• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Shah rukh khan shows love to rcb captain virat kohli
ମ୍ୟାଚ୍ ଜିତିଲା KKR, ହୃଦୟ ଜିତିଲେ SRK; ଭାଇରାଲ୍‌ ହେଲା ଭିଡିଓ

ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।

why we celebrate world health day
World Health Day: ସମଗ୍ର ବିଶ୍ୱକୁ ସୁରକ୍ଷିତ ରଖିବା ଆଜି ଦିନର ଆହ୍ୱାନ ହେବା ଆବଶ୍ୟକ…

WHO ଅନୁଯାୟୀ ସ୍ୱାସ୍ଥ୍ୟର ଅର୍ଥ କେବଳ ସୁଷମ ଖାଦ୍ୟ ଖାଇବା ନୁହେଁ, ଏହା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତେ କିପରି ଏକାଠି ହୋଇ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା।

From which lord hanuman ji receive what boon
Hanuman Jayanti: ହନୁମାନ କିପରି ହେଲେ ଏତେ ଶକ୍ତିଶାଳୀ; କେଉଁ ଦେବତା କେଉଁ ବର ଦେଇଥିଲେ...

ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ଭାବରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।

How to check pan aadhaar link or not
ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍‌…

Before marriage Kareena kapoor was not aware of saif ali khan real nam
ବିବାହ ପୂର୍ବରୁ ସୈଫ୍‌ଙ୍କ ବିଷୟରେ ଏହି କଥା ଜାଣି ନଥିଲେ କରୀନା

ବଲିଉଡ୍‌ର ବେବୋ ଏବଂ ଛୋଟେ ନବାବ ହୁଏତ ଏକ ଉପଯୁକ୍ତ ଦମ୍ପତି ହୋଇପାରନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନେ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ମଧ୍ୟ ଏମିତି କିଛି କଥା ରହିଗଲା ଯାହା ଦୁହେଁ ପରସ୍ପର ବିଷୟରେ ଜାଣି ନଥିଲେ।...

Apple first store in india to open in Mumbai
ଗ୍ରାହକଙ୍କ ପାଇଁ ଖୁସି ଖବର; ଭାରତରେ ଖୋଲିବ ଆପଲ୍ ଷ୍ଟୋର୍

ଭାରତରେ ଖୁବ୍ ଶୀଘ୍ର ପ୍ରଥମ ଅଫିସିଆଲ୍ ଆପଲ୍ ଷ୍ଟୋର୍ ଖୋଲିବାକୁ ଯାଉଛି। ଭାରତର ଏକ ବ୍ୟବସାୟିକ ହବ୍‌ରେ ଏହା ଖୋଲିବ ବୋଲି ଆପଲ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଗ୍ରାହକମାନେ ମୋବାଇଲ୍‌କୁ ବ୍ୟବହାର କରି କିଣିବାକୁ ନିଷ୍ପତ୍ତି ନେବେ।

Pushpa makers announced regarding pushpa-2
ଜେଲ୍‌ରୁ ପଳାଇବା ପରେ କେଉଁଠି ଅଛି ପୁଷ୍ପା?

ଭାଇରାଲ୍ ହେଉଛି ‘ପୁଷ୍ପା ୨’ର ଏକ ଭିଡିଓ। ଏଥିରେ ଦେଖିପାରିବେ ଯେ ତିରୁପତି ଜେଲ୍‌ରୁ ପୁଷ୍ପା ଫେରାର ହୋଇଯାଇଛି। ଜେଲ୍‌ରୁ ପଳାଇବା ପରେ ସେ ବର୍ତ୍ତମାନ କେଉଁଠି ଜାଣିବା ପାଇଁ….

Success Story
Success Story: BBA ପାଠ ଛାଡ଼ି ଚା’ ବିକିଲେ; ଏବେ କୋଟିପତି

BBA ପଢିବାକୁ ଅଷ୍ଟ୍ରେଲିଆ ଗଲେ। କିଛି ଦିନ ପରେ ପାଠ ଛାଡି ଚା’ ବିକ୍ରି କରିବା ଆରମ୍ଭ କଲେ। ଆଜି ସେ କୋଟି କୋଟି ଟଙ୍କା କମ୍ପାନୀର ମାଲିକ। ତାଙ୍କ ଅଧିନରେ ଏବେ ୪୦ ଜଣ କର୍ମଚାରୀ କାମ କରୁଛନ୍ତି।

Why do we yawn itself when seeing others yawning
ଅନ୍ୟର ହାଇ ଦେଖି କାହିଁକି ଲାଗେ ନିଦ; ଜାଣନ୍ତୁ ବୈଜ୍ଞାନିକ କାରଣ

ଅନ୍ୟର ହାଇ ଦେଖି ଆପଣଙ୍କୁ ବି ହାଇ ଆସେ ନା! ଏମିତି କାହିଁକି ହୁଏ? ଏହା ପଛରେ ରହିଛି ଏକ ବିଜ୍ଞାନ କାରଣ। ଆପଣ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ପଢି ନିଅନ୍ତୁ।

Rani Mukerji wants to do onscreen romance with shah rukh khan
୮୦ ବର୍ଷ ପର୍ଯ୍ୟନ୍ତ ଶାହରୁଖଙ୍କ ସହ ରୋମାନ୍ସ କରିବାକୁ ଇଛା: ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ କହିଛନ୍ତି ଯେ ସେ ଚାହୁଁଛନ୍ତି ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

Sridevi once openly declared that she will not work with amitabh bachchan
ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ନେଇଥିଲେ ଶପଥ, ହେଲେ କାହିଁକି…

