• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Father dropped daughter at the wrong board exam center
Viral: ଝିଅକୁ ଭୁଲ୍ ପରୀକ୍ଷା କେନ୍ଦ୍ରରେ ଛାଡି ଚାଲିଗଲେ ବାପା, ତା’ପରେ…

ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…

Us State Wyoming government prohibiting abortion pills
ଗର୍ଭପାତ ବଟିକା ଉପରେ ନିଷେଧାଦେଶ; ବିକି ପାରିବେ ନାହିଁ କି କିଣିପାରିବେ ନାହିଁ

ଏଠି ଗର୍ଭପାତ ବଟିକା ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି। ଗର୍ଭପାତ କରାଇବା ଉଦ୍ଦେଶ୍ୟରେ କୌଣସି ଔଷଧ ଲେଖିବା, ବିତରଣ କରିବା, ବିକ୍ରି କରିବା ବା ବ୍ୟବହାର କରିବା ବେଆଇନ ବୋଲି କୁହାଯାଇଛି।

Naagin-7 ekta kapoor selected gultesham as lead actor
ଏକତାଙ୍କୁ ମିଳିଗଲା ନୂଆ ନାଗ, କିଏ ଏହି ହ୍ୟାଣ୍ଡସମ୍‌

ବନ୍ଦ ହେବ ତେଜସ୍ୱୀ ପ୍ରକାଶ ଅଭିନୀତ ସିରିଏଲ୍ ‘ନାଗିନ୍ ୬’। ‘ନାଗିନ୍ ୭’ ପାଇଁ ଷ୍ଟାର୍‌କାଷ୍ଟ୍ କରୁଛନ୍ତି ଏକତା କପୁର। ତାଙ୍କୁ ଏବେ ମିଳିଯାଇଛି ନୂଆ ନାଗ। ଆସନ୍ତୁ ଜାଣିବା କିଏ ଏହି ହ୍ୟାଣ୍ଡସମ୍‌।

Taapsee pannu faced humiliation during miss india competition
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଅପମାନିତ ହୋଇଥିଲେ ତାପସୀ ପନ୍ନୁ

ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍‌ରେ ତାଙ୍କୁ ମିଳିଥିଲା ପୁରସ୍କାର। କିନ୍ତୁ ତାଙ୍କୁ ଏଠି ଅପମାନ କରାଯାଇଥିଲା। ଜାଣନ୍ତୁ ତାଙ୍କ ଟ୍ରେନର ତାଙ୍କୁ କ’ଣ କହି ସର୍ବସାଧାରଣରେ ଅପମାନ କରିଥିଲେ।

Shashi Kapoors mother wanted to kill him before he was born
ମା’ ଚାହୁଁ ନଥିଲେ ଶଶି କପୁରଙ୍କ ଜନ୍ମ; ନେଇଥିଲେ ଏମିତି କିଛି ପଦକ୍ଷେପ

ଶଶି କପୁର ଏକ ଚଳଚ୍ଚିତ୍ର ପରିବାରର ଥିଲେ ମଧ୍ୟ ସେ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜନ୍ମ ହେବା ପୂର୍ବରୁ ମା’ ତାଙ୍କୁ ଏ ଦୁନିଆକୁ ନ ଆଣିବା ପାଇଁ ନେଇଥିଲେ ଅନେକ ପଦକ୍ଷେପ। ଅନେକ ପରିଚୟ ପାଇବା ପରେ ବି...

