• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Kis ka bhai kisi ki jaan can be huge hit at box office for 5 reason
'କିସି କା ଭାଇ କିସି କୀ ଜାନ'କୁ ନେଇ ବଡ ଆଶା; ୫ କାରଣ ନେଇ ହିଟ୍ ହେବ

ଆଜିକାଲି ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ପାଇଁ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଫିଲ୍ମ ବକ୍ସ ଅଫିସ୍‌ରେ ଆତଙ୍କ ସୃଷ୍ଟି କରିପାରେ ଏବଂ ସଲମାନ ଖାନଙ୍କ କ୍ୟାରିଅରକୁ ମଧ୍ୟ ଏକ ନୂଆ ମୋଡ଼ ଦେଇପାରେ। ଏହା ପଛରେ ୫ଟି...

Employee wins one year paid leaves in company lucky draw
ଭାଗ୍ୟଦେଲା ସାଥ୍, ଉଠିଲା ଲଟେରୀ...ବର୍ଷେ କାମ ନ କରି ପାଇବେ ପୂରା ଦରମା

ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍‌ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା...

Is bottled water 100% pure
ବୋତଲ ପାଣି ଶୁଦ୍ଧତା ପାଇଁ ନା ଷ୍ଟାଟସ୍‌ ସିମ୍ବଲ୍‌ ?

ଚାରିଆଡେ ଏବେ ବୋତଲ ପାଣିର ଚାହିଦା। ଏହାକୁ ନେଇ ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏହା କ’ଣ ସତରେ ଶୁଦ୍ଧ? ଏହା କ’ଣ ଶରୀରକୁ ସୁସ୍ଥ ରଖେ? ଆସନ୍ତୁ ଜାଣିବା…

An enticing picture of Srikrushna was made on the river
Viral Video: ଭାରତର ପ୍ରତିଭା: ପାଣିରେ ବି ଆଙ୍କିଦେଲେ ଶ୍ରୀକୃଷ୍ଣଙ୍କ ଚିତ୍ର

ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର। ପାଣିରେ ଆସୁଛି ତରଙ୍ଗ କିନ୍ତୁ ଚିତ୍ରକୁ ପାରୁନି ବିଗାଡି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଚିତ୍ରକର ନିଜ କଳାର ଚାତୁରିରେ ଲୋକଙ୍କ ମନ ମୋହୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

aiasl Recruitment
Govt Job: ସୁବର୍ଣ୍ଣ ସୁଯୋଗ; କେବଳ ସାକ୍ଷାତକାରରେ ଏୟାର ଇଣ୍ଡିଆରେ ଚାକିରି

ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।

Ranveer singh in big trouble yrf decides not to sign films
ଅସୁବିଧାରେ ରଣବୀର ସିଂହ; ବୁଡିବ କି କ୍ୟାରିୟର୍…

ଲଗାତାର ତିନିଟି ଫ୍ଲପ୍ ପରେ ଅସୁବିଧାରେ ପଡିଛନ୍ତି ରଣବୀର ସିଂହ। ତାଙ୍କ କ୍ୟାରିୟର ଉପରେ କଳା ବାଦଲ ଘୋଟି ଆସିଛି। YRF ତାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।

Nandini Gupta crowned as femina miss india 2023
Femina Miss India 2023: ୧୦ ବର୍ଷରୁ ଦେଖୁଥିଲେ ସ୍ୱପ୍ନ; ଆଜି ମିସ୍ ଇଣ୍ଡିଆ ହେଇଗଲେ ନନ୍ଦିନୀ

ଘୋଷଣା ହେଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ର ରେଜଲ୍ଟ। ୧୯ ବର୍ଷର ନନ୍ଦିନୀ ଗୁପ୍ତା ଏହାର ତାଜ୍‌କୁ ହାତେଇ ନେଇଛନ୍ତି। ଏହି ଅବସରରେ ତାଙ୍କର ବିଭିନ୍ନ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି। କିଏ ଏହି ନନ୍ଦିନୀ ଗୁପ୍ତା…

Date theme history about world voice day
World Voice Day: ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭଳି ସ୍ୱରର ବି ଯତ୍ନ ନେବା ଜରୁରୀ

ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଔଷଧ ଖାଉଥିବାବେଳେ ସାଧାରଣତଃ ସ୍ୱର ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରିଥାଉ। ମାନବ ସ୍ୱର ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର ଏବଂ ଉତ୍ତମ ସଂଚାର ପାଇଁ ଏହା ଜରୁରୀ। ତେବେ ଏହାକୁ କିପରି ଠିକ ରଖିବା ସେଥିପାଇଁ ଦୃଷ୍ଟି ଦେବା ଜରୁରୀ ନୁହେଁ କି?

