• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to remove holi colors from your body
ଆପଣଙ୍କ ପାଇଁ ୭ଟି ଟିପ୍ସ, କିପରି ଛଡେଇବେ ହୋଲି ରଙ୍ଗ

ଅଧିକାଂଶ ଲୋକଙ୍କୁ ତ ହୋଲି ଖେଳିବାକୁ ଭଲ ଲାଗେ। କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା...

Who played the worlds first holi
ସଂସାରରେ ପ୍ରଥମେ କିଏ ଖେଳିଥିଲେ ହୋଲି

ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ...

Why womens day is celebrated on 8 march
Womens Day 2023: କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଆପଣ ଜାଣନ୍ତି କି ଏହି ଦିବସ ପାଳନ କିପରି ଏବଂ କେବେ ଆରମ୍ଭ ହେଲା? ପ୍ରତିବର୍ଷ କେବଳ ମାର୍ଚ୍ଚ ୮ରେ କାହିଁକି ଏହି ଦିନ ପାଳନ କରାଯାଏ?

Manish Sisodia first day in tihar jail
ଜେଲ୍‌ରେ ସିସୋଦିଆଙ୍କ ପ୍ରଥମ ରାତି; ସାଙ୍ଗରେ କ’ଣ ନେଇଥିଲେ, କ’ଣ ଖାଇଲେ ଜାଣନ୍ତୁ...

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍‌ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍‌ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…

Deepika Padukone shared Louis vuitton look for paris fashion week
ପ୍ୟାରିସ୍‌ ଫ୍ୟାଶନ୍‌ ସପ୍ତାହରେ ଆମ୍ବାସଡର ଭାବେ ପହଞ୍ଚିଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ପ୍ୟାରିସ୍ ଫ୍ୟାଶନ୍ ସପ୍ତାହରେ ପହଞ୍ଚିଛନ୍ତି। ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି।

NEET UG 2023 registration begins apply before 6 april
ଆରମ୍ଭ ହୋଇଛି NEET ପଞ୍ଜିକରଣ ପ୍ରକ୍ରିୟା; ଜାଣନ୍ତୁ କିପରି କରିବେ ଆବେଦନ

NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।

Dola Yatra 2023 in odisha
ଗାଁ ଗାଁ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ...

Odisha Adarsha Vidyalaya Recruitment 2023: Over 1000 vacancies for principal, teacher posts out
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ

ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।

Khushboo sundar reveals when she was 8 years sexually abused by her father
୮ ବର୍ଷରେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ଖୁସ୍‌ବୁ ସୁନ୍ଦର

ଅଭିନେତ୍ରୀ / ରାଜନେତା ଖୁସ୍‌ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।

Ajay Devgan Tabu action packed bholaa trailer out
ଆସିଲା ‘ଭୋଲା’ର ଟ୍ରେଲର୍‌; ଜାଣନ୍ତୁ କେବେ ହେବ ରିଲିଜ୍

ରିଲିଜ୍ ହୋଇଛି ଅଜୟଙ୍କ ଆକ୍ସନ୍ ପ୍ୟାକ୍ 'ଭୋଲା'ର ଟ୍ରେଲର। ପୁରା ଟ୍ରେଲରରେ ଶିବ ଭକ୍ତ ଅଜୟଙ୍କ ଷ୍ଟାଇଲ୍ ଦେଖିବାକୁ ମିଳେ। ଏଥିସହ ଧୂଆଁଧାର୍ ଆକ୍ସନ୍ ଏବଂ ଦମଦାର ଡାଏଲଗ୍ ରହିଛି।

Amitabh Bachchan was declared ‘clinically dead’ after injured on the sets of Coolie
‘କୁଲି’ ସେଟ୍‌ରେ ପରିସ୍ଥିତି ଏମିତି ହେଲା ଯେ ଅମିତାଭଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରାଗଲା

ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ କରୁଥିବା ବେଳେ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ଏହା ଅମିତାଭଙ୍କ ପାଇଁ ନୂଆ ନୁହେଁ। ଫିଲ୍ମ 'କୁଲି'ର ସୁଟିଂ ବେଳେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ଡାକ୍ତର ତାଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା...

How to choose best career option
Career Tips: କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାନ୍ତୁ

କିଛି ଲୋକ ଅଛନ୍ତି କାମ ମିଳିବା ମାତ୍ରେ କରନ୍ତି ଆଉ କିଛି ଦିନ ପରେ ଏହାକୁ ଛାଡିଦିଅନ୍ତି। ଆଉ କିଛି ଲୋକ ଅନିଚ୍ଛା ସହ କାମ କରୁଥିବାବେଳେ କିଛି ଲୋକ ପ୍ରାୟତଃ କାମ କରିବା ବେଳେ ଅନୁଭବ କରନ୍ତି ଯେ ସେମାନେ ଏହି କାମ ପାଇଁ ତିଆରି ହୋଇ...

