ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।
ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।
ଖୁବ ଶୀଘ୍ର ବିବାହ କରିବେ ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିୟା। ସୁନୀଲଙ୍କ ଖଣ୍ଡାଲା ବଙ୍ଗଳାରେ ହେବ ବିବାହ। କାଲି ହେବ ‘ସଙ୍ଗୀତ ସେରେମନୀ’। ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ। ଜାଣନ୍ତୁ କେବେ ବିବାହ…
ରେକର୍ଡ କଲା ‘ପଠାନ’ର ଆଡଭାନ୍ସ ବୁକିଂ। ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହା ୯ କୋଟି ଟଙ୍କା ରୋଜଗାର କରିଛି। ଗୋଟେ କ୍ଲବ୍ ଏକ ସିନେମା ହଲ୍ର ସବୁ ଟିକେଟ୍ କିଣି ନେଇଛି।
ସେ ଥିଲେ ଓଡିଆ ଭାଷାର ପ୍ରାଣ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା। ତାଙ୍କ ବିନା ଆଜି ଓଡିଆ ଭାଷାକୁ ଚିନ୍ତା କରିବା ବି ସମ୍ଭବ ନୁହେଁ। ସେ ହେଲେ ଭକ୍ତକବି ମଧୁସୂଦନ ରାଓ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...
କରୋନା ମହାମାରୀ ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ...
କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।
୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍ଲାଇନ୍ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ।
EXIM ବ୍ୟାଙ୍କ୍ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।
ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଷ୍ଟାରକାଷ୍ଟ ଉପରେ ଲାଗିଛି ପ୍ରତିବନ୍ଧକ। ଏହାର ନିର୍ମାତା ଶାହରୁଖ, ଦୀପିକା ଓ ଜନ୍ ଆବ୍ରାହମଙ୍କୁ ଏହି କାମ କରିବାକୁ ମନା କରାଯାଇଛି।
ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଆଜି ସୁନା ଓ ରୂପା ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୩୫୦ ଟଙ୍କା ରହିହି। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୧୦୦ ଟଙ୍କା ରହିଛି। ପୂର୍ବ ଦିନ ମଧ୍ୟ ଏହାର ମୂଲ୍ୟ ସମାନ...
‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।
ସୋସିଆଲ ମିଡିଆରେ ଏବେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି।
SCR ରେ ବାହାରିଛି ନିଯୁକ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏସି ମେକାନିକ୍, କାର୍ପେଣ୍ଟର୍, ଫିଟର୍, ମେସିନିଷ୍ଟ୍, ୱେଲଡର୍ ସହିତ ବିଭିନ୍ନ ପ୍ରକାରର ପୋଷ୍ଟ ଏହା ମାଧ୍ୟମରେ ପୂରଣ ହେବ। ଏହା ମାଧ୍ୟମରେ ସମୁଦାୟ ୪୧୦୩ଟି ପୋଷ୍ଟ ପୂରଣ ହେବ।
'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…
ଫିଲ୍ମ ‘ପଠାନ’ର ଆଡଭାନ୍ସ ବୁକିଂକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ବିଦେଶରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଆପଣ କେବେଠାରୁ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ୍ ବୁକ୍ କରିପାରିବେ?
ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….
ଭିଜୁଆଲ୍ କମ୍ୟୁନିକେସନ୍ରେ ଫଟୋଗ୍ରାଫି ଏକ ବଡ଼ କ୍ୟାରିୟର ବିକଳ୍ପ ଭାବରେ ଉଭା ହୋଇଛି, ଯେଉଁଥିରେ ଜଣେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ତେବେ ଆସନ୍ତୁ ଜାଣିବା ଫଟୋଗ୍ରାଫିରେ କିପରି କ୍ୟାରିଅର୍ କରିହେବ।