ସେ ଚଳଚ୍ଚିତ୍ର ହେଉ କି ଟିଭି ଇଣ୍ଡଷ୍ଟ୍ରି, ଗ୍ଲାମର୍ ସହ ଜଡିତ ଅଭିନେତ୍ରୀମାନେ ସେମାନଙ୍କ ଫିଟ୍ନେସ୍ ପ୍ରତି ସବୁବେଳେ ସଚେତନ ଥାଆନ୍ତି। ଅଭିନୟ ସହିତ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କେବେ ବି ଭୁଲନ୍ତି ନାହିଁ। ତେବେ ଆସନ୍ତୁ ସେହି ଫିଟ୍ନେସ୍ ପ୍ରେମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା,...
ଭାରତରେ ପ୍ରତିବର୍ଷ ଡିସେମ୍ବର ୨୪ରେ “ଜାତୀୟ ଖାଉଟି ଅଧିକାର ଦିବସ” ପାଳନ କରାଯାଏ। କ’ଣ ଏହାର ଉଦ୍ଦେଶ୍ୟ, ଏହା ପଛରେ କ’ଣ ରହିଛି ଇତିହାସ, କ’ଣ ରହିଛି ନିୟମ ଜାଣିବା ପାଇଁ ପଢନ୍ତୁ।
ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।
ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି...
କମାଲ କଲେ ଯୁବ ଇଞ୍ଜିନିୟର। ଭାରତୀୟ ପୁରୁଷ ଭାବେ 'ମଲ୍ଲଖମ୍ବ'ରେ ପାଇଲେ ପ୍ରଥମ ଅର୍ଜୁନ ପୁରସ୍କାର। ଖୁସିରେ ପରିବାର ସହିତ ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ।
ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...
ୟୁପିଏସ୍ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।
‘ପଠାନ୍’ର ବିବାଦ ଭିତରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।
ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।
ଚଳିତ ବର୍ଷ ବଲିଉଡ୍କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍ର ଏହି ଫିଲ୍ମ ରହିଛି।
ବଲିଉଡ୍ର ଜଣେ ଜଣାଶୁଣା ନା’ ହେଲା ଗୋବିନ୍ଦା। ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପିଲାଦିନ ଖୁବ ଦାରିଦ୍ର୍ୟରେ କଟିଥିଲା। ଜନ୍ମବେଳେ ତାଙ୍କ ବାପା ତାଙ୍କୁ କୋଳକୁ ମଧ୍ୟ ନେଇ ନଥିଲେ। ଇଂଲିଶ ଜାଣି ନଥିବାରୁ ଚାକିରି ମିଳି ନଥିଲା। ଆସନ୍ତୁ ଜାଣିବା ତାଙ୍କ...
ଏ ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ରାସ୍ତା ପାର ହେବାକୁ ବି ଡରୁଛନ୍ତି। ରାସ୍ତାରେ ଚାଲୁ ଚାଲୁ ସେ ପଥର ହୋଇଯାଆନ୍ତି। ତାଙ୍କୁ ‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ୍’ ହୋଇଥିବା ଜଣାଯାଇଛି। କ’ଣ ଏହି ସମସ୍ୟା…
‘ବେଶରମ୍ ରଙ୍ଗ୍’ ଗୀତରେ ଦୀପିକାଙ୍କ ଡ୍ରେସ୍ ଡିଜାଇନିଂ କରିଥିବା ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ରିଲିଜ୍ ହୋଇଛି ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଯଦି ଏହାର ଭିଡିଓ ଆପଣ ଦେଖିବାକୁ ଚାହୁଛନ୍ତି ତେବେ ଇୟରଫୋନ୍ ବ୍ୟବହାର କରନ୍ତୁ। ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାରଙ୍କ ମୁହଁରୁ ଖରାପ ଗାଳି ହିଁ ଶୁଣିବେ।
ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା...
ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…
ଓଡିଶାରେ ଶିକ୍ଷକ ପଦବୀ ପାଇଁ ବିରାଟ ଖାଲି ସ୍ଥାନ ରହିଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ୭୫୪୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ପୋଷ୍ଟ୍ ମଧ୍ୟରୁ ୨୪୮୭ଟି ପୋଷ୍ଟ୍ ମହିଳାମାନଙ୍କ ପାଇଁ ରହିଛି।
ବିଶ୍ୱ ଦରବାରରେ ଭାରତକୁ ପୁଣି ଚମକେଇଛନି ସର୍ଗମ୍ କୌଶଲ। ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଦେଇଛନ୍ତି ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ୍। ତେବେ ଆସନ୍ତୁ ଜାଣିବା କିଏ ଏହି ସରଗମ୍ କୌଶଲ୍।