ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।
ବିନୋଦ ମେହେରା ତାଙ୍କର ସୁନ୍ଦର ଚେହେରା ଏବଂ ବ୍ୟକ୍ତିତ୍ୱ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇ ଯାଇଥିଲେ। ସେତେବେଳେ ଅନେକ ବଲିଉଡ୍ ନାୟିକାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ସେ ମଧ୍ୟରୁ ରେଖା ମଧ୍ୟ ଜଣେ। କୁହାଯାଏ ସେ ତାଙ୍କୁ ଲୁଚିକି ବାହା ହୋଇଯାଇଥିଲେ। ହେଲେ…..
ଗୋଟିଏ ସମୟରେ ଚନ୍ଦ୍ରଚୂଡ ସିଂହ ବଲିଉଡ୍ର ଜଣେ ଆଗଧାଡିର ଅଭିନେତା ଥିଲେ। ନିଜ ଦମ୍ରେ ସେ ବଲିଉଡ୍ ଦୁନିଆକୁ କବ୍ଜା କରି ନେଇଥିଲେ। ହଠାତ ତାଙ୍କ ଜୀବନରେ ଘଟିଗଲା ଏମିତି ଏକ ଘଟଣା ଯାହା ତାଙ୍କ କ୍ୟାରିୟରକୁ ବର୍ବାଦ କରିଦେଲା। ସେ କ’ଣ ଆଉ ବଲିଉଡ୍କୁ ଫେରିବେ ନାହିଁ…!
ଟ୍ରେନ୍ରେ ଆମକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବାର ଦାୟିତ୍ୱ ଲୋକୋ ପାଇଲଟଙ୍କର ଥାଏ। ଲୋକୋ ପାଇଲଟଙ୍କ ଦାୟିତ୍ୱ ଏକ ବିମାନ ପାଇଲଟଙ୍କ ଭୂମିକା ସହିତ ସମାନ। ତେବେ ଆପଣ ଯଦି ଲୋକୋ ପାଇଲଟ୍ ହେବାକୁ ଚାହାନ୍ତି ତେବେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେଉଥିବା ଆଦିବାସୀ ମେଳାରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକେ ମେଳା ବୁଲିବା ସହ ବିଭିନ୍ନ ଆଦିବାସୀ କଳାକୁ ଉପଭୋଗ କରୁଛନ୍ତି ଓ କିଛି ଘରକରଣା ଜିନିଷ କିଣୁଛନ୍ତି। ବିଭିନ୍ନ ଆଦିବାସୀ ନାଚ ଗୀତରେ ଦୁଲୁକୁଛି ମଞ୍ଚ।
ବ୍ୟାଙ୍କ୍ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଚୟନ ପ୍ରାର୍ଥୀ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବେ।
ବଲିଉଡ୍ରେ ଅନେକ ଭୟଙ୍କର ଭିଲେନ୍ ନଜର ଆସିଛନ୍ତି। ସେ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି, ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।
ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।
ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି।
IIMରେ ଅଧ୍ୟାପକ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତ କରିବ। ଏ କ୍ଷେତ୍ରରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହାର ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ପଢନ୍ତୁ।
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିନେବା।
ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣାର ପ୍ରେମ କାହାଣୀ। ଭାଉଜ-ନଣନ୍ଦଙ୍କ ଅଦ୍ଭୁତ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାନ ନଣନ୍ଦର ପ୍ରେମରେ ପଡିଗଲେ ଭାଉଜ। ହୋଇଗଲେ ବାହା। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ରହୁଛନ୍ତି।
ବଲିଉଡ୍ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-
କେହି କୁଆଡ଼େ ନଥିଲେ, ହଠାତ୍ ପହଞ୍ଚିଲେ କିଛି ଲୋକ ଆଉ ଆଖିବୁଜା ଗୁଳିମାଡ଼ କଲେ। କେହି କିଛି ବୁଝିବା ଆଗରୁ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଲୋଟିପଡ଼ିଲେ ଜଣେ ଯୁବକ।
ଅଫିସ୍ରୁ ଛୁଟି ଚାହୁଁଛନ୍ତି କିନ୍ତୁ ମିଳୁନି... ବସ୍ଙ୍କୁ ଛୁଟି ମାଗିବାକୁ ଭୟ ଲାଗୁଛି… ଆପଣାନ୍ତୁ ଏହି ଟିପ୍ସ… ମିଳିଯିବ ଛୁଟି।
ଦେଖି ନଥିବେ ଏମିତି ଦୃଶ୍ୟ। ଏକ ଭିଡିଓରେ ବୋହୂ ଏବଂ ଶଶୁରଙ୍କ ଏକ ସୁନ୍ଦର ଯୋଡି ଦେଖିବାକୁ ମିଳୁଛି। ଶଶୁର ଏବଂ ବୋହୂଙ୍କ ଯୋଡି ଏକ ଗୀତରେ ଜମେଇକି ନାଚୁଛନ୍ତି। ଭାଇରାଲ୍ ହେଉଛି ଏହି ଭିଡିଓ…
ଥରେ ଭାବନ୍ତୁ ତ, ଆପଣ ରାତିରେ ଶୋଇଥିବେ ଏବଂ ଯେତେବେଳେ ସକାଳେ ଉଠିବେ ଦେଖିବେ ଯେ ଆପଣଙ୍କ ଶରୀରର କୌଣସି ଏକ ଅଂଗ ନାହିଁ; ତେବେ କେମିତି ଲାଗିବ? ଏମିତି ଏକ ଘଟଣା ଜଣେ ୨୧ ବର୍ଷର ଯୁବକଙ୍କ ସହିତ ହେଇଛି।
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଏନଫୋର୍ସମେଣ୍ଟ୍ ଅଫିସର୍ ତଥା ଆସିଷ୍ଟାଣ୍ଟ କମିଶନର(AO)ରେ ୫୭୭ ପଦବୀ ପୂରଣ ହେବ।
ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।
ଦାଦା ସାହେବ ଫାଲ୍କେ ପୁରସ୍କାର ତାଲିକାକୁ ଗ୍ରହଣ କରିପାରି ନାହାନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ସେ ଏହି ତାଲିକାକୁ ନାକଚ କରିଛନ୍ତି ଆଉ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ତାଙ୍କ ତାଲିକାରେ କେଉଁମାନେ ଉପଯୁକ୍ତ କଳାକାର।