ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ...
ଆସିବ 'ରାଉଡୀ ରାଠୋର'ର ସିକ୍ୱେଲ୍। ଏଥିରେ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଭାବେ ଅକ୍ଷୟ କୁମାରଙ୍କ ବ୍ୟତୀତ ଆଉ କାହାକୁ ବି ଚିନ୍ତା କରାଯାଇ ନପାରେ। କିନ୍ତୁ ନିର୍ମାତା ତାଙ୍କୁ ଏଥିରୁ ବାଦ ଦେଇଛନ୍ତି। ଏଥିରେ ସେ ନୂଆ ଚେହେରାକୁ ନେଇଛନ୍ତି। ହେଲେ କାହିଁକି? ଏହି ନୂଆ ରାଉଡୀ କିଏ?
କୌଣସି ସେଲିବ୍ରିଟିଙ୍କୁ ଅଟୋରେ ଯିବା ପ୍ରାୟ ଦେଖିବାକୁ ମିଳେନି। କିନ୍ତୁ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପାଖରେ ତ ଦାମୀ ଓ ବିଳାସପୂର୍ଣ୍ଣ କାର୍ର ଅଭାବ ନାହିଁ। ହେଲେ ସେ କାହିଁକି ମେଟ୍ରୋ ଆଉ ଅଟୋର ସାହାରା ନେଲେ...
ଆଜି ପରିସ୍ଥିତି ବଦଳିଛି। କନ୍ୟା ମୁହଁରେ ଲାଜ ଦେଖାଯାଉ ନାହିଁ। ବରଂ ସେ ନିଜ ବିବାହକୁ ଖୁବ ଖୁସିରେ ଅନୁଭବ କରୁଥିବା ଦେଖାଯାଏ।
ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ଆପଣଙ୍କ ପାଖରେ BE / B.Tech ଡିଗ୍ରୀ ସହିତ ବୈଧ GATE ୨୦୨୧/୨୦୨୨/୨୦୨୩ ସ୍କୋର ଅଛି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NPCIL ଅଧୀନରେ ଏକଜିକ୍ୟୁଟିଭ୍ ଟ୍ରେନୀ ପଦବୀ ଖାଲି ଅଛି। ଆପଣ ଏହାର ସୁଯୋଗ ନେଇପାରିବେ।
ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍କୁ ୧୨୮k ସବ୍ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।
'ମୂଷା ହତ୍ୟା' ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ୩୦ ପୃଷ୍ଠାର ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି। ପୋଲିସ୍ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୨୯ ଅଧୀନରେ ଏକ ଏଫ୍ଆଇଆର୍ ରୁଜୁ କରିଛି। ହୋଇପାରେ ଜରିମାନା ଆଉ ଜେଲ୍ ଦଣ୍ଡ।
ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଡିର ଝଲକ ଟିକେ ପାଇବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି। ଅଭିନେତା ମଧ୍ୟ ନିଜ ପ୍ରଶଂସକଙ୍କ ଉତ୍ସାହକୁ ପୂରଣ କରିବା ପାଇଁ ଅଧିକାଂଶ ଚଳଚ୍ଚିତ୍ରରେ ସାର୍ଟଲେସ୍ ହୁଅନ୍ତି। ତେବେ ଏହାକୁ ଅନେକ VFXର କମାଲ ବୋଲି ଭାବନ୍ତି। ଏହା ଅସଲି ନା ନକଲି ପ୍ରମାଣ...
