କେନ୍ଦ୍ର ସରକାରରେ ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ମାତ୍ର ୨୫ ଟଙ୍କା ଦେବାକୁ ପଡିବ।
ମଞ୍ଚରେ ଗୀତ ଗାଉଥିଲେ ଗାୟିକା। ଆଙ୍କର ଆସିଲେ ତାଙ୍କୁ ଅସମ୍ମାନ କଲେ। ତାଙ୍କ ଠାରୁ ମାଇକ୍ ଛଡେଇ ନିଆଗଲା। ସହିପାରିଲେନି ଗାୟିକା। ମଞ୍ଚ ଉପରେ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି କହିଲେ…
ଅଜିତ କୁମାରଙ୍କ ଜଲୱା ଏବେ ବଲିଉଡ୍ର ଭାଇଜାନଙ୍କ ମୁଣ୍ଡରେ ମଧ୍ୟ ଚଢିଛି। ସେ ତାଙ୍କ ବ୍ଲକବଷ୍ଟର ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ରିମେକ୍ କରିଛନ୍ତି। ଦେଖନ୍ତୁ ସେହି ଫିଲ୍ମଟି କ’ଣ…
ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଇଦ୍ ଅବସରରେ ସଲମାନ ଖାନଙ୍କ ‘କିସି କା ଭାଇ କିସି କୀ ଜାନ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି। ସଲମାନଙ୍କ ଏହି ଫିଲ୍ମକୁ ନେଇ ପୂର୍ବରୁ ଯେପରି ଆଶା କରାଯାଉଥିଲା ତାହା...
ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି...
BSF ହେଡ୍ କନଷ୍ଟେବଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪୭ ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ୮୦ହଜାର ଟଙ୍କା ଉପରେ ଦରମା ପାଇବେ।
ଟ୍ୱିଟର୍ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।
ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଢାଙ୍କ ଡେଟିଂ ଖବର ଖୁବ୍ ଚର୍ଚ୍ଚାରେ ଥିଲା ଆଉ ସେମାନେ ନିଶ୍ଚିତ ବିବାହ କରିବେ ବୋଲି ବିଶ୍ୱାସ ମଧ୍ୟ କରାଯାଉଥିଲା। ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି। କେବେ ବିବାହ କରିବେ ଜାଣନ୍ତୁ…
ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।
ସରକାରୀ ସ୍କୁଲ୍ର ଶ୍ରେଣୀଗୃହକୁ କରାଯାଇଛି ଜବରଦଖଲ। ଏଠାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ। ଏହା ଖୋଲାଖୋଲିଭାବେ ଚାଲୁଥିଲେ ବି କାହାରି ନଜର ପଡୁନି।
UPSC CMS ୨୦୨୩ ପରୀକ୍ଷା ପାଇଁ UPSC ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ସରକାରୀ ସଂଗଠନରେ ୧୨୬୧ ପଦବୀ ପୂରଣ ହେବ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଦିଆଯାଇଥିବା ବିବରଣୀଗୁଡିକୁ ଭଲ ଭାବେ ପଢିନେବା ଜରୁରୀ।
ଚଳଚ୍ଚିତ୍ର 'ଦି ସଙ୍ଗ୍ ଅଫ୍ ସ୍କର୍ପିୟନ୍ସ' ଇରଫାନ୍ ଖାନ୍ଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ବା ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ, ଯାହାର ଟ୍ରେଲର ଆସିଛି। ଟ୍ରେଲର୍ରେ ଅଭିନେତାଙ୍କ ଅଭିନୟର ଝଲକ ପ୍ରଶଂସକମାନଙ୍କୁ ପୁଣି ଥରେ ଭାବପ୍ରବଣ କରିବା ନେଇ ବାଧ୍ୟ କରିଛି।
ଇଦ୍ରେ ମୁକ୍ତିଲାଭ କରିବ ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'କିସି କା ଭାଇ କିସି କୀ ଜାନ'। ସଲମାନଙ୍କ ପ୍ରଶଂସକ ଏହାକୁ ନେଇ ବହୁତ କିଛି ଆଶା କରିଛନ୍ତି। କିନ୍ତୁ ବାଣିଜ୍ୟ ବିଶେଷଜ୍ଞଙ୍କ ମତ କିଛି ଭିନ୍ନ କୁହେ। ଦର୍ଶକଙ୍କୁ ନିରାଶ କରିବ କି ଫିଲ୍ମ…
ୟୁକ୍ରେନର ସୈନିକମାନେ ବର୍ତ୍ତମାନ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବଂଶ ବଢିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ଏପରି ଏକ ନିଆରା ପନ୍ଥା ଆପଣେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ବଂଶ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆଗକୁ ବଢିପାରିବ।
ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍ ହେବେ।
ଯେଉଁ ଝିଅମାନେ ଗ୍ଲାମର ଦୁନିଆରେ ଚମକିବାକୁ ଆସୁଥିଲେ ସେମାନେ ଆରତୀ ମିତ୍ତଲଙ୍କ ଶିକାର ହେଉଥିଲେ। ଅଭିନୟରେ ସୁଯୋଗ ଦେବା ନାଁରେ ଆରତୀ ସେମାନଙ୍କୁ ଦେହ ବ୍ୟବସାୟରେ ଲଗଉଥିଲେ ଆଉ ମୋଟା ରକମ ଟଙ୍କା ମଧ୍ୟ ଦେଉଥିଲେ। ପୋଲିସ୍ ପକେଇଲା ଟ୍ରାକ୍, ଆରତୀ ଏବେ ପୋଲିସ୍ କବ୍ଜାରେ।
ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କମ୍ପ୍ୟୁଟର ଜି’ଙ୍କ ସହାୟତାରେ ସାହାଯ୍ୟରେ ପ୍ରଶ୍ନର ଗଦା ସହିତ ଟିଭିରେ ନଜର ଆସିବେ। ଆପଣମାନେ ମଧ୍ୟ ଆଖିରେ ଅନେକ ସ୍ୱପ୍ନକୁ ସଜେଇଥିବେ, ଯାହାକୁ ପୂରଣ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ଥିବ। ତେଣୁ ଏହି ସୁଯୋଗ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରେ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…
ଓଡ଼ିଶାରେ କିଡ୍ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍ନୀ ପ୍ରତିରୋପଣ।