• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Sushmita sen to salman khan who are above 40 and happily single
୪୦-୫୦ ବର୍ଷ ପରେ ବି ଏମାନେ ଅବିବାହିତ; ହେଲେ ଖୁସି

ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍‌ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ...

In this valentine day enjoy these 5 films with your beloved
Valentine Day: ଭାଲେଣ୍ଟାଇନ୍ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ

ଯଦି ଆପଣମାନେ ନିଜର ଭାଲେଣ୍ଟାଇନ୍ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହିତ ଘରେ ବସି ଏମିତି କିଛି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ। ତେଣୁ ବିଳମ୍ବ ନକରି ଆସନ୍ତୁ ଏହି ୫ଟି ରୋମାଣ୍ଟିକ୍ ଚଳଚ୍ଚିତ୍ର ବିଷୟରେ ଜାଣିବା...

4 years of Pulwama attack
ପୁଲ୍‌ୱାମା ଆକ୍ରମଣର ଜବାବରେ ଆଜିଯାଏ ବି ମୁଣ୍ଡ ଉଠେଇ ପାରୁନି ଆତଙ୍କବାଦ

ପୁଲ୍‌ୱାମା ଆକ୍ରମଣକୁ ୪ ବର୍ଷ ବିତିଯାଇଛି। ୧୪ ଫେବୃଆରୀ ୨୦୧୯ରେ CRPF ଶିବିର ଉପରେ ହୋଇଥିବା ଆକ୍ରମଣ ଦେଶର ଅସ୍ମିତା ଉପରେ ସିଧାସଳଖ ଆକ୍ରମଣ ଥିଲା। ଏହାର ପ୍ରତି ଜବାବରେ ଭାରତ ଦେଖେଇଥିଲା ଏହାର କରାମତି।

Reason behind celebrating valentine day on 14 february
Valentine Day: କାହିଁକି ପାଳନ ହୁଏ ଭାଲେଣ୍ଟାଇନ୍ ଡେ’; ଜାଣନ୍ତୁ ଏହାର ଇତିହାସ

ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

Tradesman posts in Indian navy for 10th pass
୧୦ମ ପାଶ୍ କରିଥିଲେ ନୌସେନାରେ ଚାକିରି; ଦରମା ୬୩ ହଜାରରୁ ଅଧିକ

ଭାରତୀୟ ନୌସେନା ଟ୍ରେଡ୍ସମ୍ୟାନ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ମୋଟ ପୋଷ୍ଟ ସଂଖ୍ୟା ହେଉଛି ୨୪୮।

Salaar will release in 2 parts like baahubali
ପ୍ରଭାସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; ‘ବାହୁବଲୀ’ ଫର୍ମାଟ୍‌ରେ ରିଲିଜ୍ ହେବ ‘ସାଲାର୍’

ଆସୁଛି ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କ ଆକ୍ସନ୍ ଫିଲ୍ମ ‘ସାଲାର୍’। ଏହାକୁ ମଧ୍ୟ ‘ବାହୁବଲୀ’ ଫର୍ମାଟ୍ରେ ରିଲିଜ୍ କରାଯିବ ବୋଲି ଖବର ଆସିଛି। ଜାଣନ୍ତୁ କେବେ ହେବ ରିଲିଜ୍।

Shah rukh khan flaunts 8 pack abs in pathaan real or not
‘ପଠାନ୍‌’ରେ ଶାହରୁଖଙ୍କ ୮ ପ୍ୟାକ୍ ଆବ୍ସ କ’ଣ ରବର୍‌ସୁଟ୍ !

‘ପଠାନ୍‌’କୁ ନେଇ ଶାହରୁଖ ଖାନ ଏବେ ପ୍ରଶଂସକଙ୍କର ପ୍ରିୟ ହୋଇଯାଇଛନ୍ତି। ଏବେ ବି ଅନେକ ହଲ୍‌ରେ ‘ପଠାନ୍’ ଚାଲିଛି। ଏହାରି ଭିତରେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କ’ଣ ନକଲି ?...

