ଆସୁଛି ଅଲୁ ଅର୍ଜ୍ଜୁନଙ୍କ ‘ପୁଷ୍ପା ୨’। ସୁଟିଂ ପୂର୍ବରୁ କାହାଣୀ ହେଲା ଲିକ୍। କ’ଣ ହେବ ଶ୍ରୀଭଲ୍ଲୀଙ୍କ ଅବସ୍ଥା ଜାଣନ୍ତୁ…
ଭାଇରାଲ ହେଉଛି ଇସ୍ତଫା ପତ୍ର। ଏମିତି ଇସ୍ତଫା ପତ୍ର ଆପଣ କେବେ ବି ଦେଖି ନଥିବେ। ଏହି ଇସ୍ତଫା ପତ୍ର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ନିଆରା ଗଛ ପ୍ରେମ। ଝଡ ବେଳେ ସେ ଯେମିତି ଏକ ଗଛକୁ ରକ୍ଷା କରୁଛନ୍ତି, ଯେ କେହି ବି ତାଙ୍କୁ ସମ୍ମାନ ଦେବ।
ଆସୁଛି ରାଷ୍ଟ୍ରପତି ନିର୍ବାଚନ। ହୋଇଯାଇଛି ଦିନ ଧାର୍ଯ୍ୟ। ଭାରତରେ କିପରି ହୁଏ ରାଷ୍ଟ୍ରପତି ନିର୍ବାଚନ ଆସନ୍ତୁ ଜାଣିବା।
ଯୋଗ ଭାରତୀୟ ସଂସ୍କୃତିର ମୂଳଦୁଆ ହୋଇଥିଲେ ବି ଆଜି କେବଳ ଦେଶରେ ସୀମିତ ନାହିଁ। ଆଜି ଯୋଗ ବିଦେଶରେ ମଧ୍ୟ ପହଞ୍ଚି ପାରିଛି। କିନ୍ତୁ ଏହା ପଛରେ ରହିଛି ଅନେକ ଭାରତୀୟ ଯୋଗଗୁରୁଙ୍କ ଅବଦାନ। ଆସନ୍ତୁ ନଜର ପକେଇ ନେବା ଏହି ୫ ଯୋଗଗୁରୁଙ୍କ ଅବଦାନ ଉପରେ।
ପୁଣି ବାର୍ଡ ହିଟ୍ ଆତଙ୍କ। ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ। ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ୨୦୦ ଯାତ୍ରୀଙ୍କୁ ବଞ୍ଚେଇଦେଲା।
ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ଅନ୍-ପଏଣ୍ଟ କେମେଷ୍ଟ୍ରିରେ ଲଭ୍ ଗୋଲ୍ ମାରିଛନ୍ତି। ନିକଟରେ ଜସ୍ମିନ ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।
ଚର୍ଚ୍ଚାରେ ହ୍ରିତିକ ରୋଶନ। ସବା ଆଜାଦଙ୍କ ସହ ଅଛି କି ଆଫେୟାର୍? ପୂରା ଖବର ଜାଣିବା ପାଇଁ ପଢନ୍ତୁ।
ଜଣେ ସନ୍ତାନ ପ୍ରତି ପିତାର ଅବଦାନ ମହାନ। ପିତାର ଶିକ୍ଷା ବଳରେ ସନ୍ତାନ ହିଁ ବଳବାନ ଓ ବୁଦ୍ଧିମାନ ହୋଇଥାଏ। ଆଜି ପିତୃ ଦିବସ ଅବସରରେ ଆସନ୍ତୁ ଜାଣିବା ଦଶରଥଙ୍କ ଠାରୁ ଆରମ୍ଭ କରି ଶିବଙ୍କ ପର୍ଯ୍ୟନ୍ତ ଜଣେ ପିତାର ଭୂମିକା।
ଯୋଗ କରୁଥିବା ବ୍ୟକ୍ତି ସୂର୍ଯ୍ୟ ନମସ୍କାର ତ ନିଶ୍ଚିତ କରୁଥିବେ। କିନ୍ତୁ ଏହାର ଉପକାର ବିଷୟରେ ଜାଣିଛନ୍ତି କି? ଦେଖନ୍ତୁ…
ଶିକ୍ଷାରେ କ୍ଷେତ୍ରରେ ଆଗଉଛନ୍ତି ଝିଅ। ପୁଅମାନଙ୍କୁ ପଛରେ ପକେଇ ସବୁଥିରେ ପାଉଛନ୍ତି ସଫଳତା। ୟୁପି ବୋର୍ଡ ପରୀକ୍ଷାରେ କେଉଁମାନେ ଆଗରେ ଅଛନ୍ତି ଆସନ୍ତୁ ଜାଣିବା।
ଆପଣ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି ଏବଂ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମଧ୍ୟ ପରୀକ୍ଷାରେ ବିଫଳ ହେଉଛନ୍ତି କି? ତେବେ ଜାଣନ୍ତୁ କିପରି ସଫଳତା ପାଇବେ?
