ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା...
ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ...
ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍ଜି ଖେଳରେ ବ୍ୟସ୍ତ ।...
UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।
ପାନ ବିନା ରଜ ମଉଜ ଫିକା। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। କାହିଁକି…
ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ମଞ୍ଚକୁ ଗଲେ। ହଟାଲ ଟଳିପଡିଲେ ଭାରତନାଟ୍ୟମ ଗୁରୁ ଶ୍ରୀ ଗଣେଶନ। ହେଇଗଲା ମୃତ୍ୟୁ। ଡାକ୍ତର ହୃଦଘାତ ଏହାର କାରଣ ବୋଲି କହୁଥିଲେ ବି ପୋଷ୍ଟମର୍ଟମ ପରେ ଜଣାପଡିବ ସତ।
ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ୫୮ ବର୍ଷ ହେଲାଣି। ଏହା ଭିତରେ ତାଙ୍କ ଲୁକ୍ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଆଜି ବି ଫିଟ୍ନେସ୍ ପ୍ରତି ତାଙ୍କର ଆଗ୍ରହ ପୂର୍ବପରି ରହିଛି। ତାଙ୍କ ଜିମ୍ ୱାର୍କଆଉଟ୍ର ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ଏହି ଦିନ ଧରିତ୍ରୀମାତାକୁ ରଜସ୍ୱଳା ନାରୀ ସହିତ...
ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ଆପ୍ରେଣ୍ଟିସ୍ ପଦ ପାଇଁ ଦମଦାର ନିଯୁକ୍ତି ବାହାର କରିଛି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୭୭୨ଟି ପଦବୀ ପୂରଣ ହେବ।
ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ।
ITBP ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଦଶମ ପାଶ ସହିତ ନର୍ସିଂ କରିଥିଲେ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୮୧ ହଜାର ଟଙ୍କା ଦରମା ମିଳିବ।
୪୧ ବର୍ଷିୟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।
ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।
୫୭ ବର୍ଷ ବୟସରେ ଆସାମର ଫ୍ୟାଶନ ଉଦ୍ୟୋଗୀ ରୂପାଲି ବରୁଆଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ଆଶିଷ ବିଦ୍ୟାର୍ଥୀ। ତାଙ୍କର ବିବାହର ଫଟୋ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଟ୍ରୋଲ୍ ଉପରେ ଅଭିନେତା...
ପ୍ରତିବର୍ଷ ଜୁନ୍ ୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖାଦ୍ୟ ନିରାପତ୍ତାର ମହତ୍ତ୍ୱ ବୁଝାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ରୋଗର ବିପଦରୁ ରକ୍ଷା କରିବାରେ ଆମର ରୋଗ ପ୍ରତିରୋଧକ ଶକ୍ତିର ଏକ ବିଶେଷ ଭୂମିକା ରହିଛି। ଯେଉଁମାନଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥାଏ ସେମାନେ ରୋଗ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ଆଜି ‘ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ’ । ଆସନ୍ତୁ ଜାଣିବା କିପରି...
ଭାଇରାଲ୍ ହେଇଛି ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ ହେବାର ଭିଡିଓ। ଜଣେ ଧରିଛି ଚପଲ, ଆଉ ଜଣେ ବୋତଲ। ପରସ୍ପରଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଲୋକେ କହିଲେ “ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।”