• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Book launched programme
'ଲେଖକର ଭାବ ଓ ଅନୁଭବ ତା’ର ସୃଷ୍ଟିକୁ ପ୍ରଭାବିତ କରିଥାଏ'

ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍‌ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଓ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’ ଉନ୍ମୋଚିତ ହୋଇଯାଇଛି।

Vidyut Jamwal doing action film with Chuck Russell
ହଲିଉଡ୍‌ରେ ଆକ୍ସନ ଷ୍ଟଣ୍ଟ୍ ଦେବେ ବିଦ୍ୟୁତ ଜାମୱାଲ୍‌

ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍‌କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ...

Shah Rukh Khan worked hard to get 6 pack abs
୬ ପ୍ୟାକ୍ ବଡୀ ପାଇଁ କମ୍ ପରିଶ୍ରମ କରି ନାହାନ୍ତି ଶାହରୁଖ ଖାନ

ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍‌ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କଠୋର ପରିଶ୍ରମ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...

Best career option after BA
Career Tips: B.A ପରେ କ୍ୟାରିୟର୍‌କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ

BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...

Chinmayi's mother does not believe the suicide theory
ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନାହାନ୍ତି ଚିନ୍ମୟୀଙ୍କ ମାଆ; ନ୍ୟାୟ ପାଇଁ ହାଇକୋର୍ଟ ଯିବେ

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ...

State Govt tribal card before election
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରର ଆଦିବାସୀ କାର୍ଡ

୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Last Date Extended for 388 Non Teaching Posts in JNU
ଖୁସି ଖବର; JNUରେ ଘୁଞ୍ଚିଲା ଆବେଦନ ତାରିଖ

JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

Pathaan’s deleted scene will be show on ott
'ପଠାନ' ପ୍ରେମୀଙ୍କ ପାଇଁ ଖୁସି ଖବର, ଡିଲିଟ୍ ହୋଇଥିବା ସିନ୍‌କୁ ଦେଖିପାରିବେ

'ପଠାନ' କୁ ନେ‍ଇ ନୂଆ ଖବର। ଡିଲିଟ୍ ହୋଇଥିବା ସିନ୍‌କୁ ଦେଖିବେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ଏଥିରୁ କେତେକ ସିନ୍‌କୁ କଟା ଯାଇଥିଲା। ଏବେ ଦର୍ଶକ ଏହାକୁ ଦେଖି ପାରିବେ।

Priyanka chopra reveals first time she got equal pay in citadel
ପ୍ରିୟଙ୍କା ଚୋପ୍ରାଙ୍କ ଉପଲବ୍ଧି; ଆପଣ ବି କହିବେ ସାବାସ୍ ଦେଶୀ ଗାର୍ଲ

‘ସିଟାଡେଲ୍‌’କୁ ନେଇ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାରେ। ଏହି ସମୟରେ, ଦେଶୀ ଗାର୍ଲଙ୍କ ଏକ ମତ ଆଲୋଚନାର ପରିସରକୁ ଆସିଛି। ମନୋରଂଜନ ଦୁନିଆରେ ୨୨ ବର୍ଷ କାମ କଲା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତୁ ଜାଣିବା

Why kidney failure happen how it can be prevented
World Kidney Day 2023: କାହିଁକି ଫେଲ୍ ହେଉଛି କିଡ୍‌ନୀ; ଏହି ଜଟିଳ ସମସ୍ୟାରୁ କିପରି ମିଳିବ ରକ୍ଷା

ଆଜି ବିଶ୍ୱ କିଡ୍‌ନୀ ଦିବସ। ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍‌ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ କିଡ୍‌ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା…

How to remove holi colors from your body
ଆପଣଙ୍କ ପାଇଁ ୭ଟି ଟିପ୍ସ, କିପରି ଛଡେଇବେ ହୋଲି ରଙ୍ଗ

ଅଧିକାଂଶ ଲୋକଙ୍କୁ ତ ହୋଲି ଖେଳିବାକୁ ଭଲ ଲାଗେ। କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା...

Who played the worlds first holi
ସଂସାରରେ ପ୍ରଥମେ କିଏ ଖେଳିଥିଲେ ହୋଲି

ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ...

Why womens day is celebrated on 8 march
Womens Day 2023: କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଆପଣ ଜାଣନ୍ତି କି ଏହି ଦିବସ ପାଳନ କିପରି ଏବଂ କେବେ ଆରମ୍ଭ ହେଲା? ପ୍ରତିବର୍ଷ କେବଳ ମାର୍ଚ୍ଚ ୮ରେ କାହିଁକି ଏହି ଦିନ ପାଳନ କରାଯାଏ?

Manish Sisodia first day in tihar jail
ଜେଲ୍‌ରେ ସିସୋଦିଆଙ୍କ ପ୍ରଥମ ରାତି; ସାଙ୍ଗରେ କ’ଣ ନେଇଥିଲେ, କ’ଣ ଖାଇଲେ ଜାଣନ୍ତୁ...

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍‌ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍‌ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…

Deepika Padukone shared Louis vuitton look for paris fashion week
ପ୍ୟାରିସ୍‌ ଫ୍ୟାଶନ୍‌ ସପ୍ତାହରେ ଆମ୍ବାସଡର ଭାବେ ପହଞ୍ଚିଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ପ୍ୟାରିସ୍ ଫ୍ୟାଶନ୍ ସପ୍ତାହରେ ପହଞ୍ଚିଛନ୍ତି। ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି।

NEET UG 2023 registration begins apply before 6 april
ଆରମ୍ଭ ହୋଇଛି NEET ପଞ୍ଜିକରଣ ପ୍ରକ୍ରିୟା; ଜାଣନ୍ତୁ କିପରି କରିବେ ଆବେଦନ

NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।

Dola Yatra 2023 in odisha
ଗାଁ ଗାଁ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ...

Odisha Adarsha Vidyalaya Recruitment 2023: Over 1000 vacancies for principal, teacher posts out
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ

ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।

Khushboo sundar reveals when she was 8 years sexually abused by her father
୮ ବର୍ଷରେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ଖୁସ୍‌ବୁ ସୁନ୍ଦର

ଅଭିନେତ୍ରୀ / ରାଜନେତା ଖୁସ୍‌ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।

Ajay Devgan Tabu action packed bholaa trailer out
ଆସିଲା ‘ଭୋଲା’ର ଟ୍ରେଲର୍‌; ଜାଣନ୍ତୁ କେବେ ହେବ ରିଲିଜ୍

ରିଲିଜ୍ ହୋଇଛି ଅଜୟଙ୍କ ଆକ୍ସନ୍ ପ୍ୟାକ୍ 'ଭୋଲା'ର ଟ୍ରେଲର। ପୁରା ଟ୍ରେଲରରେ ଶିବ ଭକ୍ତ ଅଜୟଙ୍କ ଷ୍ଟାଇଲ୍ ଦେଖିବାକୁ ମିଳେ। ଏଥିସହ ଧୂଆଁଧାର୍ ଆକ୍ସନ୍ ଏବଂ ଦମଦାର ଡାଏଲଗ୍ ରହିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।