ଗୋଟିଏ ସମୟରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କ ଯୋଡି ଥିଲା ହିଟ୍। ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ଏମିତି କ’ଣ ହେଲା ଯେ ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ମନସ୍ଥ କରିନେଲେ? ଆସନ୍ତୁ ଜାଣିବା…

Hrithik Roshan holds girlfriend Saba Azad's heels
ହ୍ରିତିକ୍‌ଙ୍କ ମୁଣ୍ଡକୁ ଚଢିଲା ପ୍ରେମ; ପ୍ରେମିକାର ଜୋତା ଧରି ବୁଲିଲେ

ହ୍ରିତିକ୍ ରୋଶନ୍‌ଙ୍କ ଏକ ଫଟୋ ଭଇରାଲ୍ ହେବାରେ ଲାଗିଛି। ଏକ କାର୍ଯ୍ୟକ୍ରମକୁ ସେ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଯାଇଥିଲେ। ଏଠାରେ ସେ ସବାଙ୍କ ଜୋତା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଲୋକେ…

mahavir jayanti 2023
Mahavir Jayanti: ‘ସୁଖ ଆମ ଭିତରେ ଅଛି, ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ’

୩୦ ବର୍ଷ ବୟସରେ ମହାବୀର ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ। ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହି ସାଧନାରୁ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ ତାକୁ ଜନସମାଜର କଲ୍ୟାଣ ପାଇଁ ପ୍ରଚାର...

Know eligibility to become a cbi officer
Career Tips: CBI ଅଫିସର୍ ହେବାକୁ ଚାହୁଁଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ...

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଆଜିର ଯୁବକମାନେ ଟଙ୍କା ସହିତ ସମ୍ମାନଜନକ ଚାକିରି କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ, ସିବିଆଇରେ ଜଣେ ଅଧିକାରୀ ହୋଇ ଜଣେ ନିଜର ସ୍ୱପ୍ନକୁ ପୂରଣ କରିପାରିବ। ଯୁବପିଢି ଏହାର ଫାଇଦା ନେଇପାରିବେ। ଏହି ଚାକିରି କରିବାକୁ ହେଲେ କ’ଣ କରିବାକୁ ହେବ ଆସନ୍ତୁ...

No difference between male and female skeletons strange claim by professor
Viral Video: ପ୍ରଫେସର୍‌ଙ୍କ ଦାବି, ମହିଳାଙ୍କ ହାଡ ପୁରୁଷଙ୍କ ତୁଳନାରେ ଦୁର୍ବଳ ନୁହେଁ

ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ହାଡ ପୁରୁଷଙ୍କ ତୁଳନାରେ ଦୁର୍ବଳ ନୁହେଁ। ଏହା ପଛରେ ସେ ଯୁକ୍ତି ମଧ୍ୟ ଦେଇଛନ୍ତି। ତେବେ ଏହି ଅଜବ ଦାବି ପାଇଁ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

Doing b-tech get job in national informatics centre
NICର ୫୯୮ଟି ପଦବୀ ପାଇଁ ଆବେଦନକୁ ଆଉ ରହିଲା ୨ ଦିନ

NIC ୫୯୮ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିଲା। ଏନେଇ ଆବେଦନ ଚାଲିଛି। ଆପଣ କରି ନାହାନ୍ତି କି। ଆଉ ମାତ୍ର ୨ ଦିନ ବାକି ଅଛି। ତୁରନ୍ତ ଆବେଦନ କରନ୍ତୁ।

Kapil Sharma found ginni chatrath innocent love
Happy Birthday: କପିଲ ଶର୍ମାଙ୍କ ପ୍ରେମ କାହାଣୀ; ଏମିତି ପାଇଥିଲେ ଗିନ୍ନୀ ଚତରଥଙ୍କୁ

ଆଜି କପିଲ ଶର୍ମା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ କାର୍‌ ଏବଂ ବିଳାସପୂର୍ଣ୍ଣ ଜୀବନ ଅଛି। ସେ କିନ୍ତୁ ତାଙ୍କ ଗରିବୀ ଦିନର ପ୍ରେମକୁ ଭୁଲି ନାହାନ୍ତି। ଆଜି ବି ସେ ଖୁବ ଭଲ ପାଆନ୍ତି ଗିନ୍ନୀ ଚତରଥଙ୍କୁ ଆଉ...

NMACC Event
NMACCରେ ଜବରଦସ୍ତ ପର୍‌ଫର୍ମାନ୍ସ; ଦେଖିବାକୁ ମିଳିଲା ସେଲିବ୍ରେଟିଙ୍କ ଜଲ୍‌ୱା

NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍‌ଙ୍କ ଜଲ୍‌ୱା।

World Autism Awareness Day
World Autism Awareness Day: ଜାଣନ୍ତୁ କାହିଁକି ପାଳନ ହେଉଛି ବିଶ୍ୱ ଅଟିଜିମ୍ ସଚେତନତା ଦିବସ, କ’ଣ ଏହାର ଇତିହାସ...

ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପ୍ରତିବର୍ଷ ୨ ଏପ୍ରିଲରେ ପାଳନ କରାଯାଏ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସାରା ବିଶ୍ୱରେ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ।

Manager job in steel authority of india
SAILରେ ବାହାରିଛି ଅନେକ ପଦବୀ; ଦରମା ୨ ଲକ୍ଷ ପରେ

SAILରେ ମ୍ୟାନେଜର, ମେଡିକାଲ୍ ଅଫିସର୍‌, ଆଟେଣ୍ଡାଣ୍ଟ୍‌ କମ୍‌ ଟେକ୍ନିସିଆନ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପଦବୀ ଅନୁସାରେ ୫୦ ହଜାରରୁ ୨ଲକ୍ଷ ୨୦ ହଜାର ଟଙ୍କା ଦରମା ରହିଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।