ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।
ପ୍ରକାଶ ପାଇଛି IMDb ଚଳିତ ବର୍ଷର ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ରର ତାଲିକା। ଆଗ ଧାଡିରେ ଅଛନ୍ତି ସାଉଥ୍ ଫିଲ୍ମା। ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ରିଲିଜ୍ ହୋଇଛି ‘ସାବାସ୍ ମିଠୁ’। ମିତାଲିଙ୍କ ଭୂମିକାରେ ତାପସୀ ପନ୍ନୁ ଖୁବ ଚମତ୍କାର ଅଭିନୟ କରିଥିବା ଦେଖିବାକୁ ମିଳିଛି। ଜଣେ ଖେଳାଳିର ସଂଘର୍ଷର କାହାଣୀ କହିଛି ଏହି ଫିଲ୍ମ।
ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।
ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!
ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।
ଭାଇରାଲ୍ ହେଉଛି ଏକ କଙ୍କଡାର ଫଟୋ। ଏହାର ରହିଛି ମଣିଷ ପରି ଦାନ୍ତ। ଇଣ୍ଟରନେଟ୍କୁ ଥରାଇ ଦେଇଛି ଏହି ଫଟୋ।
ଶ୍ରୀ ଭେଙ୍କଟେଶ୍ୱର କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।
ଦୀର୍ଘଦିନ ପରେ ଟିଭି ଦୁନିଆକୁ ଫେରୁଛନ୍ତି ଆମିର୍ ଖାନ୍। ଏହାର ପ୍ରୋମୋ ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆକାଶଛୁଆଁ ହୋଇଛି। ଜାଣନ୍ତୁ କୋଉ ଶୋ’ରେ, କେବେ ଆସିବେ ନଜର।
ଛୋଟ ପରଦାରେ ପୁଣି ନଜର ଆସିବେ ମନ୍ଦିରା ବେଦୀ। ଉଭୟ ପଜିଟିଭ୍ ଓ ନେଗେଟିଭ୍ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ସେ ପୁଣି ଅଭିନୟ ଜଗତକୁ ଫେରୁଥିବାରୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଛନ୍ତି।
କୁକୁରମାନଙ୍କ ପାଇଁ ମଧ୍ୟ ସ୍ପେଶାଲ ହୋଇଗଲା ଏକ ରବିବାର। ଜଣେ ସେଲିବ୍ରେଟି ଏମିତି କରିଦେଲେ। ସେ ରାସ୍ତାକଡ କୁକୁରଙ୍କୁ ସ୍ୱତନ୍ତ୍ର ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରଶଂସାକୁ ସାଉଁଟୁଛନ୍ତି।
ଆଜି ଆକାଶରେ ଦେଖାଦେବ 'ସୁପରମୁନ୍'। ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ବହୁତ ବଡ, ଉଜ୍ଜ୍ୱଳ ଏବଂ ଗୋଲାପୀ ଦେଖାଯିବ। ଚନ୍ଦ୍ର ପୃଥିବୀ ନିକଟକୁ ଚାଲି ଆସିବ।
ଏମିତି ଜଣେ ମହିଳା ଥିଲେ ଯିଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଡିତ ନଥିଲେ କି କୌଣସି ତାଲିମ ମଧ୍ୟ ନେଇ ନଥିଲେ। କିନ୍ତୁ ଯେତେବେଳେ ଦେଶବାସୀଙ୍କୁ ସୁରକ୍ଷା ଦେବାର ସୁଯୋଗ ଆସିଲା ସେତେବେଳେ ସେ ଆତଙ୍କବାଦୀଙ୍କ ସାମ୍ନାରେ ଠିଆ ହୋଇ ନିଜ ଜୀବନକୁ ବିପଦରେ ପକାଇ ୩୬୦ ଲକ୍ଷ...
ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?
ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।
ମାଟି ଅତଡା ଖାଇଛି। ମାଟିରେ ମିଶିଛି ବାସସ୍ଥଳ। ଜୀବନ ବିକଳରେ ଘର ଛାଡି ପଳାଇଛନ୍ତି ଗାଁ ଲୋକେ। ଲଗାଣ ବର୍ଷା ଫଳରେ ଉପରମୁଣ୍ଡରେ ଥିବା ପାହାଡରୁ ମାଟି ଧସି ବର୍ଷା ପାଣି ସହ ଗାଁ ଭିତରେ ପଶିଛି।
ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…
ବଡ ବଡ ଫିଲ୍ମକୁ ପଛରେ ପକେଇ ରୋଜଗାର କରିଚାଲିଛି ‘ରକେଟ୍ରୀ : ଦ ନମ୍ବି ଇଫେକ୍ଟ’। କିନ୍ତୁ ଏହା ପଛରେ ପଡିଛନ୍ତି କିଛି ବିରୋଧି। ଏହାର ରୋଜଗାରକୁ ପ୍ରଭାବିତ କରିବାକୁ ଚାଲିଛି ଚେଷ୍ଟା।
୯୦ ଦଶକର ମଡେଲିଂ ଦୁନିଆ କଥା ପଡିଲେ ମିଲିନ୍ଦ ସୋମନଙ୍କ ନାଁ ସବୁଠାରୁ ଆଗରେ ରହିବ। ତାଙ୍କ ନାଁ ସହିତ ଅନେକ ଯୁବତୀଙ୍କ ନାଁ ଯୋଡା ଯାଉଥିଲେ ମଧ୍ୟ ସବୁଠାରୁ ଆଗରେ ଥିଲେ ଜଣେ ଫରାସୀ ଅଭିନେତ୍ରୀ। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଲଭ୍ ଲାଇଫ୍।
ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।