‘ତରଙ୍ଗ ସିନେ ପ୍ରଡକ୍ସନ’ର ନିର୍ମିତ ହୋଇଛି ‘ହାଏ କୃଷ୍ଣ’। କହିବ କୁଆଁରା ବାପ-ପୁଅର ନିଆରା କାହାଣୀ। ଜାଣନ୍ତୁ କେବେ ଓ କେଉଁଠି ଦେଖିବାର ସୁଯୋଗ ମିଳିବ।
ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।
ITBP କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଏନେଇ ଆବେଦନ ପ୍ରକ୍ରିୟା।
ଆପଣ ପ୍ରେକ୍ଷାଳୟ ହେଉ କି ଓଟିଟି ହେଉ ଦେଖିପାରି ନାହାନ୍ତି କି 'ପୁଷ୍ପା : ଦି ରାଇଜ୍'? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଏହାକୁ ମାଗଣାରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ କେବେ ଓ କେଉଁଠି ଦେଖିବେ…
ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।
ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି...
କମନ୍ୱେଲ୍ଥ୍ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍ରେ ପହଞ୍ଚିଛି। ଅନେକ ମହିଳା ଆଥ୍ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍ମାନଙ୍କ ବିଷୟରେ ଜାଣିନେବା।
IBPS PO / ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିକି ଥିଲେ ଜଣେ ମହିଳା। ହସ୍ପିଟାଲ୍ରେ ଦେଖାହେବା ମାତ୍ରେ ଫୋପାଡିଲେ ଚପଲ। କହିଲେ ମୁଣ୍ଡରେ ବାଜିଥିଲେ ଠିକ ହୋଇଥାନ୍ତା।
ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।
୩ ଖାନଙ୍କୁ ନେଇ ବଡ ବୟାନ ଦେଲେ ଜାହ୍ନବୀ କପୁର। କହିଲେ ସେମାନଙ୍କ ସହ କାମ କରିବା ତାଙ୍କ ପାଇଁ ଅଜବ ହେବ। ଏବା ବ୍ୟତୀତ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି।
ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।
ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।
ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ...
ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢିଗଲେ ସାଂଘାତିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ। ଗାଉଟ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।
ECIL ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍ ପୂରଣ ପାଇଁ ଆବେଦନ ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।
ରଣବୀର ସିଂହଙ୍କ ବୋଲ୍ଡ ଫଟୋକୁ ପ୍ରଶଂସା କରିଛନ୍ତି ରାଖୀ ସାୱନ୍ତ। କହିଛନ୍ତି ଏମିତି କଥା ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ସେ କ’ଣ କହିଛନ୍ତି।
ଆଇନ ଜାଲରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'। ଫିଲ୍ମରେ କିଛି ଭୁଲ୍ ଭାବେ ଚିତ୍ରଣ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ କ’ଣ ଏହି ଅଭିଯୋଗ ଆଉ କିଏ ଆଣିଛନ୍ତି ଏହି ମାମଲା ଜାଣିବା ପାଇଁ ପଢନ୍ତୁ।
ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ...
ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।