ଆପଣ ବି ହୋଇପାରିବେ ଏୟାରପୋର୍ସ ଅଧିକାରୀ। ଏହି ଖବରକୁ ପଢନ୍ତୁ। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ତୁରନ୍ତ ଆବେଦନ କରନ୍ତୁ।
ମତେ କମେଡି ଟ୍ୟାଗ୍ କଲେ ପସନ୍ଦ ଲାଗେନି। ଏହା ଏକ ଛୋଟ ବର୍ଗ। ଏମିତି କହିଲେ ରାଜପାଲ ଯାଦବ। ହେଲେ କାହିଁକି…
ହୀରୋମାନଙ୍କ ଏଣ୍ଟ୍ରୀ ସବୁବେଳେ ଦାମି କାର୍ରେ ହୋଇଥାଏ। ହେଲେ ଶାହିଦ କପୁର ଓ ଫରହାନ୍ ଖାନ ଦୁଇ ଗଧରେ ବସି IIFA ସେଟ୍କୁ ଆସିଲେ। ଜାଣନ୍ତୁ ପୂରା ଖବର…
ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। କାହିଁକି ଆସନ୍ତୁ ଜାଣିବା…
ଛୋଟ ବେଳୁ ଚାଲିଗଲେ ବାପା। ଚାରିଆଡେ ନକ୍ସଲଙ୍କ ଭୟ ସତ୍ତ୍ୱେ ସେ ମନରେ ଭରିଲେ ସାହସ। ଆଜି ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଜିତି ହୋଇଗଲେ ଚାମ୍ପିଅନ୍।
ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।
୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।
ଜିଆର୍ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି।
ଆଉ ରହିଲା ମାତ୍ର ଗୋଟିଏ ଦିନ। ଭକ୍ତଗଣ ଦେଖିବେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ। ଏନେଇ ସମସ୍ତେ ଉତ୍ସବମୁଖର।
ୱେବ୍ ସିରିଜ୍ ଆଶ୍ରମରେ ବବିତା ଜୀ ଭୂମିକାରେ ଦର୍ଶକଙ୍କ ମନ ମୋହୁଥିବା ତ୍ରିଧା ଏବେ ହେଉଛନ୍ତି ଭାଇରାଲ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କାବୁ କରିଛି।
ଆସୁଛି ମଲ୍ଟିଷ୍ଟାରର ଫିଲ୍ମ। ଏକାଥରେ ନଜର ଆସିବେ ୪ ବଡ ହସ୍ତୀ। ଜାଣନ୍ତୁ ପୂରା ଖବର…
ବିବାହ ସାଜିଲା କାଳ। ଭାଙ୍ଗିଗଲା ସବୁ ସ୍ୱପ୍ନ। ସ୍ୱାମୀଙ୍କ ମାଡ ଅସହ୍ୟ ହେଲା। ହେଲେ ଉଚିତ ନିଷ୍ପତ୍ତି କରିଦେଲା ତାଙ୍କୁ ପୋଲିସ୍ ଅଫିସର। ଜାଣନ୍ତୁ ନୌଜିଶାଙ୍କ ଯନ୍ତ୍ରଣାର କାହାଣୀ।
ସାଲ୍ୟୁଟ୍ ଭାରତୀୟ ସେନା। ୩୦୦ ଫୁଟ୍ ତଳେ ବୋର୍ୱେଲ ଭିତରେ ପଡିଥିବା ଶିଶୁକୁ ରକ୍ଷା କରିଦେଲେ। ଦେଖନ୍ତୁ ଭିଡିଓ…
ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…
୮୦ ଫୁଟର ବୋର୍ୱେଲ୍ ଭିତରେ ପଡି ଜୀବନ ସହ ସଂଘର୍ଷ କରୁଛି ୧୦ ବର୍ଷର ବାଳକ। ଚାଲିଛି ରେସ୍କ୍ୟୁ ଅପରେସନ୍।
ଆପଣ ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକ ପଦବୀ।
'ଅଙ୍ଗୁରୀ ଭାବି' ବା ଶୁଭାଙ୍ଗୀ ଅତ୍ରେ ନିଜ ବାସ୍ତବ ଜୀବନକୁ ଖୁବ ଜବରଦସ୍ତ୍ ଜୀଉଁଛନ୍ତି। ଶୁଭାଙ୍ଗୀ ଆଜିକାଲି ମାଲଦ୍ୱୀପରେ ଛୁଟିଦିନ ପାଳନ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ସିଜ୍ଲିଂ ଅବତାର ଦେଖାଇ ଇଣ୍ଟର୍ନେଟ୍ ତାପମାତ୍ରାକୁ ଉଚ୍ଚରେ ରଖିଛନ୍ତି।
ଜନ୍ମଦିନରେ ନିଆରା ରେକର୍ଡ, ଓଡ଼ିଶାର ସର୍ବ କନିଷ୍ଠ ଜୁନିୟର ଆଡଭାନ୍ସଡ୍ ଓପନ ୱାଟର୍ ସ୍କୁବା ଡାଇଭର ହେଲେ ଓଡ଼ିଆ ଝିଅ ତିସ୍ୟା। ୭୦ ଫୁଟ ପାଣି ଗର୍ଭରେ ସ୍କୁବା ଡାଇଭ୍ କଲେ।
ଅସୁବିଧାରେ ଅଲୁ ଅର୍ଜୁନ। ତାଙ୍କ ନା’ରେ ଥାନାରେ ଏତେଲା ଦିଆଯାଇଛି। ଏମିତି କ’ଣ କଲେ ଯେ…
ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।