• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Gold Price Today 18th Feb 2023
Gold Price Today 18th Feb 2023: ସୁନା-ରୂପା କାରବାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୯୫୦ ଟଙ୍କା ହୋଇଛି।

John Abraham not worked for money in dhoom but for bike
ଟଙ୍କା ପାଇଁ ନୁହେଁ, ବାଇକ୍ ପାଇଁ ଏହି ଫିଲ୍ମରେ କାମ କରିଥିଲେ ଜନ୍‌

ଖୁବ୍ କମ ଟଙ୍କାରେ ତିଆରି ହୋଇଥିଲା 'ଧୂମ୍'। ନିର୍ମାତା କେବଳ ବାଇକ୍‌ରେ ଦେଇଥିଲେ ଧ୍ୟାନ। ତେବେ ଜନ୍‌ଙ୍କୁ ସେମିତି କିଛି ଡାଏଲଗ୍‌ ମିଳି ନଥିଲା। କାହିଁକି ଏହି ଫିଲ୍ମ୍ ସାଇନ୍ କଲେ ଜାଣନ୍ତୁ…

Story behind Mahashivratri
Mahashivratri: ଅଜାଣତରେ ପାଳିଲେ ଶିବରାତ୍ରୀ, ପାଇଲେ ରାଜାସନ

ଆଜି ମହାଶିବରାତ୍ରୀ। ଦେବଦେବ ମହାଦେବଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।

Nirmala Sitaraman like Sambalpuri Saree
ଭଲ ଲାଗେ ସମ୍ବଲପୁରୀ ଶାଢି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ମନରେଗା ପାଇଁ କମିନି ପାଣ୍ଠି। GSTରେ ପେଟ୍ରୋଲିୟମ ଉତ୍ପାଦ ପ୍ରସଙ୍ଗ।

Apply for various post at becil
ଚାକିରି ଖୋଜୁଛନ୍ତି କି; ଏଇଠି ଅଛି ସୁଯୋଗ; ଦରମା ୫୬ ହଜାର

ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖନ୍ତୁ…

Shah rukh khan pathaan facing competition with shehzada
'ଶେହଜାଦା' ଆଗରେ ଫିକା ପଡିବ କି 'ପଠାନ'ର ହୁଙ୍କାର

କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍‌ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…

Bollywood actress alia bhatt became a businesswoman
ଆଗେଇ ଚାଲିଛି ଆଲିଆଙ୍କ ବ୍ୟବସାୟ; ବଲିଉଡ୍‌ରୁ ଦୂରେଇ ଯିବେ କି…

ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…

Gold Price Today 17th Feb 2023
Gold Price Today 17th Feb 2023: ଖୁସି ଖବର; କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।

Dangerous virus than coronavirus spreading rapidly
ବ୍ୟାପୁଛି କରୋନା ଠାରୁ ଭୟଙ୍କର ଭାଇରସ୍‌; ପଡୁଛି ରକ୍ତ, ଚାଲିଯାଉଛି ଜୀବନ

ବିଶ୍ୱ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନଥିବା ବେଳେ ପୁଣି ବ୍ୟାପିଲାଣି ନୂଆ ଭାଇରସ୍। ଏହା କରୋନା ଠାରୁ ଆହୁରି ବିପଦପୂର୍ଣ୍ଣ ବୋଲି WHO କହିଛି। ଝାଡାରେ ରକ୍ତ ପଡୁଛି ଆଉ ଚାଲିଯାଉଛି ଜୀବନ।

Why did Gopal not want the promotion?
ଗୋପାଳ କାହିଁକି ଚାହୁଁ ନଥିଲା ପଦୋନ୍ନତି? ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି?

