• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Health benefits of having beard
ଚର୍ମ କର୍କଟରୁ ରକ୍ଷା କରିବ ନିଶ-ଦାଢି; ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।

Yoga asanas for anger control
ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି; ଏହି ଯୋଗ କରି ମୁକ୍ତି ପାଇବେ

କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।

In Raja happiness in farmer house
ରଜରେ କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ

ରଜ ଆସିଲେ ଆନନ୍ଦ ଆସେ। କୃଷକ ଘରେ ଖେଳିଯାଏ ଉଲ୍ଲାସ। ଚାଷୀଟିଏ କିପରି ପାଳନ କରେ ରଜ ମଉଜ ଆସନ୍ତୁ ଜାଣିବା…

NHAI Recruitment 2022
ପରୀକ୍ଷା ନ ଦେଇ ମ୍ୟାନେଜର ଓ ହିନ୍ଦୀ ଅଧିକାରୀ ହୁଅନ୍ତୁ

NHAI ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଯୋଗ୍ୟତା ଅଛି ତେବେ ବିନା ପରୀକ୍ଷାରେ ଚାକିରି କରିପାରିବେ।

Flood of faith on ganga dussehra
ପୃଥିବୀକୁ କିପରି ଆସିଲେ ମା’ ଗଙ୍ଗା

ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ନେଇ ଭଗୀରଥ ମା’ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଅଜାଙ୍କ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ଭଗୀରଥ କିପରି ଏହାକୁ ସଫଳ କରି ଦେଖେଇଲେ ଆସନ୍ତୁ ଜାଣିବା।

Priyanka Chopra shared a 22 year old picture
ଲୋକଙ୍କୁ ପାଗଳ କଲା ପ୍ରିୟଙ୍କାଙ୍କ ୧୮ ବର୍ଷର ଫଟୋ

ଆପଣ ଦେଖିଛନ୍ତି କି ପ୍ରିୟଙ୍କାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା? ସେତେବେଳେ ସେ କେମିତି ଲାଗୁଥିଲେ ଦେଖନ୍ତୁ…

Cancer in bollywood actress
କର୍କଟକୁ ମାତ ଦେଇ ଫେରିଥିବା ୬ ଅଭିନେତ୍ରୀଙ୍କ ଯନ୍ତ୍ରଣାର କାହାଣୀ

ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ବିଜୟ କରିଛନ୍ତି। ତାଙ୍କ ସଂଘର୍ଷର ଜୀବନକୁ ନେଇ ସେ ଏକ ଭାବ ପ୍ରବଣ ପୋଷ୍ଟ୍ କରିଛନ୍ତି। ଖାଲି ମହିମା ନୁହଁନ୍ତି ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ରୋଗରୁ ନିଜକୁ...

Hybrid Terrorist
ହାଇବ୍ରିଡ୍‌ ଆତଙ୍କବାଦର ବିଭତ୍ସ ରୂପ

ଆପଣ ଜାଣିଛନ୍ତି କି ହ୍ରାଇବ୍ରିଡ୍ ଆତଙ୍କବାଦ କ’ଣ? ଜାଣିବା ପାଇଁ ପଢନ୍ତୁ…

Overdose of Viagra lands man in trouble goes under surgery
କାଳ ହେଲା ଅତ୍ୟଧିକ ଭାଏଗ୍ରା : ଦୁଇ ଥର ସର୍ଜରୀ

ଯୁବକଙ୍କ ପାଇଁ ଭାରି ପଡିଲା ଅତ୍ୟଧିକ ଭାଏଗ୍ରା ସେବନ। ଜୀବନ ଯାଉ ଯାଉ ବଞ୍ଚିଗଲା।

If you have a graduate degree then you will get govt job
ଗ୍ରାଜୁଏସନ୍‌ କରିଛନ୍ତି କି; ତେବେ ଏଇଠି ଅଛି ସରକାରୀ ଚାକିରି

ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ୍‌ରେ ଅଛି ଚାକିରି। ତୁରନ୍ତ ଆବେଦନ କରନ୍ତୁ।

Kareena Kapoor khan spotted in Gucci t-shirt of cost 40k
କରୀନାଙ୍କ ଟି-ସାର୍ଟର ଦାମ ୪୦ ହଜାର ଟଙ୍କା

ଆପଣ ପିନ୍ଧିବା ତ ଦୂରର କଥା କେବେ ଦେଖିଛନ୍ତି କି ୪୦ ହଜାର ଟଙ୍କିଆ ଟି-ସାର୍ଟ। ଏଠି ଦେଖନ୍ତି ୪୦ ହଜାର ଟଙ୍କିଆ ଟି-ସାର୍ଟ, ଯାହାକୁ କରୀନା କପୁର ପିନ୍ଧନ୍ତି।

Priyanka Chopra flawless style in black ruffled gown
ପ୍ରିୟଙ୍କାଙ୍କ ଚେହେରା ହଲିଉଡ୍ ଦୁନିଆକୁ ନଚେଇଦେଲା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଗହଣା ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଯାଇଛନ୍ତି। ପ୍ରିୟଙ୍କା ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଅନେକ ହଲିଉଡ୍‌ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନାହାନ୍ତି।

Sonakshi Sinha reacted on her marriage
ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା : ଜାଣନ୍ତୁ କାହାକୁ ବାହାହେବେ

ସୋନାକ୍ଷୀ ସିହ୍ନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Patricia Narayan earns 2 lakh revenue per day
ଦିନେ ଠେଲା ଦେଇ ୫୦ ଟଙ୍କା ରୋଜଗାର କରୁଥିଲେ, ଆଜି ଦିନକୁ ୨ ଲକ୍ଷ

ସ୍ୱାମୀ ଛାଡିଦେବା ପରେ ଆରମ୍ଭ ହୋଇଗଲା ସଂଘର୍ଷ। ପିଲାମାନଙ୍କୁ ମଣିଷ କରିବା ପାଇଁ ଠେଲା ଲଗେଇ ଦିନକୁ ରୋଜଗାର କରୁଥିଲେ ମାତ୍ର ୫୦ ଟଙ୍କା। ଆଜି ସେ ଦିନକୁ କରୁଛନ୍ତି ୨ ଲକ୍ଷ ଟଙ୍କା ରୋଜଗାର।

Halasana cure all stomach problem
ପେଟର ସମସ୍ତ ସମସ୍ୟାକୁ ଦୂର କରେ ହଳାସନ

ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।

Article on Basanta Manjari Devi
ଓଡ଼ିଶାର ପ୍ରଥମ ମହିଳାମନ୍ତ୍ରୀ ବସନ୍ତମଞ୍ଜରୀ ଦେବୀ

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବସନ୍ତ ମଞ୍ଜରୀ ଦେବୀ ରଣପୁରରୁ ନିର୍ବାଚିତ ହୋଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ମଧ୍ୟ ପ୍ରଥମ ଓଡିଆ ମହିଳା ଥିଲେ। ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ସେ...

The folk song of raja
ଗାଁ ମାଟିର ବାସ୍ନାରେ ବନ୍ଧା ଆମ ରଜ ଗୀତ

ହଜି ହଜି ଯାଉଛି ରଜ ଗୀତ। ଆଧୁନିକତାର ମାଡରେ ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଅତି ପରିଚିତ ଥିବା ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା...

Neeraj Pandey says our movies have been remade down south too
ସାଉଥ୍ ଇଣ୍ଡଷ୍ଟ୍ରୀ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି : ନୀରଜ ପାଣ୍ଡେ

ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍‌କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।

Raja Festival and Pitha
ରଜ ମଉଜ ଓ ପିଠାପଣାର ଆସର

ଓଡିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ।

Raja and Pana
ପାନ ବିନା ଫିକା ରଜ ମଉଜ

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯିବା ପରମ୍ପରା ରହିଛି

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।