ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।
ବାସ୍ତୁରେ ଯେଉଁ ସବୁ ନିୟମ ରହିଛି ସେଥିରୁ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ ଜାଣିବା ପାଇଁ ପଢନ୍ତୁ।
ଶ୍ରମିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ମେ ୧କୁ ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ଶ୍ରମିକମାନଙ୍କ ଅଧିକାର ପ୍ରତି ମଧ୍ୟ ସ୍ୱର ଉତ୍ତୋଳନ କରାଯାଏ। ହେଲେ ଏହିଦିନ କାହିଁକି ଆରମ୍ଭ ହେଲା ଆସନ୍ତୁ ଜାଣିବା।
ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
କମଲ ଆର୍ ଖାନ୍ ଯିଏ KRK ଭାବରେ ଜଣାଶୁଣା, ତାଙ୍କର ବିବାଦୀୟ ଟ୍ୱିଟ୍ ଏବଂ ଚଳଚ୍ଚିତ୍ର ସମୀକ୍ଷା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ଶହନାଜ୍ ଗିଲ୍ଙ୍କୁ ଟାର୍ଗେଟ୍ କରିଛନ୍ତି।
ବିବାହକୁ ନେଇ ଅନେକ ପ୍ରଶ୍ନର ଶିକାର ହୁଅନ୍ତି ସଲମାନ ଖାନ୍। ଏସବୁର ଉତ୍ତର ତାଙ୍କ ପାଖରେ ସବୁବେଳେ ଥାଏ। ଏବେ କିନ୍ତୁ ଏହାକୁ ନେଇ ସେ ଯେଭଳି ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ଆଜି ସିନା ଏ ଦୁନିଆରେ ଋଷି କପୁର ନାହାଁନ୍ତି, କିନ୍ତୁ ତାଙ୍କ ଜୀବନସାଥୀ ନୀତୁ କପୁର ତାଙ୍କୁ ଆଜି ବି ଝୁରି ହୁଅନ୍ତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା। ଉଭୟଙ୍କୁ ବଲିଉଡର ରୋମାଣ୍ଟିକ୍ ଦମ୍ପତି ବୋଲି କୁହାଯାଉଥିଲା। ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ...
ଅର୍ଜୁନ ରାଜପାଲଙ୍କ ଗର୍ଲଫ୍ରେଣ୍ଡ ତଥା ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡେମେଟ୍ରିଏଡସ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଅର୍ଜୁନ କିନ୍ତୁ ଅର୍ଜୁନ ଚତୁର୍ଥ ଥର ପାଇଁ ବାପା ହେବା ହେବେ। ଏହା କେମିତି ହେଲା ଜାଣିବା ପାଇଁ ପଢନ୍ତୁ।
ଯଦି କୌଣସି ଫିଲ୍ମରେ ଜନି ଲିଭର ଅଛନ୍ତି ତେବେ ଏହା ଗ୍ୟାରେଣ୍ଟି ଯେ ଚଳଚ୍ଚିତ୍ରଟି କମେଡିରେ ଭରପୂର ଥିବ। ଜନି ଲିଭର ସବୁଠାରୁ ଗମ୍ଭୀର ସମୟରେ ମଧ୍ୟ ଦର୍ଶକଙ୍କୁ ହସେଇଦେବାର କଳା ଜାଣନ୍ତି। ତାଙ୍କ ଗୁରୁ ମଧ୍ୟ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା। ଆସନ୍ତୁ ଜାଣିବା ସେ କିଏ?
NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଯେଉଁ ଶିବ ଧନୁକୁ ରାବଣ, ବାଣାସୁର ପରି ଅନେକ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଘୁଞ୍ଚାଇ ପାରି ନଥିଲେ ତାଙ୍କୁ ମାତା ସୀତା ଯେତେବେଳେ ପିଲାଥିଲେ ଧରି ଖେଳୁଥିଲେ। ତାଙ୍କ ପାଖରେ ଥିଲା ଐଶ୍ୱରୀୟ ଶକ୍ତି। ସେ ଯଦି ଚାହିଁଥାନ୍ତେ ନିମିଷକେ ରାବଣଙ୍କୁ ହତ୍ୟା କରିପାରିଥାନ୍ତେ। ହେଲେ କଲେନି କାହିଁକି…
ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।
ଆଜିକାଲି ଲୋକଙ୍କୁ ଘାରିଛି ସେଲ୍ଫି ନିଶା। କ୍ୟାମେରାରେ ସବୁକିଛି କ୍ୟାପ୍ଚର କରିବା ମୋହରେ ଲୋକେ ଅନେକ ବିପଦକୁ ମଧ୍ୟ ସାମ୍ନା କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ…
ରବୀନା ଟଣ୍ଡନଙ୍କୁ ଜଣେ ନାମିଦାମି ଅଭିନେତା ଦେଇଥିଲେ ବିବାହ ପ୍ରସ୍ତାବ। ରଖିଥିଲେ ସର୍ତ୍ତ। ବିବାହ ପାଇଁ ଅଭିନୟ ଛାଡିବାକୁ କହିଥିଲେ। କିଏ ସେହି ଅଭିନେତା…
ଫିଲ୍ମ୍ ରିଲିଜ୍ ହେବାର ଏକ ସପ୍ତାହ ଚାଲିଯାଇଥିଲେ ବି 'କିସି କା ଭାଇ କିସି କୀ ଜାନ' ଏହାର ମୂଳ ବଜେଟ୍କୁ ଛୁଇଁ ପାରିନି। ସଲମାନ ଖାନଙ୍କ ଏହି ଫିଲ୍ମ ବିଫଳତା ପଛରେ ରହିଛି ୫ଟି ବଡ କାରଣ। ଆସନ୍ତୁ ନଜର ପକେଇବା।
ଆଜି କିମ୍ବଦନ୍ତୀ ସାରସ୍ୱତ ସାଧକ ମନୋଜ ଦାସଙ୍କ ପୁଣ୍ୟତିଥି। ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଓଡ଼ିଶାର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ସେ ଥିଲେ ସମକାଳୀନ ଭାରତୀୟ କଥା ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା। ଆସନ୍ତୁ ତାଙ୍କ ଜୀବନୀ ଉପରେ ନଜର ପକେଇନେବା।
ଗଙ୍ଗା ସପ୍ତମୀ ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି। ଏହା ଦ୍ୱାରା ବ୍ୟକ୍ତି ସୁସ୍ଥ ଜୀବନ ଜୀଇଥାଏ।
ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।
ଇଂରେଜ ଅମଳରୁ ଆଜିଯାଏ ‘ସଂଖ୍ୟାଲଘୁ’ ଶଦ୍ଦକୁ ନେଇ ରାଜନୈତିକ ବିମର୍ଷ ଚାଲିଛି। ଏହି ଶଦ୍ଦଟି ରାଜନୀତି ଏପରିକି ସାମାଜିକ ସୌହାର୍ଦ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ସ୍ୱାଧୀନତା ପୂର୍ବରୁ କଂଗ୍ରେସକୁ ମଧ୍ୟ ଏହି ଶଦ୍ଦ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ସ୍ୱାଧୀନ ଭାରତରେ ଏହି ଶଦ୍ଦ ଧୃବୀକରଣର...
ଇଷ୍ଟ୍କୋଷ୍ଟ୍ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହାକୁ ଭଲଭାବେ...