Bharat singh wrote his own destiny not with his hands but with feet
Success Story: ଦୁର୍ଘଟଣା ନେଇଗଲା ହାତ; ପାଦରେ ଲେଖି ହୋଇଗଲେ କୃଷି ପର୍ଯ୍ୟବେକ୍ଷକ

ରାସ୍ତା ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ପ୍ରତିଭା ନିଶ୍ଚିତ ଭାବରେ ଏହାକୁ ଅତିକ୍ରମ କରି ଆଗକୁ ବଢି ଚାଲେ। ଏକ ଦୁର୍ଘଟଣାରେ ଭରତ ସିଂହ ହରେଇଲେ ହାତ। ଅଧ୍ୟୟନ ପାଇଁ ସାହାରା ହେଲା ପାଦ। ହେଇଗଲେ କୃଷି ପର୍ଯ୍ୟବେକ୍ଷକ। ପାରା ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ମଧ୍ୟ ଜିତିଛନ୍ତି।

Odia new year in Baharein
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳନ

ଓଡ଼ିଆ ନୂଆବର୍ଷକୁ କେବଳ ଓଡ଼ିଶାରେ ନୁହେଁ, ଏହାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ପାଳନ କରାଯାଇଛି। ବାହାରିନ ଓଡିଆମାନେ ଓଡିଆ ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିଛନ୍ତି। ବାହାରିନ ଓଡିଆ ସମାଜ ଏହାକୁ ପାଳନ କରିଛି।

Hrithik Rohan krrish-4 update shooting
ରାକେଶ ରୋଶନଙ୍କ ସୂଚନା: ପରଦାକୁ ଆସିବ 'କ୍ରିଶ୍‌ ୪'

ଦର୍ଶକମାନେ 'କ୍ରିଶ୍ ୪' ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି। ଏହାକୁ ନେଇ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ହ୍ରିତିକ ରୋଶନଙ୍କ ଏହି ଦମଦାର ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ମିଳିଛି। କାମ କୋଉ ପର୍ଯ୍ୟନ୍ତ ଗଲାଣି, କେବେ ରିଲିଜ୍ ହେବ ଜାଣିବାକୁ ପାଇଁ ପଢନ୍ତୁ।

ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…
ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…

ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…

Marriage between man and dog
ଅଜବ ପରମ୍ପରା... କୁକୁର ସହ ମଣିଷର ହେଲା ବାହାଘର !

ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।

Theat ai scam cloned teenage girl voice
ଝିଅ ଫୋନ୍‌ରେ କହିଲା ହ୍ୟାଲୋ; ଏହା ଶୁଣି ଡରରେ ଥରିଲେ ମା’

ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।

In the Jhamuitra, the devotees walked on the fire
ଝାମୁଯାତ୍ରାରେ ମାନସିକଧାରୀମାନେ ରଡ ନିଆଁରେ ଚାଲିଲେ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଶକ୍ତିପୀଠଗୁଡିକରେ ଝାମୁଯାତ୍ରା ଦେଖିବାକି ମିଳିଥିଲା। ମାନସିକଧାରୀମାନେ ରଡ ନିଆଁରେ ଚାଲିଥିଲେ। ଆସନ୍ତୁ ଭୁବନେଶ୍ୱରର କେଦାରପଲ୍ଲୀ ବାବୁଜିନଗର ଓ ଶିଶୁଭବନର ତାରିଣୀ ମନ୍ଦିରର ସେଭଳି କିଛି ଦୃଶ୍ୟ ଉପରେ ନଜର ପକେଇ ନେବା।

Pooja hedge dating rumors with salman khan
ପୁଣି ସଲମାନଙ୍କ ଡେଟିଂକୁ ନେଇ ଚର୍ଚ୍ଚା; କିଏ ଏହି ନୂଆ ନାୟିକା

ଏବେ ସଲମାନ ଖାନଙ୍କ ଡେଟିଂ ଖବର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଜିକାଲି ଅଭିନେତାଙ୍କ ସହ ତେଲୁଗୁ ଫିଲ୍ମ ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି…

Tarang TV new theme song Ama ranga odia ama dhanga odia
‘ତରଙ୍ଗ’ର ନୂଆ ଥିମ୍ ସଙ୍ଗ୍‌ “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…”

ଓଡ଼ିଆ ନୂଆବର୍ଷରେ ନୂଆ ରୂପରେ ଆସିଲା, ଓଡ଼ିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ର ଥିମ୍ ସଂଗ୍- ଆମ ରଙ୍ଗ ଓଡ଼ିଆ.. ଆମ ଢଙ୍ଗ ଓଡ଼ିଆ। ଚ୍ୟାନେଲ୍‌ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଗୀତଟି ପୋଷ୍ଟ ହୋଇଥିବା ବେଳେ ଏହାକୁ ଭରପୂର ଦର୍ଶକୀୟ ଆଦର ମିଳୁଛି।

Ranbir kapoor says he is not a great husband to alia bhatt
ମୁଁ ଆଲିଆଙ୍କ ପାଇଁ ଜଣେ ମହାନ ସ୍ୱାମୀ ନୁହେଁ; ଏମିତି କାହିଁକି କହିଲେ ରଣବୀର

ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…

Know five interesting facts about babasaheb ambedkar life
Ambedkar Jayanti: ଶିକ୍ଷାରେ ଅସ୍ପୃଶ୍ୟତା ଆଣିଥିଲା ବାଧା; ଜାତିଭେଦର ଶିକୁଳି ଭାଙ୍ଗି ପାଇଥିଲେ ସଫଳତା

ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସାରା ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଥିଲେ। ଆମ୍ବେଦକର ଶିକ୍ଷା ମାଧ୍ୟମରେ ସମାଜରେ ଥିବା ଦୁର୍ବଳ, ଶ୍ରମିକ, ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ।

Pana Sanktranti and Odia New Year
ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ସାହି ପଡିଶାରେ ବଣ୍ଟାଯାଏ। ତେବେ ଏଭଳି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।