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।

Alcohlic man set fire to his house, and the whole village burnt
ମଦ ନିଶାରେ ନିଜ ଘରେ ନିଆଁ ଲଗାଇଦେଲା, ପୋଡ଼ିଗଲା ସାରା ଗାଁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।

specialist officer in idbi bank apply at idbibank in qualification
IDBI ବ୍ୟାଙ୍କରେ ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

IDBI ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଗ୍ରୁପ୍ ବି, ସି ଏବଂ ଡି ପଦବୀ ପାଇଁ ମୋଟ ୨୨୮ଟି ପଦବୀ ପୂରଣ ହେବ।

West bengal hikes the da for government employees by 3 percent
ଏହି ରାଜ୍ୟ ସରକାର ବଢ଼େଇଲେ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଏହି ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି।

Taj divided by blood dharmendra shares his first look
ଧର୍ମେନ୍ଦ୍ରଙ୍କ ଡିଜିଟାଲ୍ ଡେବ୍ୟୁ; ଏମିତି ଚେହେରାରେ ଦେଖାଦେବେ

ୱେବ୍ ସିରିଜ୍ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର। ତାଙ୍କର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଥରେ ନଜର ପକାନ୍ତୁ…

Tiger shroff show off his toned legs and body muscles
ଟାଇଗର୍ ଶ୍ରଫ୍‌ଙ୍କ ଫଟୋ ଦେଖି ଲୋକେ କହିଲେ ‘ପ୍ୟାଣ୍ଟ୍ ଖସିଗଲା, ଉଠାନ୍ତୁ’

ବଲିଉଡ୍‌ର ଫିଟ୍‌ନେସ୍‌ ହିରୋ ଭାବେ ଟାଇଗର୍ ଶ୍ରଫ୍ ବେଶ୍ ପରିଚିତ। ସେ ତାଙ୍କ ପ୍ରଶଂସକଙ୍କୁ ଖୁସି କରିବା ନେଇ ଅନେକ ଫଟୋ ଶେୟାର କରନ୍ତି। ଏବେ ତାଙ୍କର ଏମିତି ଏକ ଫଟୋ ପାଇଁ ସେ ଟାର୍ଗେଟ୍‌ର ଶିକାର ହୋଇଛନ୍ତି।

Grand Mother Ran Bicycle
Viral Video: ଆଶ୍ଚର୍ଯ୍ୟ କରୁଛି ୬୭ ବର୍ଷର ଆଈମା’ଙ୍କ ଦଉଡି ଉପରେ ସାଇକେଲ୍ ଚଲା

ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଛି ଆଈମା’ଙ୍କ ଷ୍ଟଣ୍ଟ୍। ଏଥିରେ ଜଣେ ୬୭ ବର୍ଷ ବୟସ୍କା ବୃଦ୍ଧ ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।

Tendulkar was surprised to see the village girl's batting
Viral Video: ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।

Bappi Lahiri death anniversary know why he like gold and silver jewellery
Death Anniversary: ବାପି ଲାହିରିଙ୍କ ପାଇଁ ଭାଗ୍ୟ ଥିଲା ସୁନା-ରୂପା ଅଳଙ୍କାର

ଆଜି ବାପି ଲାହିରିଙ୍କ ପୁଣ୍ୟତିଥି। ତାଙ୍କୁ ଭଲ ପାଉଥିବା ସେ ବଲିଉଡକୁ ଏକାଧିକ ମନଛୁଆଁ ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ୱର ଏବଂ ସଙ୍ଗୀତ ପାଇଁ ବାପି ସର୍ବଦା ଜଣାଶୁଣା। ଆପଣ ଜାଣିଛନ୍ତି କି ସେ କାହିଁକି ଏତେ ଅଳଙ୍କାର ପିନ୍ଧୁଥିଲେ? ଦେଖନ୍ତୁ…

Admit card issued for kvs pgt and tgt posts
KVSର PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍‌ ପାଇଁ ପରୀକ୍ଷା; ଡାଉନ୍‌ଲୋଡ୍ କରନ୍ତୁ ଆଡମିଟ୍ କାର୍ଡ

କେନ୍ଦ୍ରୀୟ ବିଦ୍ୟାଳୟରେ PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍‌ରେ ଦମଦାର ନିଯୁକ୍ତି ହେବାକୁ ଯାଉଛି। ଏହି ନିଯୁକ୍ତି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ପରୀକ୍ଷାର ଆୟୋଜନ କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ କେଭିଏସ୍ ଆଡମିଟ୍ କାର୍ଡ ଜାରି କରିଛନ୍ତି।

A heart-wrenching sight from Turkey
ତୁର୍କୀରୁ ଆସିଲା ହୃଦୟ ଥରା ଦୃଶ୍ୟ; କନ୍ଦେଇଲା କୁନି ପୁଅର କଥା

ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।