• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to improve digital skills for better career
Career Tips: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ କିପରି କରିବେ ଡେଭେଲପ୍।

Why neglecting the memory of Madhusudan Das
ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

ଆଜି ମଧୁବାବୁଙ୍କ ତିରୋଧାନ ଦିବସ। ଓଡିଆ ଜାତି ପ୍ରତି ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ଓଡିଆ ପାଇଁ ସେ ଯାହା କରିଛନ୍ତି ସେସବୁକୁ ପ୍ରତି ଓଡିଆ ଗର୍ବର ସହ କହିପାରେ। ହେଲେ ଆଜି ଓଡିଆର ସେହି ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅଣଦେଖା କରାଯାଉଛି…

Ask me session with fans one fan wants 1 crore rs from pathaan earning
‘ପଠାନ’ର ୭୦୦ କୋଟି ରୋଜଗାରରୁ ୧ କୋଟି ମାଗିଲେ ଫ୍ୟାନ୍

ଶାହରୁଖ ଖାନ୍‌ ଟ୍ୱିଟର୍‌ରେ ASK SRK ରେ ଏକ ସେସନ କରିଥିଲେ। ଏହି ସେସନ୍‌ରେ ଶାହରୁଖଙ୍କ ପ୍ରତ୍ୟେକ ଉତ୍ତର ପଢିବା ପରେ, ଆପଣ ନିଶ୍ଚିତ ଭାବରେ ହସିବାକୁ ଲାଗିବେ।

Veteran singer vani jairam passed away
ପଦ୍ମଭୂଷଣ ଗ୍ରହଣ କରିବା ପୂର୍ବରୁ ଚାଲିଗଲେ ଗାୟିକା ବାଣୀ ଜୟରାମ

ଆଉ ନାହାନ୍ତି ଦିଗ୍‌ଗଜ ଗାୟିକା ବାଣୀ ଜୟରାମ। ୭୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଚଳିତ ବର୍ଷ ସେ ପଦ୍ମଭୂଷଣ ପାଇବା ନେଇ ଘୋଷଣା ହୋଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅତୁଳନୀୟ।

notification For constable trademasn posts
BSFରେ କନ୍‌ଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

BSF କନ୍‌ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।

5 bollywood actress who got pregnant before marriage
ବଲିଉଡ୍‌ର ୫ ନାୟିକା, ଯିଏ ବିବାହ ପୂର୍ବରୁ ହୋଇଥିଲେ ଗର୍ଭବତୀ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ଗର୍ଭଧାରଣକୁ ଲୁଚାଇ ରଖିଥିଲେ, ଆଉ କେତେକ ଗର୍ଭଧାରଣ ବିଷୟରେ ଜାଣିବା ମାତ୍ରେ ଶୀଘ୍ର ବିବାହ କରିନେଇଥିଲେ। ତେବେ ଆସନ୍ତୁ ସେମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିନେବା…

First salary of these superstars will shock you
ଆଜି କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ତାରକାଙ୍କ ପ୍ରଥମ ଦରମା ୫୦ ତ କାହାର ୧୦୦ ଟଙ୍କା ଥିଲା

ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍‌ଷ୍ଟାର୍‌ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ...

ଦେଖି ନଥିବେ ଏମିତି ପ୍ରେମ ଚିଠି; ଦେଖିଲେ ହସି ହସି ଗଡିଯିବେ
ଦେଖି ନଥିବେ ଏମିତି ପ୍ରେମ ଚିଠି; ଦେଖିଲେ ହସି ହସି ଗଡ଼ିଯିବେ

ପ୍ରାୟ ସମସ୍ତେ ତ ପ୍ରେମ ଓ ଭଲ ପାଇବାର କଥାକୁ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ଆଜିର ଦୁନିଆରେ, ଯେତେବେଳେ ଲୋକେ ସେମାନଙ୍କ ପ୍ରେମିକ ବା ପ୍ରେମିକାକୁ ପ୍ରେମର ଭାଷା କହୁଥିବାର ଦେଖାଯାଏ ତାହା ହସେଇବାକୁ ବାଧ୍ୟକରେ।

Mother gave birth to daughter alone while driving car
ଅଜବ: କାର୍ ଭିତରେ ହେଲା ପେନ୍; ନିଜେ କରିଦେଲେ ଡେଲିଭରୀ

ସାମ୍ନାକୁ ଏକ ଅଜବ ଖବର ଆସିଛି। ଗର୍ଭବତୀ ମହିଳା ଜଣଙ୍କ ଚଳଉଥିଲେ କାର୍। ହଠାତ୍ ଆରମ୍ଭ ହେଲା ପେନ୍। ନଥିଲା କିଛି ଉପାୟ। ନିଜେ ନିଜେ କରିଦେଲେ ଡେଲିଭରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ। ଦେଖନ୍ତୁ…

ugc guidelines for students how to get credit score
Career: UGCର ନୂଆ ନିୟମ; ଏମିତି କଲେ ଛାତ୍ରଛାତ୍ରୀ ପାଇବେ କ୍ରେଡିଟ୍ ସ୍କୋର୍

ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କ୍ରେଡିଟ୍ ସ୍କୋର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। UGCର ଏହି ନୂଆ ପଦକ୍ଷେପ ଦେଶର ସାକ୍ଷରତା ମିଶନକୁ ବୃଦ୍ଧି କରିବ।

