୁଳନାରେ ମା’କୁ ଅଧିକ ସୁନ୍ଦର କୁହେ ତେବେ କୋଉ ଝିଅ ବା ଖୁସି ନ ହେବ! କିନ୍ତୁ ଏମିତି କିଛି ଝିଅ ବି ଅଛନ୍ତି ଯେଉଁମାନେ ଏହାକୁ ସହଜେ ହଜମ କରିପାରନ୍ତି ନାହିଁ। ସେମିତି ଏକ ଝିଅ କ୍ଷେତ୍ରରେ ଦେଖାଦେଇଛି, ଯିଏ ମା’ର ସୌନ୍ଦର୍ଯ୍ୟକୁ...

Woman shares quick transformation
ମାୟାବୀ ନାରୀ; ନିମିଷକେ ବଦଳେଇ ପାରନ୍ତି ରୂପ!

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛନ୍ତି ମାୟାବୀ ନାରୀ। ପୌରାଣିକର କାହାଣୀ ପରି ସେ ବି ନିମିଷକେ ବଦଳେଇ ଦେଇ ପାରୁଛନ୍ତି ନିଜ ରୂପ। ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ।

Lady mp gave birth after cycling to hospital in labour pain
ସାଇକେଲ୍‌ରେ ଚାଲିଗଲେ ଗର୍ଭବତୀ ସାଂସଦ; ଡାକ୍ତରଖାନାରେ ଦେଲେ ସନ୍ତାନକୁ ଜନ୍ମ

ଜଣେ ନାରୀର ମା’ ହେବାର ଯନ୍ତ୍ରଣାକୁ ଆଉ ବା କିଏ କିପରି ଅନୁଭବୀ ପାରିବ। ଏହି ସମୟରେ ଜଣେ ନାରୀ ଯାହା ସହିଥାଏ ତାହା ଦୁନିଆ ପାଇଁ ସବୁଠାରୁ ଶ୍ରେଷ୍ଠ ଅବଦାନ ବୋଲି କୁହାଯାଏ। କିନ୍ତୁ ଏହି ମହିଳା ଯାହା କିଛି କରିଛନ୍ତି ତାହା ଜାଣିଲେ ଆପଣ ତାବୁଜ୍...

Anupam Kher scolded by mother
ଆଜି ବି ମା’ ଗାଳିରୁ ବଞ୍ଚି ନାହାନ୍ତି ଅନୁପମ ଖେର୍

କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି। ଏଇଥିରେ ଥାଏ ସବୁ କିଛି। ମା’ର ମମତା, ସ୍ନେହ, ତାଗିଦ୍ ଆଉ ଦରଦ ଭରା ଭଲପାଇବା। ଅନୁପମ ଖେର୍ ହେଉଛନ୍ତି ସେଭଳି ଭାଗ୍ୟବାନ ବ୍ୟକ୍ତି ଯିଏ ଏବେ ବି ମା’ ଗାଳିକୁ ଗଣ୍ଠିକରି ରଖିଛନ୍ତି।

Salman Khan-Ayush Sharma film Antim did not earn more money
କାହିଁକି ଭଲ ରୋଜଗାର କରିପାରୁନି ‘ଅନ୍ତିମ୍‌’

ଆଶା ଥିଲା ସଲମାନ୍ ଖାନ ଅଭିନୀତ ‘ଅନ୍ତିମ୍‌’ ଆସୁଆସୁ ‍ହଇଚଇ କରିବ। କିନ୍ତୁ ଏହି ଆଶା ମଳିନ ପଡିଯାଇଛି। ବକ୍ସ ଅଫିସ୍‌ରେ ଏହା କରିପାରୁନି ସେଭଳି ରୋଜଗାର। ତେବେ କାହିଁକି…

Sonu Sood providing buffalo to the needy family with this condition
ସୋନୁ ଅଭାବୀଙ୍କୁ ଦେଲେ ମଇଁଷି, କିନ୍ତୁ ରଖିଲେ ଏହି ସର୍ତ୍ତ

କରୋନା ଲକ୍‌ଡାଉନ୍‌ ସମୟରେ ସୋନୁ ସୁଦଙ୍କ ନିସ୍ୱାର୍ଥପର ସେବା ତାଙ୍କୁ ଆଜି ଦୁନିଆ ଆଗରେ ହୀରୋ କରିଦେଇଛି। ନିଜର ସେବା ପାଇଁ ସେ କେବେ କାହାଠାରୁ କିଛି ପାଇବାର ଆଶା କରି ନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ଜଣେ ଅଭବୀ ପରିବାରକୁ ମଇଁଷି ଦେଇ ରଖିଛନ୍ତି ଏହି ସର୍ତ୍ତ।

Woman marry cow thinks her to be reincarnation of dead husband
ମୃତ୍ୟୁ ପରେ ଗାଈ ହୋଇ ପୁନର୍ଜନ୍ମ ନେଲେ ସ୍ୱାମୀ

ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।

Hockey India beat Poland by 8-2 to reach junior world cup quarterfinal
ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।

Increasing road accident in Odisha
ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ସଡ଼କ ଦୁର୍ଘଟଣା

ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି ।

ATM Loot case
ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା।

Revive : A story by Dr. Ipsita Pradhan
ରିଭାଇଭ୍ : ଜଣେ ନର୍ସର କାହାଣୀ

ବେଳେବେଳେ ଏ ଜୀବନ ଏମିତି ଲାଗେ ଯେ ସତେ ଯେମିତି ଏଡେ ବଡ ଦୁନିଆରେ କେହି ବି ସାହା ନାହିଁ। ଲାଗେ ସତେ ଯେମିତି ଏ ଜୀବନ ନିଃସଙ୍ଗ। ତେବେ ଆସନ୍ତୁ ସେମିତି ଏକ ଚରିତ୍ରକୁ ହେଟିବା ଗାଳ୍ପିକା ଡା. ଇପ୍ସିତା ପ୍ରଧାନଙ୍କ ଗପରେ।

PM asks officials to review plans for covid new variant
ମାଡି ଆସୁଛି କୋଭିଡ଼ ନୂଆ ଭାରିଏଣ୍ଟ୍‌ : ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ଏନେଇ ଦେଇଛନ୍ତି ଗୁରୁମନ୍ତ୍ର।

Suniel Shetty returns with a bang in films
ଯୋଦ୍ଧା ହୋଇ ଫେରୁଛନ୍ତି ସୁନୀଲ୍ ସେଟ୍ଟୀ

ସୁନୀଲ୍ ସେଟ୍ଟୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏଥର କିନ୍ତୁ କୌଣସି ରୋମାଣ୍ଟିକ୍ ଭୂମିକାରେ ନୁହେଁ। ଆନ୍ନା ଫେରୁଛନ୍ତି ଏକ ଯୋଦ୍ଧା ହୋଇ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।