Boy falls 17th floor after parents take his phone and ipad
Viral Video: ବାପା ଛଡେଇନେଲେ ଫୋନ୍, ୧୭ ମହଲାରୁ ଡେଇଁଲା ପୁଅ; ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୟଙ୍କର ଭିଡିଓ। ଯେତେବେଳେ ବାପା ଫୋନ୍ ଏବଂ ଆଇପ୍ୟାଡ୍ ଛଡ଼ାଇ ନେଇଥିଲେ, ପିଲାଟି ଏତେ ରାଗିଗଲା ଯେ ସେ ୧୭ ମହଲାରୁ ଡେଇଁବାକୁ ପ୍ରସ୍ତୁତ ହୋଇଗଲା। ତା’ପରେ କ’ଣ ଦେଲା ଦେଖନ୍ତୁ…

Naveen patnaik unveils biju Dakota
ଦୀର୍ଘ ଅପେକ୍ଷାର ଅନ୍ତ: ଲୋକାର୍ପିତ ହେଲା ବିଜୁଙ୍କ ‘ଡାକୋଟା’

ଅନେକ ଦିନର ପ୍ରତୀକ୍ଷା ଶେଷ ହୋଇଛି। ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା...

NIC announces bumper vacancy
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରରେ ୫୯୮ ପଦବୀ ଖାଲି; ଦରମା ୧.୭୭ ଲକ୍ଷ

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Salman khan had no work for 6 months after maine pyar kiya
ସଲମାନ ଖାନଙ୍କୁ ୬ ମାସ ମିଳି ନଥିଲା କାମ; ଏହି ବ୍ୟକ୍ତି ଭଗବାନ ହୋଇ ଆସିଥିଲେ

ସଲମାନ ଖାନ କାମ ସନ୍ଧାନରେ ପ୍ରାୟ ୬ ମାସ ବୁଲିଥିଲେ। ସେତେବେଳେ ତାଙ୍କ ଜୀବନରେ ଜଣେ ନିର୍ମାତା ଭଗବାନ ହୋଇ ଆସିଥିଲେ। ସେ ସଲିମ ଖାନଙ୍କ ସହ ମିଶି ସଲମାନ ଖାନଙ୍କୁ ସାହାଯ୍ୟ କରିଥିଲେ।

Mahima chaudhry betrayed in love
ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ଏହି ଅଭିନେତ୍ରୀଙ୍କ ପ୍ରେମ ଜୀବନ

ପ୍ରେମରେ ପ୍ରତାରଣା ଖୁବ୍ ଯନ୍ତ୍ରଣା ଦିଏ। 'ପରଦେସ୍' ଫେମ୍ ଅଭିନେତ୍ରୀଙ୍କ ସହ ଏମିତି କିଛି ହୋଇଥିଲା। ତେବେ ସେ ଏଭଳି ଯନ୍ତ୍ରଣାଦାୟକ ସମୟକୁ ବହୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ହୋଇଥିଲେ। ଆସନ୍ତୁ ଜାଣିବା ତାଙ୍କ ଯନ୍ତ୍ରଣାର କାହାଣୀ।

Panchayatiraj Divas
Panchayati Raj Day: କାହିଁକି ଓଡ଼ିଶାରେ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ ? ଜାଣନ୍ତୁ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ମାର୍ଚ୍ଚ...

Birth Anniversary of Biju Patnaik
Birth Anniversary of Biju Patnaik: କାଶ୍ମୀରକୁ ବଞ୍ଚାଇବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ତାଙ୍କର କାମ ପାଇଁ ତାଙ୍କୁ ‘ଝଡର ଇଗଲ୍‌’ ବୋଲି କୁହାଯାଏ। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଆଉ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ହେଲେ ବିଜୟାନନ୍ଦ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବୀରତ୍ୱର କିଛି କାହାଣୀ ଉପରେ ନଜର...

Welcome Address by Jagi Mangat Panda
OTV Foresight 2023 : ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା

ଅନୁଷ୍ଠିତ ହୋଇଯାଇଛି ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମ। ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ଅତିଥିଙ୍କୁ ସ୍ୱାଗତ କରିଥିଲେ। ୫ଟି ଅଧିବେଶନରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ବିଭିନ୍ନ ଅଧିବେଶନରେ ବିଭିନ୍ନ ବିଷୟବସ୍ତୁଙ୍କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।