Indian Ordnance Factories Day
Indian Ordnance Factories Day: କେବେ ଓ କାହିଁକି ପାଳନ ହୁଏ ‘ଭାରତୀୟ ଅସ୍ତ୍ରଶସ୍ତ୍ର କାରଖାନା ଦିବସ’

ସାରା ଭାରତରେ ପ୍ରତିବର୍ଷ ୧୮ ମାର୍ଚ୍ଚରେ ‘ଭାରତୀୟ ଅସ୍ତ୍ରଶସ୍ତ୍ର କାରଖାନା ଦିବସ’ ପାଳନ କରାଯାଏ। ପ୍ରଦର୍ଶନୀରେ ବନ୍ଧୁକ, ଗୋଳା-ବାରୁଦ, ରାଇଫଲ, କମାଣ ଇତ୍ୟାଦି ପ୍ରଦର୍ଶନକୁ ସ୍ମରଣ କରାଯାଇଥାଏ। ଆସନ୍ତୁ ଏହାର ଇତିହାସ ଉପରେ ନଜର ପକେଇବା।

Harirajpur Melana 2023
ଜାକଜମକରେ ସରିଲା ହରିରାଜପୁର ମେଳନ

ସରିଛି ହରିରାଜପୁର ମେଳନ। ଭୋଗ ଲାଗିବା ପରେ ହୋଇଥିଲା ହରିହର ଭେଟ। ଏହା ପରେ ହଜାର ହଜାର ଭକ୍ତଙ୍କ ସମାଗମରେ ମେଲାଣି ନେଇଥିଲେ ଠାକୁର। ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।

Vidyut jammwal nandita mahtani break up after 2 years engagement
ଅଲଗା ହେଲେ କି ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀ

ବଲିଉଡ୍‌ ଦୁନିଆରେ ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ତାଜମହଲରେ ରୋମାଣ୍ଟିକ୍ ଷ୍ଟାଇଲ୍‌ରେ ହୋଇଥିଲା ଏନ୍‌ଗେଜ୍‌ମେଣ୍ଟ୍।

Sleep is important before exams
World Sleep Day: ପରୀକ୍ଷା ପୂର୍ବ ରାତିରେ ଅନିଦ୍ରା ହେଉଥିଲେ ମନେ ରହିବ ନାହିଁ ପାଠ

ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…

Application for agniveer in Indian air force starts
ଭାରତୀୟ ବାୟୁସେନାରେ ଚାକିରି; ଦ୍ୱାଦଶ ପିଲା କରିପାରିବେ ଆବେଦନ

IAFରେ ଅଗ୍ନିବୀର ହେବାକୁ ଯୋଜନା କରୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।

Prabhas is trolling for new viral photo
ଫଟୋ ପାଇଁ ଟ୍ରୋଲ୍ ହେଲେ 'ବାହୁବଲୀ' ପ୍ରେମ୍‌ ପ୍ରଭାସ

ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କର ନୂଆ ନୂଆ ଲୁକ୍ ଦେଖିବା ପାଇଁ ସବୁବେଳେ ପାଗଳ ହୋଇଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର ହୋଇଛି ଯାହାକୁ ନେଇ ସେ ପରିହାସର ପାତ୍ର ହେଉଛନ୍ତି। ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ।

Vastu Tips for house main door
Vastu Tips: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...

ଘରର ଆକୃତି ଏବଂ ଗୃହବାସୀଙ୍କ ବିଭିନ୍ନ ଆବଶ୍ୟକତାକୁ ନେଇ ଦ୍ୱାର କେତୋଟି ହେବ ତାହା ନିର୍ଣ୍ଣୟ କରାଯାଏ। ଏମିତି ବି ଘର କରାଯାଏ ଯେଉଁଠି ଗୋଟିଏ ମୁଖ୍ୟଦ୍ୱାର ରହିଥାଏ। ଏଥିରେ ତ୍ରୁଟି ହେଲେ ମିଳିଥାଏ ଏମିତି ଫଳ।

Great opportunity to get staff car driver for 10th pass in india post
୧୦ମ ପାଶ୍ କରିଥିଲେ ଭାରତୀୟ ଡାକ ସେବାରେ ଚାକିରି; ଦରମା ୬୦ ହଜାର ଉପରେ

ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଭାରତୀୟ ଡାକ ସେବାରେ କରିପାରିବେ ଚାକିରି। ମାସିକ ଦରମା ୬୦ ହଜାର ଉପରେ ମିଳିବ।