Registration begins at upsc
UPSCରେ ୧୧୦୫ ଟି ପଦବୀ ପାଇଁ ନିଯୁକ୍ତି

UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଘ ଲୋକ ସେବା ଆୟୋଗ, UPSC ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ବିଜ୍ଞପ୍ତି ପ୍ରକାଶ କରିଛି।

Nirmala sitharaman and morarji desai presented budget maximum number of times
ଅପରାହ୍ନ ୫ଟାରେ ଉପସ୍ଥାପିତ ହେଉଥିଲା ବଜେଟ୍; କିଏ କଲେ ପରିବର୍ତ୍ତନ…

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ଉପସ୍ଥାପନ ହୋଇଛି। କେତେକ ଜିନିଷ ଶସ୍ତା ହୋଇଛି ତ ପୁଣି କେତେକ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ବଜେଟ୍ ସହିତ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ତଥ୍ୟଗୁଡିକ ଉପରେ ନଜର ପକେଇବା।

Here are 5 films on budget that relax you
ବଜେଟ୍‌କୁ ନେଇ ଆପଣ ନିରାଶ କି; ଦେଖିନିଅନ୍ତୁ ଏହି ୫ ଫିଲ୍ମ

ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ। ବଜେଟ୍ ଉପସ୍ଥାପନ ପରେ ଅନେକ ମଧ୍ୟ ଏହାକୁ ନେଇ ନିରାଶ ହୋଇଥିବେ। ତେବେ ଆପଣଙ୍କ ମନକୁ ହାଲୁକା କରିବା ନେଇ ବଜେଟ୍ ଆଧାରିତ ଏହି ଫିଲ୍ମଗୁଡିକୁ ଥରେ ଦେଖି ନିଅନ୍ତୁ। ବଜେଟ୍‌କୁ ନେଇ ଆପଣଙ୍କ ମନ ଯଦି ନିରାଶ ହୋଇଯାଇଥିବ ତେବେ ନିଶ୍ଚିତ...

James Wilson Father of Indian budget
କିଏ ଥିଲେ ଭାରତର ପ୍ରଥମ ବଜେଟ୍ ନିର୍ମାତା…

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟ୍‌ରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?...

Budget definition meaning and type
ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି । ଆପଣ ଯଦି ଏ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ...

Husband surprised his wife by picture tattoo
Viral Video: ନିଜ ବାହୁରେ ପତ୍ନୀଙ୍କ ଟାଟୁ କରି ଦେଲେ ସର୍‌ପ୍ରାଇଜ୍

ନିକଟତମ ବ୍ୟକ୍ତିଙ୍କୁ ସର୍ପ୍ରାଇଜ୍ ଦେବା ପରେ ମିଳୁଥିବା ଆନନ୍ଦ ଏବଂ ସୁଖକୁ ତୁଳନା କରାଯାଇପାରିବ ନାହିଁ। ଏହିପରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚିତ୍ରକୁ ନିଜ ବାହୁରେ ଟାଟୁ କରି ତାଙ୍କୁ ଖୁସି ଦେଇଛନ୍ତି। ଭାଇରାଲ୍ ହେଉଛି ଭିଡିଓ।

Story of Aasumal to Asaram from tea shop assistant to become a baba
ଆସୁମଲରୁ ଆଶାରାମ - ମଦ ବେପାରୀରୁ ଧର୍ମଗୁରୁ; କିପରି ଥିଲା ଯାତ୍ରା

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଏହାପରେ ମଦ ବେପାର ଓ କ୍ଷୀର ଦୋକାନରେ ମଧ୍ୟ କାମ କରିଛନ୍ତି। ହେଲେ କିପରି ହେଲା ଆଧ୍ୟାତ୍ମିକ ଗୁରୁ ଆସନ୍ତୁ ଜାଣିବା।

Is it a conspiracy to kill Naba Das what is your view
ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର କି ? ଜାଣନ୍ତୁ କିଏ କ’ଣ କହୁଛନ୍ତି...

ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

Ponniyin Selvan 2 release date announced
ଆସୁଛି 'ପୋନ୍ନିୟିନ୍ ସେଲଭନ୍-୨'; ଏହିଦିନ ହେବ ରିଲିଜ୍

'ପୋନ୍ନିୟିନ୍ ସେଲଭନ୍-୧' ୨୦୨୨ ମସିହାରେ ସବୁ ପ୍ରେକ୍ଷାଳୟରେ ଜବରଦସ୍ତ ଧମାକା ସୃଷ୍ଟି କରିଥିଲା। ସବୁ ଦର୍ଶକ ଉତ୍ସାହର ସହିତ 'ପୋନ୍ନିୟିନ୍ ସେଲ୍‌ଭନ୍ ୨' କୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ କେବେ ହେବ ରିଲିଜ୍।

Actress preity zintas biography study and career
Happy Birthday: ସମୟ ଏମିତି ଆସିଲା ମାତ୍ର ୧୩ ବର୍ଷରେ ପ୍ରୀତି ଜିଣ୍ଟାଙ୍କୁ ନେବାକୁ ହେଲା ଘରର ଦାୟିତ୍ୱ

ବଲିଉଡ୍‌ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୧ ଜାନୁଆରୀ ୧୯୭୫ରେ ଶିମଲା ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଆସନ୍ତୁ ତାଙ୍କ ପିଲାଦିନ, ପାଠପଢା ଆଦି ବିଷୟରେ ଜାଣିନେବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।