• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Adnan Sami transformation surprised fans
ଆପଣ ବି ଆଶ୍ଚର୍ଯ୍ୟ ହେବେ, ଅଦନାନ୍ ସାମିଙ୍କୁ ଏହି ରୂପରେ ଦେଖିଲେ

ପୁଣି ସାମ୍ନାକୁ ଆସିଛି ଅଦନାନ୍ ସାମିଙ୍କ ନୂଆ ଫଟୋ। ଏହି ଫଟୋରେ ସେ ତାଙ୍କର ଟ୍ରାନ୍ସଫର୍ମେସନରେ ଲୋକଙ୍କୁ ପୁଣି ଥରେ ଚକିତ କରିଛନ୍ତି। ଏଥର ସେ କେବଳ ତାଙ୍କର ରୂପାନ୍ତର ନୁହେଁ ବରଂ ଗ୍ରୁମିଙ୍ଗ୍ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି। ଲୋକମାନେ ତାଙ୍କର ଏହି ପରିବର୍ତ୍ତନକୁ ଦେଖି ଆଶ୍ଚର୍ଯ୍ୟ...

Shah Rukh Khan pathaan look twitter reaction
ଏମିତି ରୂପ ନେଇ ଆସୁଛନ୍ତି ଶାହାରୁଖ୍; ଘୋଷଣା କଲେ 'ପଠାନ'ର ରିଲିଜ୍‌ ଡେଟ୍

ଭୟଙ୍କର ରୂପରେ ଆସୁଛନ୍ତି ଶାହାରୁଖ୍। ମୁହଁରେ ରକ୍ତର ଦାଗ। ମୁଣ୍ଡରେ ଲମ୍ବା କେଶ। ବଳିଷ୍ଠ ଚେହେରା ସହ ହାତରେ ବନ୍ଧୁକ। ଏହାକୁ ଯିଏ ଦେଖିବ ସେ ତାଜୁବ୍ ହେବ।

Draupadi Murmu Nominated as President
ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।

New labour codes will impact the working hours salary provident fund pension
ନୂଆ ଶ୍ରମ ନିୟମ: ୪ ଦିନ କାମ, ୩ ଦିନ ଛୁଟି; ଜାଣନ୍ତୁ କେବେ ହେବ ଲାଗୁ

କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ୍। ବେତନ, ପେନ୍‌ସନ୍‌ ଗ୍ରାଚ୍ୟୁଇଟି ଆଦିରେ ଆସୁଛି ପରିବର୍ତ୍ତନ। ଅଧିକ ଜାଣିବା ପାଇଁ ପଢନ୍ତୁ…

Coal India Recruitment 2022
ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କୋଲ୍‌ ଇଣ୍ଡିଆରେ ଚାକିରି

ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ କୋଲ୍‌ ଇଣ୍ଡିଆରେ ଚାକିରି। ୧୦୫୦ଟି ପଦବୀ ପୂରଣ ହେବ। ଦରମା ୫୦ ହଜାର ଉପରେ।

Raimohan Parida was found dead
ସଂଳାପର କିଙ୍ଗ୍‌ ରାଇମୋହନ ପରିଡା; ‘ହେଇ ଅନାନି’ ଠାରୁ ‘କାବୁଲି… କାବୁଲି…’

‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା।

The significance of Yogini Ekadashi
ବ୍ରତଧାରୀଙ୍କ ପାଇଁ ସର୍ବଶ୍ରେଷ୍ଠ ବ୍ରତ ଯୋଗିନୀ ଏକାଦଶୀ

ଆଜି ଯୋଗିନୀ ଏକାଦଶୀ। କାହାଙ୍କ ଉପଦେଶରେ ଓ କେବେ ଏହି ବ୍ରତ ପାଳନ ହୁଏ ଜାଣିବା ପାଇଁ ପଢନ୍ତୁ…

Mass extinctions causes on earth before crores years ago
୨୫କୋଟି ବର୍ଷ ପୂର୍ବେ ହୋଇଥିବା ପ୍ରଳୟରୁ ଅନେକ ଜୀବ ସୃଷ୍ଟି ହୋଇଥିଲେ

୨୫କୋଟି ବର୍ଷ ପୂର୍ବେ ହୋଇଥିବା ବିପର୍ଯ୍ୟୟ ପରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ପଶୁମାନେ ଜନ୍ମ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅଧିକ ଦ୍ରୁତ ଥିଲେ।

Yoga tips take care of these things while doing pregnancy
ଆପଣ ଗର୍ଭବତୀ ଥାଇ ଯୋଗ କରୁଛନ୍ତି କି; ଧ୍ୟାନ ଦିଅନ୍ତୁ

ଯଦି ଜଣେ ମହିଳା ଗର୍ଭବତୀ ଥାଏ ତେବେ ଯୋଗ ମଧ୍ୟ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଏହି ସମୟରେ ନିହାତି କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।

The President Canditate Draupadi Murmu in Delhi
ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

Rasmirakha Death Follow up
ରଶ୍ମିରେଖାଙ୍କ ସହ ସମ୍ପର୍କ ଛିନ୍ନ ପରେ ତାଙ୍କୁ ଫୋନ୍ କରୁଥିଲେ କି ରାଜା?

ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ।

The history of Sanatala Tribal where Draupadi Murmu belongs to
ରାଷ୍ଟ୍ରପତି ପ୍ରତ୍ୟାଶୀ ଚୟନ ଓ ଜନଜାତି ସଶକ୍ତିକରଣ

ଓଡିଆ ମହିଳା ହେବେ ରାଷ୍ଟ୍ରପତି! ଇତିହାସ ରଚିବେ ଆଦିବାସୀ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ। ଆସନ୍ତୁ ଜାଣିବା ତାଙ୍କ ଜନଜାତି ବିଷୟରେ।

Golden opportunity to become an officer in bank of baroda
ବ୍ୟାଙ୍କ୍‌ ଅଫ୍ ବରୋଦାରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ; ୩୨୫ଟି ପଦବୀ ପୂରଣ ହେବ

ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ୍‌ ଅଫ୍ ବରୋଦାରେ ଖାଲି ପଡିଛି ୩୨୫ଟି ପଦବୀ।

Kangana Ranaut statement on Uddhav Thackarey government after demolition of her house
ଉଦ୍ଧବ ଠାକ୍‌ରେ! ଆଜି ମୋ ଘର ଭାଙ୍ଗୁଛ, କାଲି ତମ ଗର୍ବ ଭାଙ୍ଗିବ: କଙ୍ଗନା

ସତ ହେଇଛି କଙ୍ଗନାଙ୍କ ଅଭିଶାପ। ମୋ ଘର ଭାଙ୍ଗୁଛ, ତମ ଗର୍ବ ଭାଙ୍ଗିବ ବୋଲି ଦିନେ ଉଦ୍ଧବ ସରକାରଙ୍କୁ କହି ଟାର୍ଗେଟ୍ କରିଥିଲେ କଙ୍ଗନା। ଆଜି ଭାଇରାଲ ହେଉଛି ଏହି ଭିଡିଓ।

Salman Khan recalls when Suniel Shetty gifted him
ସଲମାନଙ୍କ ପାଖରେ ପୋଷାକ କିଣିବାକୁ ଟଙ୍କା ନଥିଲା, ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ

ସଲମାନ ଆଜିକାଲି ବଲିଉଡର ଜଣେ ନାମିଦାମୀ ଅଭିନେତା। ତାଙ୍କର ଟଙ୍କାର ଅଭାବ ନାହିଁ। ଅନେକ ଚାରିଟେବୁଲ୍ ଟ୍ରଷ୍ଟ୍ ପାଇଁ ସେ ଟଙ୍କା ଦେଉଛନ୍ତି। କିନ୍ତୁ ଏମିତି ବି ଏକ ଦିନ ଥିଲା ପୋଷାକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ।

What are benefits of yoga according to science
ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରେ, ଏକାଗ୍ରତା ବଢାଏ

ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।

Facts about yoga day
ଜୁନ ୨୧କୁ କାହିଁକି ସ୍ଥିର କରାଗଲା ଆନ୍ତର୍ଜାତୀୟ ଯୋଗ ଦିବସ ?

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…

Who invented yoga mats know its history
ଯୋଗ ଦିବସରେ ଆସନ୍ତୁ ଜାଣିବା ଯୋଗ ମ୍ୟାଟ୍‌ର ଇତିହାସ

ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍‌କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।

Bumper vacancy in Indian army for 10th pass
୧୦ମ ପାଶ୍ କରିଛନ୍ତି କି; ଭାରତୀୟ ସେନାରେ ଚାକିରି କରନ୍ତୁ

୧୦ ପାଶ୍‌ ପିଲାଙ୍କ ପାଇଁ ବି ସରକାରୀ ଚାକିରି। ଭାରତୀୟ ସେନାରେ ଅଛି ଚାକିରି। ୧୫୫ ପୋଷ୍ଟ୍‌ରେ ହେବ ନିଯୁକ୍ତି।

Actress Swathi Sathish botched root canal surgery goes wrong shocking
କାଳ ହେଲା ରୁଟ୍ କେନାଲ୍; ହଜିଗଲା ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ

ରୁଟ୍ କେନାଲ ପରେ ଅଭିନେତ୍ରୀଙ୍କ ଚେହେରାର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯାଇଛି। ଯିଏ ଦିନେ ଅତି ସୁନ୍ଦରୀ ଦେଖାଯାଉଥିଲେ ଆଜି ହୋଇଗଲେ ପୂରା ଅସୁନ୍ଦର। କାହାକୁ ଦେଖେଇ ପାରୁ ନାହାନ୍ତି ମୁହଁ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।