ଆଜିକାଲି ବିବାହ ପାଇଁ ଗୋଟିଏ ଝିଅ ମିଳୁ ନଥିବା ବେଳେ ଜଣେ ବ୍ୟକ୍ତି ୧୦୦ରୁ ଅଧିକ ବିବାହ କରି ରେକର୍ଡ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ୧୪ଟି ଦେଶରେ ଜ୍ୱାଇଁ ହୋଇଥିଲେ। ଜାଣନ୍ତୁ ତାଙ୍କ ଟ୍ରିକ୍ସ…
ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।
NWR ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ରେଳବାଇ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ।
‘ପୁଷ୍ପା-୨’ ନେଇ ଲୋକଙ୍କ ଭିତରେ ପାଗଳପଣ ବଢିବାରେ ଲାଗିଛି। ଏହା ଇତିହାସ କରିବାକୁ ଯାଉଛି। ଏହି ସିକ୍ୱେଲ୍ ପାଇଁ ଅଲୁ ଅର୍ଜୁନ ଯେତେ ଟଙ୍କା ନେଇଛନ୍ତି ଜାଣିଲେ ଆପଣ ବି ତାଜୁବ ହେଇଯିବେ।
ବଲିଉଡ୍ରେ ଚଳଚ୍ଚିତ୍ରର ରିମେକ୍ ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ନେଇ ବଲିଉଡ୍ ଉପରେ ବର୍ଷିଛନ୍ତି KRK। ବଲିଉଡ୍କୁ କପିଉଡ୍ କହିବା ସହ କପିଉଡ୍ବାଲା ଏତେ ସ୍ମାର୍ଟ ନୁହନ୍ତି ବୋଲି କହିଛନ୍ତି। ବଲିଉଡ୍ ଉପରେ ଆହୁରି କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଗୋଟିଏ ଭିଡିଓ ମାଧ୍ୟମରେ ଆପଣ ନିଜ ସ୍ୱାସ୍ଥ୍ୟର ଅବସ୍ଥାକୁ ଜାଣିପାରିବେ। ଆଜିକାଲି ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଦ୍ୱାରା ଆପଣ ଜାଣିବେ ଯେ ଆପଣଙ୍କ ପାଖରେ କୌଣସି ରୋଗ ଅଛି କି ନାହିଁ?
'ଇଣ୍ଡିଆନ୍ ଆଇଡଲ୍'ର ୬ଟି ସିଜନ୍କୁ ହୋଷ୍ଟ୍ କରିଥିବା ମିନି ମାଥୁର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହାକୁ ନେଇ ଶୋ’ ସ୍କ୍ରିପ୍ଟକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି? ଏଥିରେ କିଛି ବାସ୍ତବତା ନାହିଁ ବୋଲି ସେ କହିଛନ୍ତି।
IIT Indore ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। Phd କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ଦରମା ୧ ଲକ୍ଷ ପରେ ରହିଛି।
'ଆଶ୍ରମ'ର ସିଜନ ୪ର ଝଲକ ସାମ୍ନାକୁ ଆସିବା ପରେ ବବି ଦେଓଲଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବାବା ନିରାଲା ଚରିତ୍ରରେ ଦେଖିବାକୁ ଉତ୍ସାହର ସହ ଅନେଇ ବସିଛନ୍ତି। ଆଗକୁ ମଧ୍ୟ ବବି ଦେଓଲଙ୍କ ହାତରେ ଅନେକ ଚଳଚ୍ଚିତ୍ର ରହିଛି। ସେ ଭିଲେନ ଭୂମିକାରେ ଶାହରୁଖ, ସଲମାନ ଏବଂ...
ବର୍ତ୍ତମାନ 'ପୁଷ୍ପା: ଦି ରାଇଜ୍' ର ସିକ୍ୱେଲ୍ 'ପୁଷ୍ପା: ଦ ରୁଲ୍’ କୁ ନେଇ ଚର୍ଚ୍ଚା ଧରିଛି। ପ୍ରଥମ ଭାଗର ବିରାଟ ସଫଳତା ପରେ, ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ତାଙ୍କ ୪୧ତମ ଜନ୍ମଦିନ ପାଳନ...
ଆପଣ ଯଦି ୧୦ମ ପାଶ୍ ସହ ITI କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି CRPF ରେ କରିପାରିବେ ଚାକିରି। ଏଠି ୯୨୧୨ ପଦବୀ ପୂରଣ ହେବ। ଦରମା ବି ଆଖିଦୃଶିଆ ରହିଛି।
ଜିତେନ୍ଦ୍ର ତାଙ୍କର ଅଭିନୟ ତଥା ତିନି ଦଶନ୍ଧିର କ୍ୟାରିୟରରେ ଡ୍ୟାନ୍ସ ପାଇଁ ବେଶ ପରିଚୟ ପାଇଥିଲେ। ତାଙ୍କର ପୂରା ନିଆରା ଡ୍ୟାନ୍ସ ଷ୍ଟାଇଲ୍କୁ ଆଜି ବି ଲୋକମାନେ ଭୁଲି ନାହାଁନ୍ତି। ଜିତେନ୍ଦ୍ର ତାଙ୍କ କ୍ୟାରିୟରରେ ଏମିତି ଏକ ଚଳଚ୍ଚିତ୍ରରେ କାମ କରିଥିଲେ ଯାହାର ଟିକେଟ୍ ବ୍ଲକ୍ବଷ୍ଟର ଫିଲ୍ମ ‘ଶୋଲେ’ଠାରୁ...