History and purpose of celebrating world radio day
World Radio Day: ଏବେ ବି ଗ୍ରାମାଞ୍ଚଳରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହୋଇଛି ରେଡିଓ

ରେଡିଓ ହେଉଛି ଜନ ଯୋଗାଯୋଗର ଏକ ମାଧ୍ୟମ, ଯାହା ମାଧ୍ୟମରେ ବର୍ତ୍ତମାନ ବି ଅନେକ ଲୋକଙ୍କୁ ବାର୍ତ୍ତା ପହଞ୍ଚାଯାଉଛି। ବର୍ତ୍ତମାନ ଭାରତରେ ୨୧୪ କମ୍ୟୁନିଟି ରେଡିଓ ପ୍ରସାରଣ କେନ୍ଦ୍ର ଅଛି।

People do not wear clothes in this village
ଏମିତି ଗାଁ ଯେଉଁଠି ଲୋକେ କିଛି ପିନ୍ଧନ୍ତି ନାହିଁ; ପର୍ଯ୍ୟଟକଙ୍କ ପାଇଁ ବି ଲାଗୁ

ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି...

History of India from Hindusthan to Hindustan
ଥିଲା ଭାରତବର୍ଷ; କାହିଁକି ହେଲା ଇଣ୍ଡିଆ

ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ...

What is semester internship
ସେମିଷ୍ଟାର୍ ଇଣ୍ଟର୍ନସିପ୍ କ’ଣ; କିପରି ଲାଭ ନେବେ ଫ୍ରେସର୍ସ ଇଂଜିନିୟର

ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।

Kiara advani without sindoor and mangalsutra
କିଆରାଙ୍କୁ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ଦେଖି ଲୋକେ କହିଲେ କାହିଁକି ବାହା ହେଲ

ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…

ମହାଶିବରାତ୍ରୀରେ କରନ୍ତୁ ଏହି କାମ; ସନ୍ତୁଷ୍ଟ ହେବେ ଶିବ ଓ ଶନି
Mahashivratri: ମହାଶିବରାତ୍ରୀରେ କରନ୍ତୁ ଏହି କାମ; ସନ୍ତୁଷ୍ଟ ହେବେ ଶିବ ଓ ଶନି

ଚଳିତ ବର୍ଷ ମହାଶିବରାତ୍ରୀ ଶନିବାର ପଡୁଛି। ଏହି ଦିନ ଶନି ବ୍ରତ ଯୋଗୁଁ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇପାରନ୍ତି। ଭଗବାନ ଶିବଙ୍କୁ ପୂଜା କରି ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିପାରେ। ଜାଣନ୍ତୁ କିପରି କରିବେ ଉଭୟ ଶନି ଓ ଶିବଙ୍କୁ ସନ୍ତୁଷ୍ଟ।

Shehnaaz gill tells why girls do not trust boys
ଆଜିକାଲି ଆମେ ପୁଅମାନଙ୍କ ଉପରେ ବିଶ୍ୱାସ ହରାଇଛୁ : ଶହନାଜ ଗିଲ୍

ଶାହୀଦ କପୁର ଓ ଶହନାଜ ଗିଲ୍‌ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…

5 artists who created a unique identity as Shiva
Mahashivratri: ଶିବ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୫ କଳାକାର

ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି।...

Indian Bank Recruitment for specialist officer
Indian Bankରେ ନିଯୁକ୍ତି ହେବେ ସ୍ପେଶାଲିଷ୍ଟ୍‌ ଅଫିସର୍‌; ଦରମା ୮୦ ହଜାରରୁ ଅଧିକ

Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।

Sidharth malhotra spent 2 crores rupees for kiara advani mangalsutra
କିଆରାଙ୍କ ମଙ୍ଗଳସୂତ୍ର ପାଇଁ ଏତେ କୋଟି ଖର୍ଚ୍ଚ କରିଛନ୍ତି ସିଦ୍ଧାର୍ଥ

କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Fardeen Khan  stuns fans by fat to fit amazing transformation
ଏମିତି ଦେଖାଗଲେଣି ହ୍ୟାଣ୍ଡସମ୍ ହିରୋ ଫରଦ୍ଦିନ ଖାନ

୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ ଖାନ୍। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା। ହେଲେ କାହିଁକି…

Why we celebrate maha shivratri in phalgun month every year
Mahashivratri: ମହାଶିବରାତ୍ରୀ ପଛର ୪ଟି ବଡ଼ କାରଣ; ଆସନ୍ତୁ ଜାଣିବା…

ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ୪ଟି ବଡ଼ କାରଣ ଅଛି। ଆସନ୍ତୁ ଜାଣିବା…

Bell patra plucking and offering rules to please lord shiva
Mahashivratri : ଶିବଲିଙ୍ଗ ଉପରେ କିପରି ଚଢେଇବେ ବେଲପତ୍ର

ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।