ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।
ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…
ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।
କ୍ରାଉଡ୍ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍। ଯୁବତୀ ଜଣଙ୍କ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯିବା ପାଇଁ। ଜାଣନ୍ତୁ ଏହି ଯୁବତୀ କିଏ ଓ କୋଉଠିକାର।
ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।
ITBP ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୭ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।
ସେ ଆସିଥିଲେ ଗରିବ ପରିବାରରୁ। ମୁମ୍ବାଇର ମାୟାନଗରୀରେ ଗୋଟିଏ ଘରେ ୧୨ଜଣ ସହ ରହି ଦେଖିଥିଲେ ସିଲିବ୍ରେଟୀର ସ୍ୱପ୍ନ। ଆଜି ସେ ଆଲିସାନ ବଙ୍ଗଳା ଓ ଗାଡିର ମାଲିକ।
ଭାରତରେ ଅଛି ଏମିତି ଗାଁ ଯେଉଁଠି କାହାକୁ ବି ଛୁଇଁନି କରୋନା ଭାଇରସ୍। ଏହି ଗାଁର ସମସ୍ତେ କରନ୍ତି ଯୋଗ। ଯୋଗ ହିଁ ସେମାନଙ୍କୁ ଭାଇରସରୁ ରକ୍ଷା କରିଛି ବୋଲି ସେମାନେ କୁହନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
୨୦୨୨ ମସିହା ପାଇଁ ବାବା ଭଙ୍ଗା କରିଥିଲେ ୬ ଭବିଷ୍ୟବାଣୀ। ସେଥିରୁ ୨ଟି ସତ ହୋଇସାରିଲାଣି। ବାକି ଥିବା ୪ ଭବିଷ୍ୟବାଣୀକୁ ନେଇ ଲୋକେ ଏବେ ଭୟଭୀତ। ଏଥିରେ ବି ଅଛି ଏଲିଏନ୍ମାନଙ୍କର ପୃଥିବୀ ଆକ୍ରମଣ।
ଏହି ଦୋକାନରେ ମିଳୁଛି ବାହୁବଳି ସିଙ୍ଗେଡା। ଯିଏ ଅଧ ଘଣ୍ଟାରେ ଗୋଟିଏ ସିଙ୍ଗେଡା ଖାଇ ଶେଷ କରିଦେବେ ତାଙ୍କୁ ମିଳିବ ୫୧ ହଜାର ଟଙ୍କା ପୁରସ୍କାର। ଦୋକାନ ଆଗରେ ଜମୁଛି ଭିଡ…
ଭାଇର ମା’ ହେବାକୁ ନେଇ ଏମିତି କହିଲେ ମହିଳା। ସେ ପରୋପକାର କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି।
DRDO ବୈଜ୍ଞାନିକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ବଲିଉଡ ତାରକାମାନେ କାହିଁକି ସିଏଏ- କିସାନ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ ବୋଲି ପ୍ରଶ୍ନ ଉଠେଇଛନ୍ତି ବିବେକ ଅଗ୍ନିହୋତ୍ରୀ। ସେ କହିଛନ୍ତି, ଖୁବ୍ ଶୀଘ୍ର ଜଣାପଡିଯିବ ଯେ ସିଏଏ-ଶାହିନ୍ ବାଗ ଏବଂ କୃଷକ ଆନ୍ଦୋଳନକୁ...
ଭ୍ୟାନିଟି ଭ୍ୟାନ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।
ଜୀବନର ଅନ୍ତିମ ବୟସରେ ବି ସେ ଦେଶ ପାଇଁ ଆଣିଛନ୍ତି ଗୌରବ। ଫିନ୍ଲ୍ୟାଣ୍ଡ୍ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ୯୪ ବର୍ଷୀୟ ଜଣେ ଜେଜେମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।
ଅପୂର୍ବ ଗୁରୁ-ଶିଷ୍ୟ ବନ୍ଧନ ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କ ବଦଳିକୁ ସହିପାରି ନାହାନ୍ତି ଛାତ୍ରଛାତ୍ରୀ। ସେ ସ୍କୁଲ୍ ଛାଡି ଗଲାବେଳେ ତାଙ୍କୁ ଘେରି କାନ୍ଦିବାକୁ ଲାଗିଛନ୍ତି।
ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।
ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।