ବାଛୁରୀକୁ ଜନ୍ମ ଦେଇ ଛୁଆକୁ ଅଣଦେଖା କରିଥିଲା ଗାଈ। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଜଣେ କୃଷକ...
IOCLରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଜୁନିଅର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ IOCL ଏକ ବିଜ୍ଞପ୍ତି ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।
ନିକଟରେ ଏକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଏଥିରେ ଜଣେ ଆଇଏଏସ୍ ଆଶାୟୀଙ୍କ ସଂଘର୍ଷମୟ ଜୀବନକୁ ଚିତ୍ରିତ କରାଯାଇଛି। ଏହି ଫିଲ୍ମକୁ ନିଜ ଘରେ ସ୍କ୍ରିନିଂ କରିବାକୁ ଶିଳ୍ପପତି ମୁକେଶ ଅମ୍ବାନୀ ଅନୁରୋଧ କରିଛନ୍ତି।
'ଦ କେରଳ ଷ୍ଟୋରୀ'କୁ ନେଇ ଚାଲିଥିବା ବିବାଦ ଯୋଗୁଁ ଅଦା ଶର୍ମାଙ୍କୁ ହତ୍ୟା ଧମକ ମିଳୁଛି। ଏହି ଫିଲ୍ମ ରାଜନୈତିକ ଦଳ ତଥା ଗୋଷ୍ଠୀର ଏକ ବିଭାଗର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛି। ଏହାରି ଭିତରେ ତାଙ୍କ ଦୁର୍ଘଟଣା ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଛି।
ଅନେକ ଲୋକ ଏକ ଚମତ୍କାର ଦୃଶ୍ୟକୁ ଉପଭୋଗ କରି ଖାଇବା ନେଇ ହଜାର ହଜାର ମାଇଲ୍ ଚାଲିଯାଆନ୍ତି। ଏହିପରି ଖାଦ୍ୟପ୍ରେମୀଙ୍କ ପାଇଁ ଆଉ ଏକ ବିକଳ୍ପ କିଛି ଦିନ ମଧ୍ୟରେ ଯୋଡିବାକୁ ଯାଉଛି। ସେମାନେ ଏବେ ମଝି ଆକାଶରେ ବସି ଖାଇବାର ସୁଯୋଗ ନେବେ।
ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।
NPCIL ଡେପୁଟି ମ୍ୟାନେଜର ଓ ଜୁନିଅର ହିନ୍ଦୀ ଅନୁବାଦକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ଚାଲିଛି। ପ୍ରାର୍ଥୀମାନେ ୨୯ ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ।
୬୦୦ କୋଟି ଟଙ୍କାରେ ନିର୍ମିତ 'ଆଦିପୁରୁଷ'କୁ ନେଇ ନିର୍ମାତା ଅନେକ ଆଶା ବାନ୍ଧିଛନ୍ତି। ପୂରା ସଫଳତାର ଦାୟିତ୍ୱ ପ୍ରଭାସଙ୍କ କାନ୍ଧରେ ଅଛି। ଏହି ଫିଲ୍ମ ପାଇଁ ପ୍ରଭାସ ସବୁଠାରୁ ଅଧିକ ଟଙ୍କା ନେଇଛନ୍ତି। ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଯାଇଛି। ଏହି ଅବସରରେ ଉଭୟଙ୍କ ଭଲପାଇବା ଦେଖିବାକୁ ମିଳିଛି। ରାଘବଙ୍କ ପାଇଁ ପରିଣୀତି ଯେତେବେଳେ ଗୀତ ଗାଇଲେ ରାଘବ ନିଜକୁ ରୋକି ନ ପାରି ତାଙ୍କୁ ଚୁମ୍ବନ ଦେଇଦେଲେ। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ।
ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା...
ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ...
ମା’ଟିଏ ସାହାଟିଏ। ଯେତେ ଝଡ ଝଞ୍ଜା ଆସୁପଛେ କେବେ ବି ଦୋହଲେ ନାହିଁ ମା’ର ମନ। ସବୁ ଯନ୍ତ୍ରଣାକୁ ସହି ସେ ତା’ ସନ୍ତାନ ଆଖିରେ ଦେଖିଚାଲେ ସୁଖର ସପନ। ସେମିତି ଜଣେ ମା’ ହେଲେ ଯଶୋଦାମଣି। ଆସନ୍ତୁ ଜାଣିବା ତାଙ୍କ ଦୁଃଖ କାହାଣୀ।
ଇମ୍ରାନ ହାଶମୀ ମଧ୍ୟ ଥରେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏମିତି କଥା କହିଥିଲେ, ଯାହାକୁ ନେଇ ସେ ଆଜି ବି ଅନୁତାପ କରନ୍ତି। କାରଣ, ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ଇମ୍ରାନ ହାଶ୍ମୀଙ୍କ ଏହି ମତରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଅନେକ ବିବାଦ ଲାଗି ରହିଥିଲେ ବି ଏହା ଭଲ ରୋଜଗାର କରି ଚାଲିଛି। ତେବେ ଚଳଚ୍ଚିତ୍ର ଦୁନିଆରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଫିଲ୍ମ ବିବାଦ ପରେ ବି ଭଲ ରୋଜଗାର କରିଛି।...
୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।
ଭାଗ୍ୟର ତାଲା କେବେ ଖୋଲିବ ତାହା କେହି କହି ପାରିବେ ନାହିଁ। ଟଙ୍କା ପାଖରେ ନଥିବ, କିନ୍ତୁ ଈଶ୍ୱରଙ୍କ କରୁଣାରୁ ଲକ୍ଷ ଲକ୍ଷ ଟଙ୍କା ଆସିଯିବ। ସେଥିପାଇଁ ତ କୁହାଯାଏ, ‘ଈଶ୍ୱର ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି।’
ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ…
କେଉଁଠି ବିବାଦ ତ କେଉଁଠି ଟ୍ୟାକ୍ସ ଫ୍ରୀ। ଏହାରି ଭିତରେ ସଫଳତାର ଶିଢି ଚଢିଚାଲିଛି 'ଦ କେରଳ ଷ୍ଟୋରୀ'। ରୋଜଗାରରେ ୭ ଦିନରେ ଟପିଗଲାଣି ୮୦ କୋଟି। ଏହାର ନିର୍ଦ୍ଦେଶକ ଏତେ ଉତ୍ସାହିତ ଯେ କହିଲେ…
ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ଭଲ ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ କ୍ୟାରିଅରକୁ ବିଦାୟ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏଇଥିପାଇଁ, କାରଣ ସେ ଯାହା କହିଛନ୍ତି ତାହା ଏହି ଦିଗକୁ ସୂଚାଉଛି। ସେ କାହିଁକି ଏମିତି କହିଲେ।
ସନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଖବର ସାମ୍ନାକୁ ଆସିବା ପରଠାରୁ ପ୍ରଶଂସକମାନେ ସନି ଦେଓଲଙ୍କ ବୋହୂଙ୍କୁ ଦେଖିବା ନେଇ ଉତ୍ସାହିତ ହୋଇ ପଡିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଦୁହେଁ ଏକାଠି ନଜର ଆସିଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ।