ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କମ୍ପ୍ୟୁଟର ଜି’ଙ୍କ ସହାୟତାରେ ସାହାଯ୍ୟରେ ପ୍ରଶ୍ନର ଗଦା ସହିତ ଟିଭିରେ ନଜର ଆସିବେ। ଆପଣମାନେ ମଧ୍ୟ ଆଖିରେ ଅନେକ ସ୍ୱପ୍ନକୁ ସଜେଇଥିବେ, ଯାହାକୁ ପୂରଣ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ଥିବ। ତେଣୁ ଏହି ସୁଯୋଗ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରେ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…
ଓଡ଼ିଶାରେ କିଡ୍ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍ନୀ ପ୍ରତିରୋପଣ।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବଲିଉଡ୍ର ସବୁଠାରୁ ଭଲ ଦମ୍ପତି କୁହାଯାଉଥିଲେ ବି ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଗତ କିଛି ବର୍ଷ ଧରି, ଦମ୍ପତିଙ୍କ ମଧ୍ୟରେ ଖେଟ୍ଖାଟ୍ ହେବା ଖବର ସାମ୍ନାକୁ ଆସିଛି। ଅନେକ ସମୟରେ ଅଭିଷେକଙ୍କ ଉପରେ ଐଶ୍ୱର୍ଯ୍ୟା ରାଗିବା ସହ ନାଲି ଆଖି...
‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ସହିତ ‘ହୋମ୍ବଲେ ଫିଲ୍ମସ୍’ ଦର୍ଶକଙ୍କ ହୃଦୟ ଉପରେ ରାଜ୍ କରିସାରିଛି। ଇଣ୍ଡଷ୍ଟ୍ରୀ ଏବେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ସହିତ ଫେରିବା ନେଇ ସଜବାଜ ହେଉଛି। ଏହାର ପ୍ରଥମ ଲୁକ୍ ଜାରି ହୋଇଛି। ପୋଷ୍ଟର୍ କହୁଛି ନିଆଁ ଲଗେଇବ ଫିଲ୍ମ।
ଆଜିକାଲି ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ପାଇଁ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଫିଲ୍ମ ବକ୍ସ ଅଫିସ୍ରେ ଆତଙ୍କ ସୃଷ୍ଟି କରିପାରେ ଏବଂ ସଲମାନ ଖାନଙ୍କ କ୍ୟାରିଅରକୁ ମଧ୍ୟ ଏକ ନୂଆ ମୋଡ଼ ଦେଇପାରେ। ଏହା ପଛରେ ୫ଟି...
ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା...
ଚାରିଆଡେ ଏବେ ବୋତଲ ପାଣିର ଚାହିଦା। ଏହାକୁ ନେଇ ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏହା କ’ଣ ସତରେ ଶୁଦ୍ଧ? ଏହା କ’ଣ ଶରୀରକୁ ସୁସ୍ଥ ରଖେ? ଆସନ୍ତୁ ଜାଣିବା…
ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର। ପାଣିରେ ଆସୁଛି ତରଙ୍ଗ କିନ୍ତୁ ଚିତ୍ରକୁ ପାରୁନି ବିଗାଡି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଚିତ୍ରକର ନିଜ କଳାର ଚାତୁରିରେ ଲୋକଙ୍କ ମନ ମୋହୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।
ଲଗାତାର ତିନିଟି ଫ୍ଲପ୍ ପରେ ଅସୁବିଧାରେ ପଡିଛନ୍ତି ରଣବୀର ସିଂହ। ତାଙ୍କ କ୍ୟାରିୟର ଉପରେ କଳା ବାଦଲ ଘୋଟି ଆସିଛି। YRF ତାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।
ଘୋଷଣା ହେଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ର ରେଜଲ୍ଟ। ୧୯ ବର୍ଷର ନନ୍ଦିନୀ ଗୁପ୍ତା ଏହାର ତାଜ୍କୁ ହାତେଇ ନେଇଛନ୍ତି। ଏହି ଅବସରରେ ତାଙ୍କର ବିଭିନ୍ନ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି। କିଏ ଏହି ନନ୍ଦିନୀ ଗୁପ୍ତା…
ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଔଷଧ ଖାଉଥିବାବେଳେ ସାଧାରଣତଃ ସ୍ୱର ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରିଥାଉ। ମାନବ ସ୍ୱର ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର ଏବଂ ଉତ୍ତମ ସଂଚାର ପାଇଁ ଏହା ଜରୁରୀ। ତେବେ ଏହାକୁ କିପରି ଠିକ ରଖିବା ସେଥିପାଇଁ ଦୃଷ୍ଟି ଦେବା ଜରୁରୀ ନୁହେଁ କି?
ରାସ୍ତା ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ପ୍ରତିଭା ନିଶ୍ଚିତ ଭାବରେ ଏହାକୁ ଅତିକ୍ରମ କରି ଆଗକୁ ବଢି ଚାଲେ। ଏକ ଦୁର୍ଘଟଣାରେ ଭରତ ସିଂହ ହରେଇଲେ ହାତ। ଅଧ୍ୟୟନ ପାଇଁ ସାହାରା ହେଲା ପାଦ। ହେଇଗଲେ କୃଷି ପର୍ଯ୍ୟବେକ୍ଷକ। ପାରା ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିଛନ୍ତି।
ଓଡ଼ିଆ ନୂଆବର୍ଷକୁ କେବଳ ଓଡ଼ିଶାରେ ନୁହେଁ, ଏହାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ପାଳନ କରାଯାଇଛି। ବାହାରିନ ଓଡିଆମାନେ ଓଡିଆ ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିଛନ୍ତି। ବାହାରିନ ଓଡିଆ ସମାଜ ଏହାକୁ ପାଳନ କରିଛି।
ଦର୍ଶକମାନେ 'କ୍ରିଶ୍ ୪' ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି। ଏହାକୁ ନେଇ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ହ୍ରିତିକ ରୋଶନଙ୍କ ଏହି ଦମଦାର ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ମିଳିଛି। କାମ କୋଉ ପର୍ଯ୍ୟନ୍ତ ଗଲାଣି, କେବେ ରିଲିଜ୍ ହେବ ଜାଣିବାକୁ ପାଇଁ ପଢନ୍ତୁ।
ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…
ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଶକ୍ତିପୀଠଗୁଡିକରେ ଝାମୁଯାତ୍ରା ଦେଖିବାକି ମିଳିଥିଲା। ମାନସିକଧାରୀମାନେ ରଡ ନିଆଁରେ ଚାଲିଥିଲେ। ଆସନ୍ତୁ ଭୁବନେଶ୍ୱରର କେଦାରପଲ୍ଲୀ ବାବୁଜିନଗର ଓ ଶିଶୁଭବନର ତାରିଣୀ ମନ୍ଦିରର ସେଭଳି କିଛି ଦୃଶ୍ୟ ଉପରେ ନଜର ପକେଇ ନେବା।