ମେଡିକାଲ୍ ହେଲ୍ଥ ସର୍ଭିସେସ୍ ରିକ୍ରୁମେଣ୍ଟ ବୋର୍ଡ ସିଭିଲ୍ ଆସିଷ୍ଟାଣ୍ଟ ସର୍ଜନ୍ ସହିତ ଅନ୍ୟାନ୍ୟ ୧୩୨୬ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆହ୍ୱାନ କରିଛି। ଜାଣନ୍ତୁ କେବେ ଠାରୁ କରିବେ ଆବେଦନ?
ଅଡୁଆରେ ଜାହ୍ନଭୀ କପୁର। ନିଜର ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଉଛନ୍ତି। ଲୋକେ ତାଙ୍କୁ ଯାହା କହୁଛନ୍ତି ଲାଜରେ ମୁଣ୍ଡ ନଇଁ ଯିବ।
'ଶମଶେରା'ର ଟିଜର ପରେ ଏବେ ରଣବୀର କପୁରଙ୍କ ଭୟଙ୍କର ଚେହେରା ସାମ୍ନାକୁ ଆସିଛି। ଆପଣ ଦେଖିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ ଏ ଆପଣଙ୍କ ଚକୋଲେଟ୍ ହିରୋ ରଣବୀର ବୋଲି।
ମଧୁମେହ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ। କେଉଁ ଯୋଗ କରିବେ ଜାଣନ୍ତୁ…
'ଲଗାନ'କୁ ପୂରିଛି ୨୧ ବର୍ଷ। ପୂରା ଟିମ୍ ମିଶି ସ୍ମୃତିକୁ କରିଛନ୍ତି ତାଜା। ମନେ ପକେଇଛନ୍ତି ବସ୍ରେ ଗାୟତ୍ରୀ ମନ୍ତ୍ର ଶୁଣି କିପରି ଯାଉଥିଲେ ଶୁଟିଂ ସେଟ୍କୁ।
ଏଇଠି ଅଛି ସରକାରୀ ଚାକିରି। ଅଛି ୨୭୯ ପଦବୀ ଖାଲି। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ଆପଣ ବି ଏହି ଚାକିରି କରିପାରିବେ।
ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ବହୁ ଉନ୍ନତି ଆସିଛି। ଅନେକ ଫିଲ୍ମ ଦର୍ଶକମାନଙ୍କୁ ହଲ୍କୁ ଟାଣିବାକୁ ବାଧ୍ୟ କରିଛି। ଆସନ୍ତୁ ସେମିତି କିଛି ଫିଲ୍ମ ଉପରେ ନଜର ପକେଇ ନେବା।
କାଶ୍ମୀର ହିନ୍ଦୁଙ୍କ ନରସଂହାର ମନ୍ତବ୍ୟକୁ ନେଇ ବିବାଦରେ ସାଇ ପଲ୍ଲଭୀ। ବଜରଙ୍ଗ ଦଳ ପକ୍ଷରୁ ଥାନାରେ ମାମଲା। କ’ଣ କହିଲେ ସାଇ ଜାଣନ୍ତୁ…