Naked cleaner who earns thousands
୬ ବର୍ଷ ହେଲା ନେକେଡ୍ କ୍ଲିନର୍ ଭାବେ କାମ କରୁଛନ୍ତି ଏହି ଯୁବତୀ, ହେଲେ କାହିଁକି…

ଏଠି ଅନେକ ବୈଚିତ୍ର ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନେକେଡ୍ କ୍ଲିନର୍ ଭାବେ କାମ କରନ୍ତି।

Amir Khan married 2 but after 15 years both marriage broke
ପ୍ରେମ ବିବାହ ପରେ ବି ୨ ପତ୍ନୀଙ୍କୁ କାହିଁକି ଛାଡପତ୍ର ଦେଲେ ଆମୀର ଖାନ୍

ଆମୀରଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖରେ ପରିପୂର୍ଣ୍ଣ। ଦର୍ଶକଙ୍କ ପାଇଁ ରୋମାଣ୍ଟିକ୍ ଆଇକନ୍‌ ସାଜିଥିବା ଆମୀର ନିଜ ପ୍ରେମ ଜୀବନରେ ବିଫଳ ହୋଇଥିବା ଦେଖାଯାଏ। ପ୍ରେମ କରି ୨ଟି ବିବାହ କରିଥିଲେ ବି ଉଭୟଙ୍କ ମଧ୍ୟରେ ହୋଇଥିଲା ଫାଟ। ଏବେ ସେ ଏକାକୀ ଜୀବନ ବିତାଉଛନ୍ତି। କାହିଁକି ଏମିତି...

4 simple yoga asanas help to cure cold and cough
Yogasana: ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…

6 morning habits that can help deal with depression
Health Tips: ଆପଣ ଡିପ୍ରେସନରେ ପୀଡିତ କି; ଆପଣଙ୍କ ପାଇଁ ୬ଟି ଟିପ୍ସ

ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତ ଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି...

Court banned dev anand for wearing black coat
ଦେବ ଆନନ୍ଦଙ୍କ କଳା କୋଟ୍ ଉପରେ କୋର୍ଟ କାହିଁକି ନେଇଥିଲେ କାର୍ଯ୍ୟାନୁଷ୍ଠାନ...

ଦେବ ଆନନ୍ଦଙ୍କୁ ତାଙ୍କ ସମୟରେ ଏକ ଫ୍ୟାଶନ ଆଇକନ୍ ଭାବେ ବିବେଚନା କରାଯାଉଥିଲା। ସେ ଧଳା ସାର୍ଟ ଉପରେ କଳା କୋଟ ପିନ୍ଧି ସର୍ବସାଧାରଣ ଜାଗାକୁ ଯିବାକୁ ପସନ୍ଦ କରୁଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ କୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା। ତାଙ୍କ ପୋଷାକ ଉପରେ ଲାଗିଲା...

Why is march 14th called pi day
ମାର୍ଚ୍ଚ ୧୪ରେ କାହିଁକି ପାଳନ ହୁଏ ପାଇ(π) ଡେ’

ପ୍ରତିବର୍ଷ ୧୪ ମାର୍ଚ୍ଚରେ ସମଗ୍ର ବିଶ୍ୱରେ ‘ପାଇ ଡେ (π)’ ପାଳନ କରାଯାଏ। ‘ପାଇ’ର ଆନୁମାନିକ ମୂଲ୍ୟ - ୩.୧୪ ଆଧାରରେ ପାଳନ କରାଯାଏ, ଯାହାକୁ ମାସ / ଦିନ (୩/୧୪) ଫର୍ମାଟ୍‌ରେ ଲେଖାଯାଏ। ତେବେ ଆସନ୍ତୁ ଜାଣିବା ‘ପାଇ’ କ’ଣ ଓ ଏହା ସହିତ ଜଡିତ...

Notification for various posts in DAE
ପରମାଣୁ ଉର୍ଜା ବିଭାଗରେ ଚାକିରି: ଦରମା ୬୭ ହଜାର ଉପରେ

ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।